IMG 20261104 WA0383

କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଂର ‘ଇଣ୍ଟୁଇସନ୍ ପ୍ରୋସେସ୍’ ଶିବିର ଉଦ୍‌ଯାପିତ

 ଆଖିରେ ପଟି ବାନ୍ଧି ପଢ଼ିଲେ, ରଙ୍ଗ ଚିହ୍ନିଲେ ଛାତ୍ରଛାତ୍ରୀ  ବାରିପଦା : ଆଖିରେ ପଟି ବାନ୍ଧି ପଢ଼ିବା ସହ ବିଭିନ୍ନ ରଙ୍ଗ ଚିହ୍ନିବା ଭଳି ଅଭିନବ କାର୍ଯ୍ୟକଳାପ ପ୍ରଦର୍ଶନ କରି ଦର୍ଶକଙ୍କୁ ଚକିତ କରିଛନ୍ତି ଛାତ୍ରଛାତ୍ରୀ। ବହଳଦାସ୍ଥିତ କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲ ପରିସରରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ଚାରିଦିନିଆ ‘ଇଣ୍ଟୁଇସନ୍ ପ୍ରୋସେସ୍’ ଶିବିର ସୋମବାର ଉଦ୍‌ଯାପିତ ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୫ରୁ ୧୮ ବର୍ଷ […]

Read More Text.
IMG 20261104 WA0353

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସଶସ୍ତ୍ର ବାହିନୀ ପକ୍ଷରୁ ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାରିପଦା:  ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୂରଦର୍ଶି ଚିନ୍ତାଧାରାର ପରିକଳ୍ପନା ସ୍ୱରୂପ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଭାରତୀୟ ସଶସ୍ତ୍ର ବାହିନୀର ଚିକିତ୍ସା ସେବା ବିଭାଗ, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ସମନ୍ୱୟରେ ଆୟୋଜିତ ଦ୍ୱାଦଶ ସଂସ୍କରଣର ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ତଥା ‘ଅପରେସନ ଦୃଷ୍ଟି’ର ଉଦଯାପନୀ ସମାରୋହ ତା. ୦୪-୧୧-୨୦୨୬ ରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୦୫ ତାରିଖ […]

Read More Text.
IMG 20261104 WA0359

ରାଜ୍ୟ ସବ୍‌-ଜୁନିଅର୍ ରଗବିରେ ଫ୍ୟୁଚର ଷ୍ଟାର୍‌ର ଉଲ୍ଲେଖନୀୟ ସଫଳତା: ବାଳକ ଦଳ ଚାମ୍ପିଅନ୍, ବାଳିକା ଦଳ ତୃତୀୟ 

ବାରିପଦା – ତା :-୦୪/୧୧/ ରାଜ୍ୟ ସବ୍‌-ଜୁନିଅର୍ ରଗବି ଫୁଟବଲ୍ ଚାମ୍ପିଅନସିପ୍‌-୨୦୨୬ରେ ମୟୂରଭଞ୍ଜର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବାଳକ ବିଭାଗରେ ଚାମ୍ପିଅନ୍ ହୋଇଥିବା ବେଳେ ବାଳିକା ବିଭାଗରେ ଦଳ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛି। ଯାଜପୁର ଜିଲ୍ଲାର ଦଶରଥପୁର ହାଇସ୍କୁଲସ୍ଥିତ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଓଡ଼ିଶା ରଗବି ଫୁଟବଲ୍ ଆସୋସିଏସନ୍ ଓ ଯାଜପୁର ରଗବି ଫୁଟବଲ୍ ଆସୋସିଏସନ୍‌ର ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ […]

Read More Text.
Ed raids the house of odisha head of a trading company in connection with an alleged fraud of rs 70 crore

70 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ, ଟ୍ରେଡିଙ୍ଗ କିମ୍ପାନୀର ଓଡିଶା ମୁଖ୍ୟଙ୍କ ବାସଭବନରେ ଇଡି ଚଢ଼ାଉ

ବାରିପଦା – ତା-4-11- କଲିକତା ର ଏଜ ଟ୍ରେଡିଙ୍ଗ କିମ୍ପାନୀ ର ଓଡିଶା ର ମୁଖ୍ୟ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମର ଇଶ୍ଵର ବିନ୍ଧାଣୀ ଙ୍କ ବାସଭବନରେ ଆଜି ପ୍ରର୍ବର୍ତ୍ତନ ନିର୍ଦ୍ଧେଶାଳୟ (ଇଡି ) ପକ୍ଷରୁ ଚଢ଼ାଉ କରାଯାଇଅଛି l କଲିକତାର ଭିତିକ ଟ୍ରେଡିଙ୍ଗ କମ୍ପାନୀ ପକ୍ଷରୁ ଲୋକମାନଙ୍କୁ ଅଧିକ ଲାଭ ର ପ୍ରଲୋଭୋନ ଦେଖାଇ ଓଡିଶା ମୁଖ୍ୟ ଇଶ୍ଵର ବିନ୍ଧାଣୀ ରାଜ୍ୟର ମୟୁରଭଞ୍ଜ,କଟକ, ଜଗତସିଂପୁର ସମେତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନ ମାନଙ୍କରେ […]

