Photo

ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀ ର ମୃତଦେହ ଠାବ

ବାରିପଦା: ଆଜି ମୟୁରଭଞ ଜିଲା ବେତନଟି ରେଞ ମୋରଡା ବ୍ଲକ ର ଦୂର୍ଗାପୁର ସଂରକ୍ଷିତ ଜଙ୍ଗଲ ର ସୁନାହଜାରୀ ନିକଟରୁ ଏକ ଦନ୍ତା ହାତ ର ମୃତଦେହ କୁ ବନବିଭାଗ ଉଦ୍ଧାର କରିଅଛି । ସୂଚନାଯୋଗ୍ୟ ଯେ ବିଗତ ତିନିଦିନ ହେବ ଏକ ଏଗାର ଟିକିଆ ହାତୀ ପଲ ସୁବାହଜାରେ ଗ୍ରାମ ନିକଟରେ ଉପଦ୍ରବ ଚଲାଇ ଆସୁଥିଲେ । ଆଜି ଅପରାହ୍ନ ପାଖାପାଖି ୨ ଟା ସମୟରେ ଉକ୍ତ ଗ୍ରାମର ବାସିନ୍ଦା ମହେଶ୍ୱର ମହାନ୍ତ ତାଙ୍କ ବିଲକୁ […]

Read More Text.
Img 20241120 Wa0302

ଭଂଜପୁର ଜଗଦ୍ଧାତ୍ରୀମେଳାର ଅଷ୍ଟମ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିମୋହିତ ହେଲେ ଦର୍ଶକ

ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ଜଗଦ୍ଧାତ୍ରୀ ମେଳାର ଅଷ୍ଟମ ସନ୍ଧ୍ୟାରେ ଜୀ କିରଣ ତେଜସ୍ୱିନୀ ଓ ଜୀ ପ୍ରଜ୍ଞା ଭାରତୀଙ୍କ ମେଲୋଡି ସହ ଲାଶ୍ୟକଳା ଡ୍ୟାନ୍ସ ଏକାଡେମୀର ଓଡିଶୀ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ପରେ ପରେ ଗୁରୁକୁଳ ଡ୍ୟାନ୍ସ ଏଣ୍ଡ ଭିଜୁଆଲ ଏକାଡେମୀ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଅନଲି ୱାନ ଡ୍ୟାନ୍ସ ଗ୍ରୁପର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ପରମେଶ୍ୱର ଡ୍ୟାନ୍ସ ଗ୍ରୁପର ନୃତ୍ୟଗୀତରେ ଝୁମିଲେ ଦର୍ଶକ […]

Read More Text.
Onn 3

ମହାଭାରତ ଜ୍ଞାନ ଯଂଜ୍ଞ ଉଦଯାପିତ

କାମନାରୁ ବସ୍ତୁ ପ୍ରାପ୍ତ ହୁଏ ଏବଂ ସୁଖ ଦେଇଥାଏ ପୁଣି ସେହି ପ୍ରାପ୍ତ ବସ୍ତୁର କ୍ଷୟ ରୁ ଦୁଃଖ ଜାତ ହୁଏ – ସ୍ୱାମୀ ଚିରୁପାନନ୍ଦ ସରସ୍ୱତୀ ବାରିପଦା – ବାରିଣୀ ରୋଡ଼ ମଧୁବନ ରେ ଚିନ୍ମୟ ମିଶନ ଆନୁକୂଲ୍ୟରେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଚିନ୍ମୟ ମିଶନ ନୋଏଡା ଉତ୍ତର ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀଙ୍କ ଦ୍ୱାରା ସାତ ଦିନ ଧରି ଚାଲିଥିବା ମହାଭାରତ ଜ୍ଞାନ ଯଂଜ୍ଞ ଆଜି ଉଦଯାପିତ ହୋଇଯାଇଛି l ଉକ୍ତ […]

Read More Text.
Img 20241120 Wa0240

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟକଲେଜ ପଡିଆ ଠାରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପନ ସମାରୋହରେ ମାନ୍ୟବର ରାଜ୍ୟସଭା ସାଂସଦ, ଶ୍ରୀମତୀ ମମତା ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଲୋକସଭା ସାଂସଦ, ନଵଚରଣ ମାଝୀ, ମାନ୍ୟବର ବିଧାୟକ ଉଦଳା, ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ରାଇରଙ୍ଗପୁର, ଶ୍ରୀ ଜଳେଣ ନାଏକ, ମାନ୍ୟବର ବିଧାୟିକା ସୁଶ୍ରୀ ସଞ୍ଜଳି […]

