Onn 3

ବିପଦ ସଙ୍କୁଳ ବିଦ୍ୟୁତ ସବଷ୍ଟେସନ

State

ଆଗରପଡ଼ା:ବନ୍ତ ବ୍ଲକ ବିଦ୍ୟୁତ ବିଭାଗ ଅଧିନସ୍ଥ ଛୟାଳସିଂ ପଂଚାୟତ ଦୋଳସାହୀ ହରିଜନ ସାହିରେ ୧୬କେଭି ବିଦ୍ୟୁତ ସବଷ୍ଟେସନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ପଶୁପକ୍ଷୀଙ୍କ ସମେତ ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ।

ତେଣୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଉକ୍ତ ସବଷ୍ଟେସନକୁ ସିଧା କରିବା ସହ ଏହାର ଚାରିପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରିବା ପାଇଁ ଶମ୍ଭୁନାଥ ଯେନା, ପଦ୍ମନାଭ ଜେନା, ଖଗେଶ୍ୱର ଜେନା, ଦିଲ୍ଲିପ ଜେନା, ଗୌତମ ଜେନା, ରଘୁନାଥ ଜେନା, ବାସୁଦେବ ଜେନା ଓ ଅନନ୍ତ ଜେନା ପ୍ରମୁଖ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି କରିଛନ୍ତି ।