Erwr

ମୁଖ୍ୟମନ୍ତ୍ରୀ ଙ୍କ ନିବାସରେ ଛଉ ନୃତ୍ୟ ଗୁରୁ ସମ୍ବର୍ଦ୍ଧିତ

ବାରିପଦା: ନିକଟରେ ଭୂବନେଶ୍ୱର ଠାରେ ସମାପିତ ହୋଇଥିବା ପ୍ରଥିମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ପ୍ରଦର୍ଶିତ ମୟୁରଭଞ ଛଉ ନୃତ୍ୟ ଶୈଳୀରେ କୋଣାର୍କ ଶୀର୍ଷକ ନୃତ୍ୟ ଟି ଦର୍ଶକ ମାନଙ୍କ ଦ୍ୱାରା ଉଛ ପ୍ରଶଂସିତ ହୋଇଥିବାବେଳେ ଏହି ନୃତ୍ୟର ପରିକଳ୍ପନା ତଥା ନିର୍ଦ୍ଧେଶନା ଦେଇଥିବା ଶ୍ରମତୀ ଶୁଭଶ୍ରୀ ମୁଖାର୍ଜୀ ଙ୍କୁ ନିବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରାଯାଇଅଛି । କୋଣାର୍କ ମନ୍ଦିରର ଇତିହାସ ଉପରେ ପର୍ଯ୍ୟବେଶିତ ଏହି ନୃତ୍ୟଟିରେ ପ୍ରଜେକ୍ଟ ଛାଉଣୀ ର ୧୨ ଜଣ , […]

Read More Text.
Magha

୧୬ରେ ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀ ଅବସରରେ ରହିଛି ଚନ୍ଦ୍ରଭାଗା ବୁଡର ପରମ୍ପରା । ପ୍ରତ୍ୟୁଷରୁ ଭକ୍ତମାନେ ଉଠି ପବିତ୍ର ଚନ୍ଦ୍ରଭାଗା ମହୋଦଧୀରେ ବୁଡ ପକେଇବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ୍ । ତିଥି ନିର୍ଘଣ୍ଟ ଅନୁସାରେ ଭୋର ୪ଟା ୩୪ ମିନିଟ୍ ରେ ନୀତି କାନ୍ତି, ସାଧୁସନ୍ଥଙ୍କ ଦ୍ୱାରା ମହାଆଳତି […]

Read More Text.
Maa

ମା’ ଲଷ୍ମୀଙ୍କ ମନ୍ଦିରର ବାର୍ଷିକ ଉତ୍ସବ

ଆଗରପଡ଼ା :ପ୍ରତିବର୍ଷପରି ଚଳିତ ବର୍ଷ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ନିମାପଡ଼ାସ୍ଥ କପାଳୀ କ୍ଷେତ୍ର ଠାରେ ଅଧିଷ୍ଠିତ ଥିବା ମା’ଲଷ୍ମୀ ମନ୍ଦିର ବାର୍ଷିକ ଉତ୍ସବ ଦୁଇଦିନ ଧରି ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ନରେନ୍ଦ୍ର ପୁଷ୍କରିଣି ରୁ ଘଟୋତ୍ତୋଳନ କରା ଯାଇ ପୂଜାରମ୍ଭ ହୋଇଥିଲା । ପର ଦିନ ପ୍ରତ୍ୟୁକ୍ଷରୁ ପ୍ରଥମେ ସୂର୍ଯଦେବଙ୍କପୂଜା, ଗୋ ପୂଜାଦି କରାଯିବା ସହ ଯଜେ୍ଞଶ୍ୱରଙ୍କର ଦଶକର୍ମାଦି ସଂସ୍କାର କରାଯାଇ ମା’ ଲଷ୍ମୀଙ୍କ ପୁରାଣ ପାଠସହ ସହସ୍ରନାମ […]

Read More Text.
Han

ହନୁମାନଙ୍କ ମନ୍ଦିରରେ ଦଧିନଉତି ସ୍ଥାପନ

ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ନିମପଡ଼ା ଛକଠାରେ ନିର୍ମାଣ ହେଉଥିବା ନୂତନ ଶ୍ରୀ ହନୁମାନ ମନ୍ଦିରର ଦଧିନଉତି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱନାଥ ବିଶ୍ୱାଳ ଓ ତାଙ୍କର ପତ୍ନି ବୀଣାପାଣିଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀରୁ ଶୁଭାଧିବାସ ସହ ଘଟୋତ୍ତୋଳନ କରା ଯାଇ ପଣ୍ଠିତ ବିରେନ୍ଦ୍ର ତ୍ରୀପାଠୀ ଙ୍କ ଦ୍ୱାରା ପୂଜାରମ୍ଭ କରାଯାଇଥିଲା । ପରେ ଗ୍ରାମବାସୀ ଓ କୀର୍ତନ ଦଳଙ୍କ ସହଯୋଗରେ ଦଧିନଉତିକୁ ନିମପଡ଼ା,ରଘୁନାଥପୁର,ଦୋଳପଦୀ,ନରସିଂହପୁର, ପାଟଣା ଆଦି ଗ୍ରାମ ପ୍ରରିକ୍ରମା […]

Read More Text.
Pana

ଏପ୍ରିଲ ୧୪ରେ ପାଳନ ହେବ ପଣା ସଂକ୍ରାନ୍ତି

ପୁରୀ: ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳନ ନେଇ ଦୂର ହେଲା ଦ୍ୱନ୍ଦ । ପାଞ୍ଜି ସମସ୍ୟା ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକରେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବା ନେଇ ନିଷ୍ପତ୍ତି ହୋଇଛି । ବସିଥିବା ସମୀକ୍ଷା ବୈଠକରେ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା । ଗତ […]