Read More Text.
Sonu

ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ କଣ୍ଠଶିଳ୍ପୀ ସୋନୁ ନିଗମ

ପୁରୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଆଜି ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଦୀର୍ଘ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି । ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାରରେ ସେବାୟତ ମାନେ ତାଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ । ପରେ ଶ୍ରୀମନ୍ଦିର ଭିତର ବେଢାରେ […]

Read More Text.
Draupadi Murmu President Of India

୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ୭ ଯାଏ ରହିବେ

ଭୁବନେଶ୍ବର/ ରାଇରଙ୍ଗପୁର/କଳାବାଡ଼ିଆ: ଆସନ୍ତା ମାସ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। ୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର […]

Read More Text.
Img 20191224 Wa0030

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ । ଆସନ୍ତା ୨୭ ତାରିଖକୁ ବୃଦ୍ଧି କରାଯାଇଛି । ଆସନ୍ତା ଶିକ୍ଷାବର୍ଷ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଏହି ବର୍ଦ୍ଧିତ ସମୟସୀମା ଲାଗୁ ହେବ । ୨୦୨୫ ଜାନୁୟାରୀ ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍‌ ରେ ପରୀକ୍ଷା ପ୍ରବେଶପତ୍ର ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ରାଜ୍ୟର ୩୧୩ଟି […]

Read More Text.
Whatsapp Image 2020 11 01 At 12.31.01 Pm 750x430

୨୪୦୦ ବୋତଲ କଫ୍ ସିରଫ୍ ଜବତ, ୧୨ ଗିରଫ

ସମ୍ବଲପୁର: ଜବତ ହୋଇଛି ବିପୁଳ ପରିମାଣର କଫ୍‌ ସିରପ୍‌। ସମ୍ବଲପୁରରେ ପୁଣି ଥରେ ବିପୁଳ ପରିମାଣର ନିଷିଦ୍ଧ କଫ୍‌ସିରପ ଜବତ ହୋଇଛି। ହିରାକୁଦ ଥାନା ପୋଲିସ ଦ୍ୱାରା ବୁଧବାର ୨୪୦୦ ନିଷିଦ୍ଧ କଫ୍‌ ସିରପ୍‌ ଜବତ ହୋଇଛି। ଏହାସହ ସମ୍ପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ବୁଧବାର ଅପରାହ୍ନରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି। ସୂଚନାନୁସାରେ, କୋଲକାତାରୁ ଭୁବନେଶ୍ବର ଦେଇ ବରଗଡ଼ ପଠାଇବା […]

Read More Text.
Tiger Nuapada 750x430

ଡେମୋ ଦେଖାଇଲେ ବାଘ ମାଂସ ଖାଇଥିବା ଶିକାରୀ, ଘଟଣାର ସିନ୍ ରିକ୍ରିଏସନ କଲା ବନବିଭାଗ

ନୂଆପଡ଼ା : କେମିତି ଶିକାର କଲେ, କେମିତି ଭୋଜି କରି ଖାଇଲେ ବାଘ ମାଂସ ? ଡେମୋ ଦେଖାଇଲେ ଶିକାରୀ। ନୂଆପଡ଼ାରେ କଲରାପତରିଆ ଶିକାର ପରେ ମାଂସ ଭୋଜି ଖାଇବା ଘଟଣାରେ ସିନ୍ ରିକ୍ରିଏସନ କରିଛି ବନବିଭାଗ । ଜଣେ ଶିକାରୀକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି ।  ଅଧିକ ପ୍ରମାଣ ତଥ୍ୟ ସଂଗ୍ରହ କରିବା ପାଇଁ ଖଡ଼ିଆଳ ବନବିଭାଗ ଏସିଏଫ ମହମ୍ମଦ ସାଲେହାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ ଅଭିଯୁକ୍ତ ଜଣେ ଶିକାରୀଙ୍କୁ ନେଇ କୋମନା […]

Read More Text.
Image 30 1

ଗିରଫ ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ

ସୁବର୍ଣ୍ଣପୁର: ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଳା ପୁଳା ସୁନା ଅଳଙ୍କାର ଓ ଜମିବାଡ଼ି କାଗଜ ପତ୍ର ଭିଜିଲାନ୍ସ ଜବତ କରିଥିବା ସୂଚନା ରହିଛି । ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର, […]

Read More Text.