କାଶ୍ମୀର ସୁରକ୍ଷା ବାହିନୀ ଗୁଳିରେ ପାକିସ୍ତାନୀ ଏଲଇଟି କମାଣ୍ଡର ନିହତ
ଜମ୍ମୁ କାଶ୍ମୀର : ଆଜି ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଲସ୍କର-ଏ-ତୈବା (ଏଲଇଟି)ର ଜଣେ ପାକିସ୍ତାନୀ କମାଣ୍ଡର ନିହତ ହୋଇଛି । ଏହି ଏନକାଉଣ୍ଟର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସ୍ପେଶାଲ ଫୋର୍ସ ଏବଂ ୫୩ ରାଷ୍ଟ୍ରୀୟ ରାଇଫଲ୍ସକୁ ନେଇ ଗଠିତ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସୂଚନାନୁଯାୟୀ, ୟାସିର ପୂର୍ବରୁ […]
Read More Text.