WhatsApp Image 2026 09 13 at 7.55.16 PM (1)

ରଘୁନାଥପୁର ସତ୍‌ସତଙ୍ଗ ପ୍ରାର୍ଥନା ଗୃହରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ଭାଦ୍ରବ ପରିକ୍ରମା ଦିବସ

ବାରିପଦା: ରବିବାର ଦିନ ବାରିପଦା ସ୍ଥିତ ରଘୁନାଥପୁର ଠାରେ ପ୍ରର୍ଥନା ଗୃହରେ ସ୍ଥାନୀୟ ସହପ୍ରତିରିତିକ୍ ରବିନ୍ଦ୍ରନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଠାକୁରଙ୍କ ସତ୍‌ସଙ୍ଗ ପରିପାଳିତ ହୋଇଯାଇଅଛି । ଉକ୍ତ ସଦ୍‌ସଙ୍ଗରେ ବାରିପଦା ସହର ଓ ଆଖା ପାଖ ଏବଂ ବେତନଟୀ ଅଞ୍ଚଳର ପ୍ରାୟ ୪୫୦ ରୁ ଉର୍ଦ୍ଧ ଭକ୍ତବୃନ୍ଦ ଉପସ୍ଥିତ ରହି ଉତ୍ସବକୁ ପରିପାଳିତ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଶ୍ରୀ ଠାକୁରଙ୍କର ପବିତ୍ର ଗ୍ରନ୍ଥ ସତ୍ୟାନୁସରଣ ପାଠ ଗୁରୁଭ୍ରାତା ସୁଦାମ ପାଲ୍ ଏବଂ ନାରୀର […]

Read More Text.
Murder

ବିଚ୍ ରାସ୍ତାରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ l ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହ ଛକ ଠାରେ ରାସ୍ତା ଉପରେ ଆଜି ପୂର୍ବାହ୍ନ ସମୟରେ ସ୍ତ୍ରୀ ର ଗଳା କାଟି ହତ୍ୟା କଲା ସ୍ୱାମୀ l ଉକ୍ତ ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା l ଗାଡି ମୋଟର ସାଙ୍ଗକୁ ଲୋକମାନଙ୍କର ଯାତାୟତ ସବୁବେଳେ ଲାଗିରହିଥାଏ l ତଥାପି ଏହି ରାସ୍ତା ଉପରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ l ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା […]

Read More Text.
Amit shah 2026 09 06 21 50

୨୦୨୯ ସୁଦ୍ଧା ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ୟୁସିସି ଲାଗୁ ହେବ: ଅମିତ୍‌ ଶାହ

ମୁମ୍ବାଇ: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ୩୦ ଦିନିଆ ‘ସେବା ସଂକଳ୍ପ ଅଭିଯାନ’ ପାଇଁ ଯୋଜନା ଘୋଷଣା କରିବା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ମୁମ୍ବାଇଠାରେ ସେବା ସଙ୍କଳ୍ପ ଅଭିଯାନ ଉପରେ ଗଣମାଧ୍ୟମକୁ ସମ୍ବୋଧନ କରି ଶାହ କହିଛନ୍ତି, ଆମେ କେତେକ ରାଜ୍ୟରେ […]

Read More Text.
Brics

ସମାପ୍ତ ହେଲା ୧୮ତମ BRICS ସମ୍ମିଳନୀ, ଅଂଶଗ୍ରହଣ କରିଥିବା ସମସ୍ତ ଦେଶକୁ ଧନ୍ୟବାଦ ଜଣାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହୋଇଛି । ଭାରତ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିଥିଲା । ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ୨୦୨୭ରେ ଚୀନ୍ ୧୯ତମ BRICS ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରି ଆୟୋଜନ କରିବ । ଏଥିସହ ଆଗାମୀ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଥିବା ଚୀନକୁ ମଧ୍ୟ […]

Read More Text.
Nalasopara

ଲଗାଣ ବର୍ଷାରେ ଭାଙ୍ଗିଲା ଗଣେଶ ମୂର୍ତ୍ତି, ଦବିଗଲେ ଅନେକ ଯୁବକ

ମୁମ୍ବାଇ : ପ୍ରବଳ ବର୍ଷାରେ ଭାଙ୍ଗିଗଲା ଗଣେଶ ମୂର୍ତ୍ତି । ମୁମ୍ବାଇ ନାଲାସୋପାରାରେ ବର୍ଷା ଯୋଗୁଁ ବଡ଼ ଗଣେଶ ମୂର୍ତ୍ତି ହଠାତ୍ ଭୁଶୁଡିପଡିଥିଲା । ଫଳରେ ୪ ଜଣ ଭକ୍ତ ଦବିଥିବା ଜଣାପଡିଛି । ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାର୍ଯ୍ୟରେ ଲାଗିପଡିଥିଲେ । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଘଟଣା ଶନିବାର ସନ୍ଧ୍ୟା ୬ଟାରେ ଘଟିଛି । ଖବର ମୁତାବକ, ମୁମ୍ବାଇ ନାଲସୋପାରାରେ ଗଣେଶ ମୂର୍ତ୍ତି ଏକ କାରଖାନାରୁ ଗଣେଶ ମଣ୍ଡଳ ସ୍ଥାନକୁ ନିଆଯାଉଥିଲା । ଏହି […]

