ତେହେରାନ–ଦିଲ୍ଲୀ ସିଧାସଳଖ ବିମାନ ସେବା ନେଇ ଭାରତକୁ ଇରାନର ପ୍ରସ୍ତାବ
ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇରାନ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରସ୍ତାବ ଦେଇଛି। ତେହେରାନରୁ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଇରାନ ସରକାର ଭାରତ ଆଗରେ ନୂଆ ଯୋଜନା ରଖିଛନ୍ତି। ଅନ୍ତର୍ଜାତୀୟ ପ୍ରତିବନ୍ଧକ ଏବଂ ଆକାଶମାର୍ଗ କଟକଣା ସତ୍ତ୍ୱେ, ନିଜର ଆଞ୍ଚଳିକ ଏବଂ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଇରାନ ଭାରତ ସହ ଏହି ନୂତନ ଏୟାର-ଲିଙ୍କ […]
Read More Text.