Photo For The News Of Cow On Road

ବୁଲା ଗୋରୁଙ୍କ ଯୋଗୁଁ ଦୁର୍ଘଟଣା

ଆଗରପଡ଼ା :ଆଗରପଡ଼ା ଅଂଚଳରେ କ୍ରମଶଃ ବୁଲା ଗୋରୁ ଗାଈଙ୍କ ଯୋଗୁଁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାର ଜଣାପଡ଼ିଛି । ସ୍ଥାନୀୟ କାଣ୍ଡବା ସାଳନ୍ଦୀ ସେତୁ ଉପରେ ସଂଖ୍ୟାଧିକ ଗୋରୁ ଗାଈମାନେ ଦିନରାତି ଆଡ୍ଡା ଜମାଉଥିବାରୁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ଗୋରୁ ଗାଈମାନେ ରାସ୍ତା ଅବରୋଧ କରି ଠିଆ ହେଉଥିବାରୁ ବାଇକ୍ ଧକ୍କା ହୋଇ ଆରୋହୀମାନେ କ୍ଷତ ବିକ୍ଷତ ହେବା ସହ ୪ ଚକିଆ ଯାନ ଧକ୍କାରେ […]

Read More Text.
Photo2 For The News Of Krusi Farm

ସରକାରୀ ବିହନ ବିଶୋଧନାଗାର ପାଚେରୀ ନିର୍ମାଣ ପ୍ରସଙ୍ଗ, ଖବର ପ୍ରକାଶ ପରେ ଚାଲିଛି ପାଚେରୀ ନିର୍ମାଣ କାର୍ଯ୍ୟ

ଆଗରପଡ଼ା :ଗତ ଅପ୍ରେଲ ମାସରେ “ଅର୍ଥ ମଂଜୁର ପରେବି ପାଚେର ନିର୍ମାଣ ହେଉନି;ବିହନ ବିଶୋଧନାଗାର ମୁକୁଳା ପଡ଼ିଛି”ଶୀର୍ଷକ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ପକ୍ଷରୁ ବିଶୋଧନାଗାରର ଚର୍ତ୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ ଜୋରସୋରରେ ଚାଲିଥିବା ଜଣାପଡ଼ିଛି । ଏଥି ସହିତ ଆଗାମୀ ଦିନରେ ପ୍ରବେଶ ପଥରେ ନୂତନ ଫାଟକ ନିର୍ମାଣ ହେବାକୁ ସ୍ଥିର ହୋଇଥିବାର ସୂଚନା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେଇଥିବା ଜଣାପଡ଼ିଛି । […]

Read More Text.
Img 20240624 Wa0233

ଭାଇ ଭାଉଜ ଙ୍କ ଶ୍ରାଦ୍ଧ ବାର୍ଷିକୀରେ ଖୁଣ୍ଟିଆ ପରିବାର ତରଫରୁ ରୋଟାରୀ କ୍ଲୁବ କୁ ଶବ ସୁରକ୍ଷା କଫିନ ଅର୍ପଣ

ବାରିପଦା: ଆଜି ସ୍ଥାନୀୟ ରୋଟାରୀ କ୍ଳବ ରେ ସଭାପତି ଜ୍ୟୋତିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ କ୍ଲବ ତରଫରୁ ଶବ ସୁରକ୍ଷା କଫିନ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ବାରିପଦାର ପ୍ରସିଦ୍ଧ ଔଷଧ ବିକ୍ରେତା ସରୋଜ କୁମାର ଖୁଣ୍ଟିଆ ଓ ତାଙ୍କ ସହ ଧର୍ମିଣୀ ସଙ୍ଗୀତା ଖୁଣ୍ଟିଆ ଉପସ୍ଥିତ ରହି ନିଜ ଦିବଙ୍ଗତ ଭାଇ ସ୍ୱର୍ଗତ ସନ୍ତୋଷ କୁମାର ଖୁଣ୍ଟିଆଙ୍କ ପନ୍ଦର ତମ ଓ […]

Read More Text.
Rath

ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ୧ଟା ୧୦ରେ ପହଣ୍ଡି, ୫ଟାରେ ରଥଟଣା

ପୁରୀ: ରଥାଯାତ୍ରା ପାଇଁ ଶେଷ ହୋଇଛି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି । ଯାହା ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ମୋହର ମରାଯିବ । ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ଅନୁଯାୟୀ ଚଳିତବର୍ଷ […]

Read More Text.
Img 20240623 Wa0257

ଚାଣକ୍ୟ କ୍ଲାସ ତରଫରୁ ଯୋଗ ଶିବିର ଓ ମେଧାର୍ଥୀଙ୍କୁ ସମ୍ବର୍ଦ୍ଧିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ନିମଡିହି ସ୍ଥିତ ଏମ ଚାଣକ୍ୟ କ୍ଲାସେସ ଦ୍ଵାରା ବିଶ୍ଵ ଯୋଗ ଦିବସ ଅବସରରେ ବିଧାୟକ ଜଳେନ ନାଏକଙ୍କ କର କମଳରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ ହୋଇଛନ୍ତି l ଏହି ପରିପ୍ରେକ୍ଷୀରେ ଏମ ଚାଣକ୍ୟ କ୍ଲାସେସ ର ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜଳେନ୍ ନାଏକ , ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ ଅମିୟ କୁମାର ଦାଶ, […]

