ଝିଅ ର ଜନ୍ମଦିନ ରେ ପିତା କଲେ ରକ୍ତଦାନ
ବାରିପଦା – ସ୍ଥାନୀୟ ବାରିପଦା ରକ୍ତ ଭଣ୍ଡାର କେନ୍ଦ୍ରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଝିଅ ହର୍ଷିତା (ଲିପି) ର ଜନ୍ମଦିନରେ ପିତା ମକରଧ୍ଵଜ ନାଏକ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ତତସହିତ ଏହି ଜନ୍ମଦିନ ଅବସରରେ ୨ ଜଣ ମହିଳା ସମେତ ୨୧ ଜଣ ମଧ୍ଯ ରକ୍ତଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଶିବିରକୁ ଉଦଘାଟନ […]
Read More Text.