Odisha invetment 750x430

ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଛି ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ: ମିଳିଲା ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍ ଦୁବାଇ ଗସ୍ତ ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଦେଇଛି । ବିଦେଶୀ ନିବେଶକମାନେ ଏବେ ଓଡ଼ିଶାରେ ନିଜର ପୁଞ୍ଜି ଖଟାଇବା ପାଇଁ ପ୍ରବଳ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଐତିହାସିକ ଗସ୍ତ କାଳରେ ମୋଟ ୨.୪୩ ଲକ୍ଷ କୋଟି ଟଙ୍କାର ୨୪ଟି ବୃହତ୍ ପ୍ରକଳ୍ପ ପାଇଁ ବୁଝାମଣାପତ୍ର […]

Read More Text.
IMG 20260912 WA0218

ବ୍ଲକସ୍ତରୀୟ ସାମାଜିକ ଜନଶୁଣାଣି ଶିବିର

ବାରିପଦା: ବିଜାତଳା ପଂଚାୟତ ସଭାଗୃହ ଠାରେ ବିଡ଼ିଓ ବଂଶୀଧର ଖୋସଲାଙ୍କ ନେତୃତ୍ୱରେ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ବାମନଘାଟି ଉପଖଣ୍ଡର ଉପଜିଲ୍ଲାପାଳଙ୍କ ସହିତ ବିଜାତଳା ବ୍ଲକର ସହକାରୀ ଯନ୍ତ୍ରୀ ଓ ସାମାଜିକ ସମୀକ୍ଷକ ଯୋଗ ଦେଇ ଥିଲେ।ପଂଚାୟତ କାର୍ଯକାରିଣୀ ସଦସ୍ୟ/ସଦସ୍ୟା ଏବଂ ବନ ବିଭାଗ ବ୍ୟତୀତ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଗାଁସାଥୀ(ମେଟ)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ସଭାପତି ଆନ୍ତା ମୁର୍ମୁ, ଉପସଭାପତି […]

Read More Text.
IMG 20260912 WA0188

ରାଇରଙ୍ଗପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ; ୫୪ ମାମଲା ଫଇସଲା

ବାରିପଦା: ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ସିଭିଲ କୋର୍ଟର ଏଡିଜେ ଡଃ ଭି ସୁଜାତା,ସଵଜଜ୍ ଆଲୋକ ପଣ୍ଡା,ଏସଡିଜିଏମ୍ ମନିନ୍ଦ୍ର ଭୂଷଣ ସାହୁ ଏବଂ ଜେଏମଏଫସି ଚେତନା ପଟନାୟକ ଶୁଣାଣି କରିଥିଲେ ।ଏଡିଜେ କୋର୍ଟରେ ୮ ଟି ଦୁର୍ଘଟଣା ଜନିତ ମାମଲା ଏବଂ କ୍ରିମିନାଲ କେଶ୨ ଟିରୁ କେବଳ  ୨ ଟିର ସମାଧାନ ହୋଇଥିଲା । ସେହିଭଳି ସଵ ଜଜ୍ କୋର୍ଟରେ […]

Read More Text.
IMG 20260912 WA0196

ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ‘ସୂଚନା ଅଧିକାର ଆଇନ’ ଉପରେ କର୍ମଶାଳା

ବାରିପଦା: ସ୍ଥାନୀୟ ତକତପୁରସ୍ଥିତ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୂଚନା ଅଧିକାର ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ତଥା ବ୍ୟବହାରିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ “ସୂଚନା ଅଧିକାର ଆଇନ, ୨୦୦୫” ଶୀର୍ଷକ ଏକଦିବସୀୟ କର୍ମଶାଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରଞ୍ଜନ କୁମାର ତରେଇ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏଥିରେ ବାରିପଦା ଜିଲ୍ଲା ବାର୍ ଆସୋସିଏସନର ବରିଷ୍ଠ ଆଇନଜୀବୀ ଶ୍ରୀ ବିଭୁ ପ୍ରସାଦ ଦାସ […]

Read More Text.
IMG 20260912 WA0195

ବାରିପଦରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୬ ଅନୁଷ୍ଠିତ 

ବାରିପଦା : ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୧୧୪୦୮ ଟି ମାମଲା ମଧ୍ୟରୁ ୪୫୧୮ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୩,୬୨,୮୯,୫୪୦ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ ସୁଦୀପ୍ତ ଆଚାର୍ଯ୍ୟଙ୍କ […]