Read More Text.
Img 20240201 Wa0179

ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବରେ ଚମକିଲେ ମୟୁରଭଞ୍ଜର କୁନି କଳାକାର ତୁଫାନ

ବାରିପଦା : କୋଲକାତା ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବରେ ବାରିପଦାର ଦୀପକ କୁମାର ବେଶ୍ରାଙ୍କ ନିର୍ଦ୍ଦେଶିତ ସାନ୍ତାଳୀ କ୍ଷୁଦ୍ର ଚଳଚିତ୍ର ପପାୟା ଶ୍ରେଷ୍ଠ ସାନ୍ତାଳୀ ଚଳଚିତ୍ର ଭାବେ ପୁରସ୍କୃତ ହୋଇଛି I ଏହି ଚଳଚିତ୍ରରେ ଅଭିନୟ କରିଥିବା ତୁଫାନ ସୋରେନ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ୩୪ ଟି ଦେଶ ସମେତ ୨୭୦ କ୍ଷୁଦ୍ର ଚଳଚିତ୍ର ମଧ୍ୟରୁ ପପାୟା ଶ୍ରେଷ୍ଠ ଚଳଚିତ୍ର ଭାବେ ପୁରସ୍କୃତ […]

Read More Text.
Onn 3

ଅଚ୍ୟୁତାନନ୍ଦ ପୀଠରେ ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ମହୋତ୍ସବ

ନିଶ୍ଚିନ୍ତକୋଇଲି : ନେମାଳ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ମହୋତ୍ସବ ୨୫ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଇଂ.ବିଳାସ ଭୋଇ ଏବଂ ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି । କଟକସଦର ନିର୍ବାଚନ ମଣ୍ଡଳୀର ୧୪ଗୋଟି ପଞ୍ଚାୟତରୁ ବହୁ ବିଜେଡ଼ି ନେତୃବୃନ୍ଦ ଏବଂ ଜଗନ୍ନାଥପ୍ରେମୀ ଭକ୍ତଗଣ ଏଥ୍‌ôରେ ଯୋଗ ଦେଇ ନାମ ସଂକୀର୍ତ୍ତନ ସହିତ ଜୟ ଜଗନ୍ନାଥ ଧ୍ୱନିରେ ପୀଠକୁ ପ୍ରକମ୍ପିତ କରିଥିଲେ । ଶ୍ରୀମନ୍ଦିର […]

Read More Text.
Onn 3

ଦର୍ଶକଙ୍କୁ ଭାବବିହ୍ୱଳ କଲା ନାଟକ ଦାରୁଦିଅଁ

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଭୁବନେଶ୍ୱରର ଅର୍ପଣ ନାଟ୍ୟସଂସ୍ଥା ନିବେଦିତ ନାଟକ ଦାରୁଦିଅଁ ମଞ୍ଚସ୍ଥ ହୋଇଯାଇଛି I ଯୁଗ ପରିବର୍ତ୍ତନ ସହ ଭଗବାନଙ୍କର ସ୍ୱରୂପ ଓ ନାମ ବଦଳିଛି I ଭିନ୍ନ ଅବତାର ସେ ଧାରଣ କରିଛନ୍ତି I ଲୀଳା, ଲୀଳାକ୍ଷେତ୍ର ବି ବଦଳିଛି I କିନ୍ତୁ ସେ ସେହି ଆଦି ଓ ଅନାଦି […]

Read More Text.
Onn 3

ଧୂନିବାଡ଼ିରେ ମକରମେଳା

ଆଗରପଡ଼ା : ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅର୍ନ୍ତଗତ କୁଆଁର୍ଦା ସ୍ଥିତ ଧୂନିବାଡ଼ିରେ ମକର ମେଳା ମହା ଆଡ଼ମ୍ବରରେ ପାଳିତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ସହଯୋଗରେ ମକର ସଂକ୍ରାନ୍ତି ଠାରୁ ଏହି ମେଳା ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଦିନ ବ୍ଲକର ବିଭିନ୍ନ ଅଂଚଳରୁ ହଜାର ହଜାର ଲୋକଙ୍କ ଉକ୍ତ ପୀଠରେ ସମାଗମ ହୋଇଥିଲା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବୈଷ୍ଣମ୍ବ ଦାସ ଓ ଗଜେନ୍ଦ୍ର ମୁଖି […]

Read More Text.
Natak Madhyarnar Ranga

ଦର୍ଶକଙ୍କ ମଧ୍ୟରେ ସିହରଣ ସୃଷ୍ଟିକଲା ନାଟକ ମଧ୍ୟାହ୍ନର ରଙ୍ଗ

ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ଲାଟିନମ ଜୁବଲୀ ପାଳନ ଅବସରରେ ଆୟୋଜିତ ୩ ଦିନିଆ ନାଟକ ମହୋତ୍ସବର ଶେଷ ସନ୍ଧ୍ୟାର ନାଟକ ମଧ୍ୟାହ୍ନର ରଙ୍ଗ ଦର୍ଶକଙ୍କୁ ବିମୋହିତ କରିଛି I ସିନେ ତାରକା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଅପୂର୍ଵ ଲେଖନୀ ଚାଳନାରେ ରଚିତ ନାଟକ ମଧ୍ୟାହ୍ନର ରଙ୍ଗ ସାମ୍ପ୍ରତିକ ପରିସ୍ଥିତିରେ ଚରମ ଅଭାବରେ କାଳାତିପାତ କରୁଥିବା ଏକ ପରିବାରର କାହାଣୀ ଉପରେ ଆଧାରିତ I ପେଟର ଭୋକ ପାଇଁ ପରିବାରର ପ୍ରତ୍ୟେକ […]

Read More Text.