State
ପୂଜ୍ୟପୂଜା ପାଳନରେ ଜାତି ମହାନ ହୁଏ: ଗଣେଶ୍ୱରପୁର ପୂଜ୍ୟପୂଜା ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ
ଭୁବନେଶ୍ୱର : ପୂଜ୍ୟପୂଜା ଉତ୍କଳୀୟ ସଂସ୍କୃତିର ଏକ ଅନନ୍ୟ ଆଦର୍ଶ ଓ ମହାନ ପରମ୍ପରା। ଏହି ପରମ୍ପରାର ସୁରକ୍ଷା ଓ ପାଳନ ଦ୍ୱାରା ନୂତନ ପିଢ଼ି ଉପଯୁକ୍ତ ମାର୍ଗଦର୍ଶନ ପାଇବା ସହିତ ନିଜ ଜୀବନକୁ ଉଚ୍ଚ ଆଦର୍ଶରେ ଗଢ଼ିତୋଳିବାକୁ ବାଟ ପାଇଥାଏ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଗଣେଶ୍ୱରପୁର ଶାସନର ପ୍ରାତଃସ୍ମରଣୀୟ ଆଦର୍ଶ ବ୍ୟକ୍ତିତ୍ୱ ତଥା ଶିକ୍ଷକ ଦେବାନ ମୁକୁନ୍ଦ ଦାଶ, ପଣ୍ଡିତ କୃପାସିନ୍ଧୁ ଦାଶ, ପାଣିଗ୍ରାହୀ ପଣ୍ଡିତ ନାରାୟଣ […]
ନେପାଳରେ ସୁରକ୍ଷିତ ଅଛନ୍ତି ୬ ଓଡ଼ିଆ ଫୁଟବଲ ଖେଳାଳି, ଫେରାଇ ଆଣିବାକୁ ସରକାରଙ୍କ ପ୍ରୟାସ
ଭୁବନେଶ୍ବର ୨୭।୮: ନେପାଳ-ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏବେ ସୁଦ୍ଧା ୨୭୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦୦ ଭାରତୀୟଙ୍କ ସମେତ ହଜାରେରୁ ଅଧିକ ଏବେ ବି ନିଖୋଜ ଅଛନ୍ତି । ୮୫ରୁ ଅଧିକ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଆଜି ୨୧ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ତେବେ ଏହି ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । […]
National & International
ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀଙ୍କୁ ଗିରଫ କଲା ପୋଲିସ, ସମର୍ଥନ ଘୋଷଣା କରିଥିଲେ ମମତା
କୋଲକାତା: ବେଙ୍ଗଲ ନନ୍ଦୀଗ୍ରାମ ବିଧାନସଭା ଆସନରେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଏହି ଗିରଫ ଏକ ପୁରୁଣା ହତ୍ୟା ମାମଲାରେ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ମମତା ବାନାର୍ଜୀ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଉପ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ। ଏଣୁ ମମତା ବାନାର୍ଜୀ ଏହି ଉପନିର୍ବାଚନରେ କଂଗ୍ରେସ ପ୍ରତି ତାଙ୍କ ସମର୍ଥନ ଘୋଷଣା କରିଥିଲେ। ନନ୍ଦୀଗ୍ରାମରେ ଏହି ଘଟଣାକ୍ରମ ସେତେବେଳେ ହୋଇଛି ଯେତେବେଳେ […]
