‘ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ସ୍ବରରେ ପ୍ରକମ୍ପିତ ହୋଇଛି ସବୁ ନଦୀ ପଠା । ବିଶ୍ୱାସ ରହିଛି, ଏହି ଦିନ ପ୍ରାତଃକାଳରୁ ସ୍ନାନ କରି ଦେବ ଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ସେପଟେ ଭିଡକୁ ଦୃଷ୍ଟିରେ ରଖି ପ୍ରତି ନଦୀପଠା ଗୁଡିକରେ ପୋଲିସ ମୁତୟନ ହୋଇଥିଲେ ।