Onn 3

ସାଇନାଥ ଯଜ୍ଞର କଳସ ଶୋଭାଯାତ୍ରା

ନିଶ୍ଚିନ୍ତକୋଇଲି: କେରିଲୋ ପଞ୍ଚାୟତ ସାଇ ପରିଚାଳନା ସମିତି ପକ୍ଷରୁ ସଚ୍ଚିଦାନନ୍ଦ ସଦ୍‌ଗୁରୁ ଶ୍ରୀ ଶ୍ରୀ ସାଇନାଥଙ୍କ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅବସରରେ ଏକ ଯଜ୍ଞର ଶୁଭାରମ୍ଭ ହୋଇଛି । ମଙ୍ଗଳବାର ଦିନ ପୂର୍ବାହ୍ନରେ ପବିତ୍ର ଚିତ୍ରୋତ୍ପଳା ନଦୀରୁ ଜଳ ଉତ୍ତୋଳନ କରି ଏକ କଳସ ଶୋଭାଯାତ୍ରାରେ ଶତାଧିକ ସାଇପ୍ରେମୀ ଯଜ୍ଞ ମଣ୍ଡପରେ ଆସି ପହଞ୍ଚିଥିଲେ । ସୁବେଦୀ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ କରାଯାଉଥିଲା ବେଳେ ଏଥ୍‌ôରେ କର୍ତ୍ତା ଭାବେ ପ୍ରକାଶ ରଂଜନ ମହାପାତ୍ର […]

Read More Text.
Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୪ର୍ଥ ସନ୍ଧ୍ୟା, ଓଡିଶୀ, ଝୁମର, ସମ୍ବଲପୁରୀ ଓ ଆଦିବାସୀ ନୃତ୍ୟରେ ଝୁମିଲେ ଦର୍ଶକ

ବାରିପଦା: ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ମେଳାର ଚତୁର୍ଥ ସନ୍ଧ୍ୟାରେ ଚାରୁସ ଏକାଡେମୀ, କରଞ୍ଜିଆ, ଶ୍ରୀ ଜଗନ୍ନାଥ ଡ୍ୟାନ୍ସ କ୍ରିଉ, ହରିହର କଳା ମନ୍ଦିର, ବୀଣାପାଣି କଳା ବିକାଶ କେନ୍ଦ୍ର, ଝାରପୋଖରିଆ, ଭିଜନ ଇଣ୍ଟାରନେସନ, ରଘୁନାଥପୁର, ଓଡିଶୀ, ସମ୍ବଲପୁରୀ, ଆଦିବାସୀ, ଝୁମର ତଥା ଆଧୁନିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୋହିତ କରିଥିଲେ I ଶେଷରେ ମୟୁରଭଞ୍ଜ ଆଦିବାସୀ ସ୍ଟୁଡେଣ୍ଟସ ଏସୋସିଏସନ (ମାସା) ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଆଦିବାସୀ ଆଲବମ […]

Read More Text.
Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୩ୟ ସନ୍ଧ୍ୟା, ଓଡିଶୀ, ଝୁମର ଓ ଆଦିବାସୀ ନୃତ୍ୟରେ ଝୁମିଲେ ଦର୍ଶକ

ବାରିପଦା: ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ମେଳାର ତୃତୀୟ ସନ୍ଧ୍ୟାରେ ହିମାଦ୍ରୀ ତନୟା ଚୌଧୁରୀ ଓ ସୁଶ୍ରୀ ପଦ୍ମଜା ରାଧା ସଙ୍ଗେ ନାଚେ ମୁରଲୀ ପାଣି ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୋହିତ କରିଥିଲେ I ପରେ ପରେ ଓମ ବିନ୍ଦୁ ଝୁମର ମେଲୋଡି, ବାହାଦୁରପୁର ର ଝୁମର ଗୀତ ଓ ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକ I ଏହି ସମୟରେ ମେଳା ସହିତ ଆରମ୍ଭରୁ ଜଡିତ ଥିବା ମେଘନାଥ […]

Read More Text.
Onn 3

ନିଖିଳ ଉତ୍କଳ ଥୋରିଆ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

ନିଶ୍ଚିନ୍ତକୋଇଲି: କେନ୍ଦୁପାଟଣା ପଞ୍ଚାୟତ ନଟରା ଗ୍ରାମରେ ଥିବା ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଥୋରିଆ ସମାଜ କେନ୍ଦୁପାଟଣା ଜୋନ୍ ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମା’ ମଙ୍ଗଳାଙ୍କୁ ଅଧିଷ୍ଠିତ କରାଇ ପୂଜକ ପ୍ରଭାତ କୁମାର ମହାପାତ୍ରଙ୍କ ଦ୍ୱାରା ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଥୋରିଆ ସମ୍ପ୍ରଦାୟର ମହିଳାମାନେ ଧୂପ, ଦୀପ ଅର୍ପଣ କରି ମାଆଙ୍କୁ ବନ୍ଦାପନା କରିଥିଲେ । ଆଗକାଳରେ ସାଧବପୁଅ ମାନେ […]