Read More Text.
School bus

ଗ୍ବାଲିଅରରେ ସ୍କୁଲ ବସ୍ ଉପରକୁ ଆଖିବୁଜା ଗୁଳିମାଡ଼

ଗ୍ବାଲିଅର : ମଧ୍ୟପ୍ରଦେଶ ଗ୍ବାଲିଅରରେ ପିଲାଙ୍କ ବସ୍ ଉପରକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଘଟଣା ସମୟରେ ସ୍କୁଲ ବସରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ । ସବୁଠାରୁ ଆଶ୍ବସ୍ତିକର କଥା ଯେ, କୌଣସି ପିଲାଙ୍କୁ ଆଘାତ ଲାଗିନାହିଁ । ଗୁଳିମାଡ଼ ଯୋଗୁଁ ବସ୍ ଚାଳକ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଗ୍ବାଲିଅରକୁ ରେଫର କରାଯାଇଛି । ତେବେ ରାସ୍ତାରେ ରହିଥିବା ଏକ କାର୍ ହଟାଇବାକୁ କହିବା ପରେ ବିବାଦ ଆରମ୍ଭ ହୋଇଥିଲା । କାର୍ […]

Read More Text.
Ctc

ମହିଳାଙ୍କୁ ପଥରରେ ଛେଚି ହତ୍ୟା

କଟକ :  କଟକ ସି ଡି ଏ  ଫେଜ ୨ ଥାନା ଅନ୍ତର୍ଗତ ସେକ୍ଟର ୧୩ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କଲା ଦୁର୍ବୃତ୍ତ ।  ମୃତ ମହିଳାଙ୍କ  ନାମ ଫୁଲ କୁମର । ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ, ଏକ ପାଲ କୁଡ଼ିଆ ଘରେ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଚି ।  ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ […]

Read More Text.
Images (1)

ଗଣେଶ ପୂଜାରେ ଡିଜେ ବନ୍ଦ, ଭସାଣୀ ବେଳେ ଫୁଟିବନି ବାଣ, ରାତି ୧୦ଟା ସୁଦ୍ଧା ସରିବ ମେଲୋଡି

ଭୁବନେଶ୍ୱର : ଗଣେଶ ପୂଜାରେ ବାଜିବନି ଡିଜେ। ଭସାଣୀ ବେଳେ ଫୁଟିବନି ବାଣ । ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ। ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। ଭୁବନେଶ୍ୱରରେ ମୁତୟନ ରହିବେ ୩୦ପ୍ଲାଟୁନ ଫୋର୍ସ । ଜଟଣୀ ପାଇଁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜଟଣୀ ସମେତ ଭୁବନେଶ୍ୱରରେ ମୋଟ ୪୨୦ଟି ମେଢ଼ ପୂଜା ପାଇବେ । ପୋଲିସ ପକ୍ଷରୁ […]

Read More Text.
Mayurbhanj

ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

ମୟୂରଭଞ୍ଜ: ଖଣ୍ଡେ ପାନ ପାଇଁ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ଟିଆଁସି ଗାଁରେ ଅଘଟଣ । ଅନନ୍ତ ନାଏକଙ୍କୁ ସେହି ଗାଁର ଧୀରେନ ନାଏକ ପ୍ରତିଦିନ ପାନ ମାଗି ଖାଉଥିବା ବେଳେ ପାନ ନଦେଲେ ଗାଳିଗୁଲଜ କରିବା ସହ ଧମକଚମକ ଦେଇ ଆସୁଥିଲା । ଧୀରେନ ଘରକୁ ଯାଇ ପାନ ମାଗିବାରୁ ଅନନ୍ତ ଦେବାକୁ ସିଧାସଳଖ ମନା କରିଦେଇଥିଲେ । ଫଳରେ ଧୀରେନ ପାଟିତୁଣ୍ଡ କରିବା […]

Read More Text.
Download

ପାର୍ବଣ ପୂର୍ବରୁ ବନ୍ଧା ହେଲେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଲୁଟେରା

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଠାରୁ ୧୩ଟି ସୁନା ଚେନ୍, ଗୋଟିଏ ହାର, ୨ ହଳ ସୁନା କାନ ଫୁଲ, ଗୋଟିଏ ସୁନା ବ୍ରେସଲେଟ୍ ଜବତ କରାଯାଇଛି। ଏଥିସହ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା, ୧୦ଟି ମୋବାଇଲ୍ ଫୋନ୍, ୬ଟି ଭ୍ୟାନିଟ ଜବତ କରିଛି ପୋଲିସ। […]

Read More Text.