Suren

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ

ଭୁବନେଶ୍ବର: ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି। ଚନାଯୋଗ୍ୟ, ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା। ଆଉ ତୁଷାରକାନ୍ତି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରିଥିଲେ। ସେତେବେଳେ […]

Read More Text.
Vlcsnap 2024 04 30 16h20m25s68 1024x576

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

ଚିକିଟି : ଚିକିଟିରେ ପୁଣି ଥରେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ପ୍ରଦୀପଙ୍କ ନାଁ ନନେଇ ପାଣ୍ଡିଆନ ଚିକିଟିବାସୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଜେଲ ଯାଇ ବେଲରେ ଆସିଥିବା ନେତାଙ୍କୁ ସଂସଦକୁ ନୁହେଁ, ଜେଲକୁ ପଠାଇବାର ଅଛି। ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କୁ ଠକିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଜେଲ ପଠାଇଥିଲେ। ଚିକିଟିବାସୀ ଏଭଳି ନେତାଙ୍କୁ ଚିହ୍ନନ୍ତୁ ଏବଂ ଭୋଟ ଦେବା ସମୟରେ ଭାବିକି ଭୋଟ ଦିଅନ୍ତୁ। ଜେଲ ଯାଇଥିବା […]

Read More Text.
Image 1714462145

ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ

ଜଳେଶ୍ୱର: ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ। ଜଳେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ। ଜଳେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଦଳର ପ୍ରାର୍ଥୀ ଚୟନର ମାପକାଠିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ରାଜ୍ୟ କଂଗ୍ରେସରେ କିଛି ଆତ୍ମଘାତୀ କାର୍ଯ୍ୟକଳାପ ପାଇଁ ଓଡ଼ିଶାରେ କଂଗ୍ରେସ ଆଗକୁ ଯାଇ ପାରୁନାହିଁ। ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ଵର […]

Read More Text.
Vijay

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବିଜୟ ନାଏକ

ମୟୂରଭଞ୍ଜ: ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । କରଞ୍ଜିଆରୁ ଟିକେଟ୍ ଆଶାୟୀ ଥିଲେ ହେଲେ ଟିକେଟ୍ ନମଳିବାରୁ ନିରାଶ ହୋଇ ଦଳ ଛାଡିଲେ ବିଜୟ । ଦଳ ଛାଡିବା ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଲେ ବିଜୟ । ବିଜୟ ପ୍ରଥମେ କରଞ୍ଜିଆ ବ୍ଲକରୁ ନିର୍ଦ୍ବନ୍ଦ୍ଵରେ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ରୁ ୨୦୧୪ ଓ ପରେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ […]

Read More Text.
Khan

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ

କଟକ: ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ । ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ । ବିଭୁତି ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରାନଯିବାରୁ ମେହବୁବ ପ୍ରତିବାଦ କରିଛନ୍ତି। ବିଭୁତିଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି ଅହମ୍ମଦ । ଅହମ୍ମଦ କଟକ ଲୋକ ସଭା ପ୍ରାର୍ଥୀ ଚୟନରେ ଖପ୍ପା ହୋଇ ଫେରାଇଛନ୍ତି ଟିକେଟ୍‌। କଂଗ୍ରେସ କଟକ ଲୋକସଭା ପାଇଁ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଯେଉଁଥିପାଇଁ ଟିକେଟ୍ ଫେରାଇଛନ୍ତି ମେହବୁବ […]

Read More Text.
Congress

ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ

ପୁରୀ: ଏବେ ଚାଲିଛି ନାମାଙ୍କନ ପର୍ବ । ଗତକାଲି ଅନ୍ୟ ଦଳ ଗୁଡିକ ପରେ ଆଜି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସାଙ୍ଗରେ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଉପସ୍ଥିତ ରହିଥିଲେ । ନାମାଙ୍କନ […]

Read More Text.
Snehangini Chhuria

ନାମାଙ୍କନ ଭରିଲେ ବିଜେଡି ବିଧାନସଭା ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆ

ବରଗଡ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ନିର୍ବାଚନ ମହୋଲ ମଧ୍ୟ ବେସ ସରଗରମ ହେବାରେ ଲାଗିଛି । କେଉଁଠି ପ୍ରଚାର ଚାଲିଛି ତ ଆଉ କେଉଁଠି ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ ଆଜି ବରଗଡ ଜିଲ୍ଲାରେ ୪୨ ଡିଗ୍ରୀ ଖରାକୁ ଭ୍ରୁକ୍ଷେପ ନ କରି ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅତାବିରା ବିଧାୟିକା ତଥା ଅତାବିରା ବିଜେଡି ବିଧାନସଭା ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆ […]

Read More Text.
Kal

ବିଜେପି ରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ

ଭୁବନେଶ୍ବର: ବିଜେପି ରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ । ସେ ଆଜି ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି । ଖୋର୍ଦ୍ଧା ବିଧାନସଭା ବିଜେପି ଆଶାୟୀ ପ୍ରାର୍ଥୀ ଥିଲେ କାଳୁଚରଣ । ହେଲେ ଦଳ ତାଙ୍କୁ ଟିକେଟ୍ ନଦେଇ ତାଙ୍କ ସ୍ଥାନରେ ବିଜେଡିରୁ ସଦ୍ୟ ଆସି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ସେ ଦଳ ଛାଡିଥିବା କୁହାଯାଉଛି । ଇସ୍ତଫା ଦେବାପରେ କାଳୁଚରଣ ଏକ ସାମ୍ବିଦିକ […]

Read More Text.
Cm Nomination

ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ଆଜି (ଏପ୍ରିଲ୍ ୩୦) ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ। ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି। ଜିଲ୍ଲା ସଦର ମହକୁମା ଛତ୍ରପୁର […]

Read More Text.
Nit

ବିଜେପିରୁ ଇସ୍ତଫା ଦେଲେ ନୀତେଶ ଗଙ୍ଗଦେବ

ସମ୍ବଲପୁୁର: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେଇଛନ୍ତି। ଚଳିତଥର ତାଙ୍କ ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ନିକଟରେ ତାଙ୍କ ପତ୍ନୀ ଓ ପୁଅ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ସାଂସଦ ନିତେଶ ଗଙ୍ଗ ଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହେବା ପରେ ତାଙ୍କୁ ଦେବଗଡର ବିଧାୟକ ପ୍ରାର୍ଥୀ କରିଛି ବିଜେଡି । ଯେଉଁ ଆସନରୁ ଏବେର କେନ୍ଦ୍ରମନ୍ତ୍ରୀ […]

Read More Text.