ବିଭିନ୍ନ ସ୍ଥାନରେ ଚୋରି
ବାରିପଦା – ଆଗକୁ ପାର୍ବଣ ଋତୁ ।ପୁରା ଅକ୍ଟୋବର ମାସ ତମାମ ପର୍ବର ହାସଲ ।ଗାଁରୁ ସହର ଚଳ ଚଞ୍ଚଳ ହୋଇଗଲାଣି ।ଦାଦନ ଶ୍ରମିକ ଗାଁ ମୁହାଁ ହେଲେଣି । ପାର୍ବଣ ର ଖର୍ଚ ଅଧିକ ।ପିଠା,ପଣା,ଲୁଗାପଟା ମାନି ଯାତ୍ରା ପାଇଁ ଖର୍ଚ୍ଚ ଜୋରଦାର ।ପାର୍ବଣ ଋତୁର ଖର୍ଚ୍ଚକୁ ସାମ୍ନା କରିବାପାଇଁ ଗାଉଁଲି ଚୋର ମାତିଲେଣି । ତେଣୁ ପାର୍ବଣ ଋତୁକୁ ସୁରୁଖୁରୁରେ ପାର କରିବା ପାଇଁ ଗାଉଁଲି ଚୋର ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ।କିଛି […]
Read More Text.