Read More Text.
Fligh to china 750x430

୨୧ ତାରିଖରୁ ପୁଣି ଆରମ୍ଭ ହେବ ଗୁଆଙ୍ଗଜୋ-ନୂଆଦିଲ୍ଲୀ ମଧ୍ୟରେ ନିୟମିତ ବିମାନ ସେବା

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ଭାରତରେ ପହଞ୍ଚୁଥିବା ବେଳେ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗକୁ ନେଇ ଆସିଛି ବଡ଼ ଖବର। ଚାଇନା ସାଉଦର୍ଣ୍ଣ ଏୟାରଲାଇନ୍ସ ୬ ବର୍ଷ ପରେ ଗ୍ୱାଙ୍ଗଝୁ-ନୂଆଦିଲ୍ଲୀ ରୁଟ୍‌ରେ ପୁଣିଥରେ ନିୟମିତ ଯାତ୍ରୀବାହୀ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଏୟାରଲାଇନ୍ସର ସୂଚନା ଅନୁସାରେ, ଆସନ୍ତା ୨୧ ସେପ୍ଟେମ୍ବରରୁ ଗ୍ୱାଙ୍ଗଝୁ-ନୂଆଦିଲ୍ଲୀ ମଧ୍ୟରେ ନିୟମିତ ସିଧାସଳଖ ବିମାନ ଚଳାଚଳ ପୁଣି ଆରମ୍ଭ ହେବ। ସେବା ଆରମ୍ଭ […]

Read More Text.
Modi brics 675x430

ପିରାମିଡ୍ ବ୍ୟବସ୍ଥା’କୁ ବଦଳାଇ ‘ସମାନ ଭାଗିଦାରୀ ମଞ୍ଚ’ ଗଠନ କରିବାକୁ ଆହ୍ୱାନ: ବ୍ରିକ୍ସ ମଞ୍ଚରୁ ମୋଦୀଙ୍କ ୧୦ ସୂତ୍ରୀ ପ୍ରସ୍ତାବ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭବ୍ୟ ‘ଭାରତ ମଣ୍ଡପମ୍’ଠାରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଶନିବାର ଦିନ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ବଛା ବଛା ଶୀର୍ଷ ନେତାଙ୍କୁ ସ୍ୱାଗତ କରିବା ସହ ‘ଗ୍ଲୋବାଲ୍ ସାଉଥ୍’ର ସ୍ୱରକୁ ଦୃଢ଼ତାର ସହ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ନିଜର ୨୦ ବର୍ଷର ସଫଳ ଯାତ୍ରା ପୂରଣ କରି ବ୍ରିକ୍ସ ଏବେ ଏକ […]

Read More Text.
Uaday pur crime 300x169

ସ୍ତ୍ରୀ ସହ ୩ ଝିଅଙ୍କୁ ପଥରରେ ଛେଚି ହତ୍ୟା

ଜୟପୁର : ଜୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ।  ସ୍ତ୍ରୀ ଓ ୩ ଝିଅଙ୍କୁ ହତ୍ୟା କଲା ସ୍ୱାମୀ ।  ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଅତ୍ୟନ୍ତ ସ୍ତବ୍ଧ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘରେ ସମସ୍ତେ ଶୋଇଥିବା ସମୟରେ ନିଜ ସ୍ତ୍ରୀ ଏବଂ ତିନି ନାବାଳିକା ଝିଅଙ୍କୁ ବଡ଼ ସିମେଣ୍ଟ ବ୍ଲକରେ ମୁଣ୍ଡକୁ ଛେଚି ଅତି ନିଷ୍ଠୁର ଭାବେ ହତ୍ୟା କରିଛି ଅଭିଯୁକ୍ତ। ଏହି ପିଶାଚ କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଜଣକ ନିଜ ବୃଦ୍ଧ ବାପାଙ୍କୁ […]

Read More Text.
River

ନାଲୁହା ନଦୀରେ ବୁଡ଼ି ଭାଇ-ଭଉଣୀଙ୍କ ମୃତ୍ୟୁ

ଉଦଳା: ଭାଇ ଭଉଣୀ ଭାସିଯାଇ ମୃତ । ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ । ହେଲେ ଉଭୟ ଭାଇ ଭଉଣୀଙ୍କ ଭାସି ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଖୁଣ୍ଟା ଥାନା ମହ୍ଲାରପଦା ଗାଁରେ । ଆଜି ସକାଳେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ନଦୀ ଭିତରେ ଦୁଇ ଗୋଟି ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ […]

Read More Text.
Cm

ଦୁବାଇରେ ସରିଲା ଓଡ଼ିଶା ଇନଭେଷ୍ଟର୍ସ ମିଟ୍, ଆସିଲା ୨.୪୩ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ବର: ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ । ଆସିଲା ୨ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା । ଆବୁଧାବୀ ଓ ଦୁବାଇରେ ଅନୁଷ୍ଠିତ ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଓ ରାଉଣ୍ଡ ଟେବଲ୍ ଆଲୋଚନା ହୋଇଛି । ୧୬ ଟି ବୁଝାମଣାପତ୍ର ଓ ପୁଞ୍ଜିନିବେଶ ପ୍ରସ୍ତାବ (IIFs) ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ […]

Read More Text.