Read More Text.
Img 20240623 Wa0245

ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ

ବାରିପଦା: ପବିତ୍ର ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ତିଥି ଶନିବାର ଦିନ ଦାରୁବ୍ରହ୍ମ ସ୍ନାନଯାତ୍ରା ଅପରାହ୍ନ ୧ ଠାରେ ମହାପ୍ରଭୁଙ୍କ ୧୦୮ ଗରୁ ସୁବାସିତ ଜଳରେ ସ୍ନାନବେଦୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଜଳଲାଗି ଶେଷ ପରେ ମଇଲମ, ଚନଦ୍ଧ ଲାଗି, ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା ।ପରେ ନବ ବସ୍ତ୍ର ପରିଧାନ କରା ଯାଇଥିଲା । ଆକର୍ଷଣୀୟ ଗଜାନନ ବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁମାନେ ।ଜୟ ଜଗନ୍ନାଥ,,ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଜଗନ୍ନାଥ ମନ୍ଦିର […]

Read More Text.
Alaranath 1719113196

ଅଣସର ଘରେ ମହାପ୍ରଭୁ, ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼

ପୁରୀ: ଶ୍ରୀମନ୍ଦିରରେ ସ୍ନାନ ବେଦୀରେ ଦିବ୍ୟ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ତେଣୁ ଅଣସର ଘରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଅଣସର ଘରେ ଚାଲିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି। ସେଥିପାଇଁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି ଶ୍ରଦ୍ଧାଳୁ। ଏହି ସମୟରେ ସେମାନଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ। ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟ୍ଟି ଦିଅଁ ଭାବେ ପୂଜା […]

Read More Text.
Img 20240622 Wa0244

ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପବିତ୍ର ଦେବସ୍ନାନ ଅନୁଷ୍ଠିତ

ବାରିପଦା: ଆଜି ପବିତ୍ର ଜ୍ଯେଷ୍ଠମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି  ।ଏହା ଅବସରରେ  ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ  ଦେବ ସ୍ନାନ ପୂର୍ଣ୍ଣିମା ସ୍ନାନ ମଣ୍ଡପରେ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ସହର ଚଳ ଚଞ୍ଚଳ ।ଵର୍ଷକ ପରେ  ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ନିର୍ଦ୍ଧାରିତ ନିର୍ଘଣ୍ଟ  ଅନୁଯାୟୀ ଠାକୁରଙ୍କ ସମସ୍ତ ନୀତି କାନ୍ତି  ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ତାଙ୍କ ସହଯୋଗୀ,ସେବାୟତ ମାନଙ୍କ ଦ୍ଵାରା ସମ୍ପାଦିତ […]

Read More Text.
Photo2 For The News Of Debasnana Purnima

ଆଗରପଡ଼ାରେ ଦେବସ୍ନାନ ପୂର୍ଣ୍ଣିମା

ଆଗରପଡ଼ା :ଜିଲ୍ଲାର ଅନ୍ୟତମ ପୁରାତନ ତଥା ପ୍ରମୁଖ ଆଗରପଡ଼ା ଜଗନ୍ନାଥ ମନ୍ଦିରରେ ଦିବସବ୍ୟାପି ଦେବସ୍ନାନ ପୂର୍ଣ୍ଣିମା ଯଥାରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିରର ତତ୍ତ୍ୱାବଧାରକ ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ଛେରାପହଁରା କରି ଶ୍ରୀଜିଉମାନଙ୍କୁ ଶ୍ରୀମନ୍ଦିରରୁ ସ୍ନାନ ମଣ୍ଡପକୁ ପାଛୋଟି ଆଣିଥିଲେ । ଶ୍ରୀଜିଉମାନେ ପହଣ୍ଡିରେ ଆସିବା ବେଳେ ଭକ୍ତଙ୍କ ହରିବୋଲ,ଜୟ ଜଗନ୍ନାଥ ଧୂନୀ ସହ ପଣ୍ଡିତ ଓ ବ୍ରାହ୍ମଣଙ୍କ ଗୁରୁଗମ୍ଭିର ମନ୍ତ୍ରୋଚ୍ଚାରଣ ମନ୍ଦିର ମଧ୍ୟରେ ଅପୂର୍ବ ଧାର୍ମିକ ଭାବନା ପରିବେଶ ସୃଷ୍ଟି ହୋଇଥିଲା […]

Read More Text.
Snana Yatra

ଦିବ୍ୟ ସ୍ନାନ କଲେ ଚତୁର୍ଦ୍ଧା ମୂରତି

ପୁରୀ: ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂରତି ଦିବ୍ୟ ସ୍ନାନ କରିଛନ୍ତି। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ। ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଇଛି। ବଡ଼ ଠାକୁର ବଳଭଦ୍ର ୩୩ ଗରା, ସୁଭଦ୍ରା ୨୨ ଗରା, କାଳିଆ ଠାକୁର ୩୫ ଗରା ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଛନ୍ତି। ସ୍ନାନବେଦୀରେ […]

Read More Text.