Read More Text.
Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୨ୟ ସନ୍ଧ୍ୟା

ବାରିପଦା: ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ପ୍ରଥମେ ବାରିପଦାର ଦୁଇ ଉଦୀୟମାନ ଗୀଟାର ବାଦକ ପ୍ରଭାସ ମହାନ୍ତ ଓ ପ୍ରତ୍ୟୁଷ ମହାନ୍ତ ସୁନ୍ଦର କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ I ପରେ ପରେ କଟକରୁ ଆସିଥିବା ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ପ୍ରଭୁ ଜଗନ୍ନାଥଙ୍କ ଉପରେ ଭଜନ ପରିବେଷଣ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ I ଭଜନ ସମ୍ରାଟ ଭିକାରି ବଳଙ୍କ ଭଜନକୁ ଓଡିଶାର ସୁନାମଧନ୍ୟ ଭଜନ […]

Read More Text.
Onn 3

ଆ-କା-ମା-ବୈ ଧୂନୀ ରେ ପ୍ରକମ୍ପିତ ଆଗରପଡ଼ା

ଆଗରପଡ଼ା:ଆଧୁନିକ ଛାପରେ ଉତ୍କଳୀୟ ମହାନ ସଂସ୍କୃତି ଓ ପରମ୍ପରା ଫିକାପଡ଼ି ଆସୁଥିବା ବେଳେ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ତାହା ଆଜିଯାଏ ଉଜ୍ଜୀବିତ ରହିଛି ବୋଲି ପବିତ୍ର ରାହାସ ପୂର୍ଣ୍ଣିମା ପାଳନ ଅବସରରେ ଦେଖିବାକୁ ମିଳିଥିଲା । ସାଳନ୍ଦୀ ନଦୀ ଓ ବିଭିନ୍ନ ପୁସ୍କରିଣୀରେ ବିଳମ୍ବିତ ରାତି ରେ ଶହ ଶହ ଧାର୍ମିକ ଲୋକ ସୋଲ ଓ କଦଳୀ ପଟୁଆ ନିର୍ମିତ ଡ଼ଙ୍ଗା କୁ ଭସାଇଥିଲେ । ଏହି ସମୟରେ ସମସ୍ତଙ୍କ ମୁହଁରୁ ସ୍ୱତଃ ପ୍ରବୃତ୍ତ […]

Read More Text.
Onn 3

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା

  କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି  । ଆଜିଠୁ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବ ମହାମେଳା । ଯାହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ  । ଆଜି ସନ୍ଧ୍ୟାରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବ  । ୮ ଦିନ ଧରି ପୁରା ଲୋକାରଣ୍ୟ ହୋଇପଡିବ ମହାନଦୀ ପଠାର ତଳ ଓ ଉପର ବାଲିଯାତ୍ରା ପଡିଆ  । […]

Read More Text.
Onn 3

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଲୋକ

  ଭୁବନେଶ୍ବର/ କଟକ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଆଜିର ଦିନରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ତେଣୁ ବଡି ଭୋରରୁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭୁବନେଶ୍ବର ବିନ୍ଦୁ ସାଗରଠୁ ଆରମ୍ଭ କରି କଟକର ଗଡଗଡିଆ ଘାଟ ସବୁଠି ଡଙ୍ଗା ଭସାଇବାକୁ ଲାଗିଥିଲା ଲୋକଙ୍କ ଭିଡ । ପ୍ରାତଃକାଳରୁ ଆବାଳ ବୃଦ୍ଧ ବନିତା ସମସ୍ତେ ନଦୀରେ ବୁଡ଼ ପକାଇ ଠାକୁର ଦର୍ଶନ କରିବା ସହ କଦଳୀ […]

Read More Text.
Onn 3

ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି

  ପୁରୀ: ଆଜି ମହାପଞ୍ଚୁକ ବ୍ରତର ଶେଷ ଦିନ  । ଅର୍ଥାତ୍ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା । ଆଜି ସୁନାବେଶ ବା ରାଜରାଜେଶ୍ବର ବେଶରେ ପର୍ଶନ ଦେଉଛନ୍ତି ମହାପ୍ରଭୁ । ସୁନାବେଶ ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ   । ରବିବାର […]

Read More Text.
Onn 3

ତେଲୁଗୁ ମୁଭି ‘ଗାରାଗା’ରେ ନାୟିକା ଭାବେ ନଜର ଆସିବେ ମାଲକାନଗିରିର ମୋନିକା

  ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌.ଭି ୭୫ ଗ୍ରାମର ମୋନିକା ସମାଦ୍ଦାର ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଉପାନ୍ତ ଇଲାକାର ଏହି ଯୁବତୀଜଣଙ୍କ ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ପାଇଁ ଏତେବଡ଼ ଉପଲବ୍ଧି ହାସଲ କରିଛନ୍ତି। ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ଛୋଟ ବ୍ୟବସାୟୀ। ବଡ଼ଭାଇ ହାଇଦ୍ରାବାଦରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି। କିନ୍ତୁ ଅଭାବ ଅନଟନ […]

Read More Text.