Read More Text.
Agniveer

ଆଉ ୨ ବର୍ଷ ବଢିଲା ଅଗ୍ନିବୀରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ଚାରି ବର୍ଷର ପ୍ରାରମ୍ଭିକ ସେବା ପରେ ସେନାରେ ସାମିଲ ହୋଇପାରିନଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ । ଏବେ ସେମାନଙ୍କ ମୋଟ ସେବା ଅବଧି ୬ ବର୍ଷ ହେବ । ଦିଲ୍ଲୀରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଏନଏସ୍‌ ରାଜା ସୁବ୍ରମଣି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି […]

Read More Text.
Trump 300x169

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା; ରିପବ୍ଲିକାନ୍ ପାର୍ଟିକୁ ହରାଇ ବହୁମତ ହାସଲ କଲା ଡେମୋକ୍ରାଟିକ୍

ୱାଶିଂଟନ : ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କାା ରିପବ୍ଲିକାନ୍ ପାର୍ଟିକୁ ହରାଇ ଡେମୋକ୍ରାଟିକ୍ ପାର୍ଟି ବିଜୟ। ୫୧ ଆସନ ହାତେଇବା ସହ ଡେମୋକ୍ରାଟିକ୍ ପାର୍ଟିକୁ ମିଳିଛି ବହୁମତ। ମୋଟ୍‌ ୧୦୦ ଆସନ ମଧ୍ୟରୁ ଡେମୋକ୍ରାଟିକ୍ ପାର୍ଟିକୁ ମିଳିଲା ୫୧। ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ପରାଜୟବରଣ କରିଛି। ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ସିନେଟରେ ୫୧ଟି ଏବଂ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ୨୧୮ଟି ଆସନ ଜିତି ବହୁମତ ହାସଲ କରିଛି। ୨୦୨୬ […]

Read More Text.
Uttarakhand school holiday 2026 schools closed in four districts today 1200x675 1784626337268 1024x576

‘ଅର୍ଣ୍ଣବ’ ପ୍ରଭାବ: ଗଞ୍ଜାମରେ ୭ ତାରିଖ ଯାଏଁ ସ୍କୁଲ ଛୁଟି

ଗଞ୍ଜାମ:ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନଭେମ୍ବର ୭ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି।  ଏଭଳି ନିଷ୍ପତ୍ତି ଜିଲ୍ଲାପ୍ରଶାସନ ପକ୍ଷରୁ ନିଆଯାଇଛି। ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୪୯୮ଟି ସ୍କୁଲ ଓ ୧୦୩୨ଟି ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି। ଅନେକ ଶିକ୍ଷାନୁଷ୍ଠାନରେ ବନ୍ୟାଜଳ ପ୍ରବେଶ କରିବା ସହ ପରିସରରେ ଅଳିଆ ଆବର୍ଜନା ଜମି ରହିଛି। […]

Read More Text.
Murder

ଲୁଟ ପରେ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ବର: ସିସିଟିଭି ଅଫ୍ କରି ମର୍ଡର । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବୁଦ୍ଧ ନଗରରେ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା । ଲୁଟ ପରେ ହତ୍ୟା କରି ଫେରାର କେୟାର ଟେକର ବଳଭଦ୍ର ମହାରଣା । ମୃତକ ହେଲେ ପୂର୍ବତନ DFO ହାଡ଼ିବନ୍ଧୁ ନନ୍ଦଙ୍କ ପତ୍ନୀ କୁଞ୍ଜଲତା ନନ୍ଦ । ବୃଦ୍ଧା ପିନ୍ଧିଥିବା ଗହଣା ସହ ଘରର ଆଲମାରୀରୁ କିଛି ଟଙ୍କା ଓ ଗହଣା ନେଇ ଛୁ ମାରିଛି । ଯିବା ସମୟରେ ଏକ ସ୍କୁଟି ମଧ୍ୟ ନେଇ ଖସିଯାଇଛି […]

Read More Text.
Roglghg

ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ । ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ମୃତକଙ୍କୁ ପ୍ରଥମେ ହତ୍ୟା କରାଯାଇ ଏହାପରେ ଚିହ୍ନଟ ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଡ଼ି ଦିଆଯାଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଆରମ୍ଭ […]

Read More Text.
Dead Body Death 1024x682 3 300x200

ମୋବାଇଲ ଚୋର ସନ୍ଦେହରେ ଯୁବକକୁ ସଂଘବଦ୍ଧ ଆକ୍ରମଣ: ମୃତ ଘୋଷଣା କଲେ ଡାକ୍ତର

ବାରିପଦା: ପୋଲିସ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ  କୁଦୁଲିବାଡି ବସ୍ତି ଅଞ୍ଚଳର ଜନୈକ ମହିଳାଙ୍କ ମୋବାଇଲ ଚୋରୀ ସନ୍ଦେହକୁ ଘେନି ଜଣେ  ଯୁବକକୁ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ଯୁବକ ଜଣକ  ଗୁରୁତର ହୋଇପଡ଼ିଥିଲେ l ଗୁରୁତର ଅବସ୍ଥାରେ ସୋମବାର ସନ୍ଧ୍ୟାରେ ଯୁବକକୁ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବକ ହେଲେ ବାଦାମ ପାହାଡ଼ ଥାନା ଅଞ୍ଚଳର କଣ୍ଟାଶୋଲା ଗ୍ରାମର ବରଜୁ ଦେହୂରୀ […]

Read More Text.