ଵାସିଙ୍ଗୀରେ ମା’ ମନସା ମନ୍ଦିରରେ ନାଗମାତା ମନସା ଦେବୀ ପୂଜା ମହାସମାରୋହରେ ସମ୍ପନ୍ନ
ବାରିପଦା: ଵହଳଦା ବ୍ଳକ ଅନ୍ତର୍ଗତ ଵାସିଙ୍ଗୀ ପଞ୍ଚାୟତର ଵାସିଙ୍ଗୀ ଗ୍ରାମର ନାଗା ମାତା ମନ୍ଦିରରେ ମା’ ମନସା ଦେଵୀ ପୂଜା ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି । ମା’ ମାନସାଙ୍କ ପୂଜାବିଧି ରୀତିନୀତି ଅନୁସାରେ କରାଯାଇଥିଲା ।ଗ୍ରାମ୍ୟ ପୋଖରୀରୁ ଶ୍ରଦ୍ଧାଳୁଙ୍କ ଦ୍ଵାରା ଘଟ ଉତ୍ତୋଳନ କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଥିଲା ।ପରେ ପୂଜକଙ୍କ ଦ୍ଵାରା ପୂଜନ,ଆରତୀ,ଵଡପୂଜା,ଘଟ ବିସର୍ଜନ,ଆଳତୀ କରାଯାଇଥିଲା । ପର ଦିନ ମଧ୍ୟ ପୂଜାର୍ଚ୍ଚନା ସହ ମହା ଆରତୀ କରାଯାଇଥିଲା ।ତିନିଦିନ ଧରି ଆଖପାଖ […]
Read More Text.