Thursday, November 05, 2026

ରାଜ୍ୟ

IMG 20261104 WA0383

କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଂର ‘ଇଣ୍ଟୁଇସନ୍ ପ୍ରୋସେସ୍’ ଶିବିର ଉଦ୍‌ଯାପିତ

 ଆଖିରେ ପଟି ବାନ୍ଧି ପଢ଼ିଲେ, ରଙ୍ଗ ଚିହ୍ନିଲେ ଛାତ୍ରଛାତ୍ରୀ  ବାରିପଦା : ଆଖିରେ ପଟି ବାନ୍ଧି ପଢ଼ିବା ସହ ବିଭିନ୍ନ ରଙ୍ଗ ଚିହ୍ନିବା ଭଳି ଅଭିନବ କାର୍ଯ୍ୟକଳାପ ପ୍ରଦର୍ଶନ କରି ଦର୍ଶକଙ୍କୁ ଚକିତ କରିଛନ୍ତି ଛାତ୍ରଛାତ୍ରୀ। ବହଳଦାସ୍ଥିତ କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲ ପରିସରରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ଚାରିଦିନିଆ ‘ଇଣ୍ଟୁଇସନ୍ ପ୍ରୋସେସ୍’ ଶିବିର ସୋମବାର ଉଦ୍‌ଯାପିତ ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୫ରୁ ୧୮ ବର୍ଷ […]

IMG 20261104 WA0353

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସଶସ୍ତ୍ର ବାହିନୀ ପକ୍ଷରୁ ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାରିପଦା:  ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୂରଦର୍ଶି ଚିନ୍ତାଧାରାର ପରିକଳ୍ପନା ସ୍ୱରୂପ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଭାରତୀୟ ସଶସ୍ତ୍ର ବାହିନୀର ଚିକିତ୍ସା ସେବା ବିଭାଗ, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ସମନ୍ୱୟରେ ଆୟୋଜିତ ଦ୍ୱାଦଶ ସଂସ୍କରଣର ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ତଥା ‘ଅପରେସନ ଦୃଷ୍ଟି’ର ଉଦଯାପନୀ ସମାରୋହ ତା. ୦୪-୧୧-୨୦୨୬ ରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୦୫ ତାରିଖ […]

ଦେଶ - ବିଦେଶ

Agniveer

ଆଉ ୨ ବର୍ଷ ବଢିଲା ଅଗ୍ନିବୀରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ଚାରି ବର୍ଷର ପ୍ରାରମ୍ଭିକ ସେବା ପରେ ସେନାରେ ସାମିଲ ହୋଇପାରିନଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ । ଏବେ ସେମାନଙ୍କ ମୋଟ ସେବା ଅବଧି ୬ ବର୍ଷ ହେବ । ଦିଲ୍ଲୀରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଏନଏସ୍‌ ରାଜା ସୁବ୍ରମଣି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି […]

FOLLOW US