Onn 3

ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଆଗରପଡ଼ା:ବନ୍ତ ବ୍ଲକ ବହୁ ଏøତିହ୍ୟ ସଂପନ୍ନ ଶୈବପୀଠକୁ ନିଜ କୋଳରେ ଧରି ଏହି ଅଞ୍ଚଳର ଗାରିମା ବୃଦ୍ଧି କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଯାହାର ଜ୍ୱଳନ୍ତ ଉଦାହରଣ ଶ୍ରାବଣ ମାସ ସୋମବାର । ଏହି ବାରରେ ବନ୍ତ ଓ ଏହାର ଆଖପାଖ ଅଞ୍ଚଳରୁ କାଉଡ଼ିଆ ମାନଙ୍କର ଭିଡ଼ଲାଗିଥାଏ ଶିବଙ୍କ ଉପରେ ଜଳଲାଗି କରିବା ପାଇଁ । ବନ୍ତ ରେ ବାବା ବରଡ଼େଶ୍ୱର, ଆଡ଼ିଆରେ ବାବା ଆରଡ଼େଶ୍ୱର, ଆଗରପଡ଼ାରେ ପୂଜାପାଉଥିବା ବିଭିନ୍ନ ଶୈବପୀଠ […]

Read More Text.
Onn 3

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ : ଭଙ୍ଗାଯାଉଛି ୩ ରଥ। ଆଜିଠାରୁ ତିନି ରଥ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତାପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି । ଏହା ପରେ ସବୁ ଅଂଶକୁ ଭଙ୍ଗା ଯିବ। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ […]

Read More Text.
Onn 3

ତିନିଦିନିଆ ନାଟକ ମହୋତ୍ସବ ଉଦଯାପିତ

ଶେଷ ସନ୍ଧ୍ୟାରେ ଶୋଭା, ବାଲେଶ୍ୱରର ନାଟକ ବିଷକୁମ୍ଭ ବାରିପଦା :ସ୍ଥାନୀୟ ସହିଦ ଭବନରେ ସୁପରିଚିତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ କୁମାର୍ସ କ୍ଲବ ଓ ରୂପାନ୍ତରର ମିଳିତ ସହଯୋଗରେ ଆୟୋଜିତ ତିନିଦିନିଆ ନାଟକ ମହୋତ୍ସବର ଶେଷ ସନ୍ଧ୍ୟାରେ ବାଲେଶ୍ୱରର ଶୋଭା ନାଟ୍ୟସଂସ୍ଥା ଦ୍ୱାରା ନାଟକ ବିଷକୁମ୍ଭ ମଞ୍ଚସ୍ଥ ହୋଇଯାଇଛି I ଡ଼ଃ ପ୍ରଦୀପ ଭୌମିକଙ୍କ ରଚିତ ଓ ଅର୍ଣ୍ଣବ କୁମାର କରଙ୍କ ନିର୍ଦ୍ଦେଶିତ ନାଟକରେ ଆଶିଷ କୁମାର ବର୍ଦ୍ଧନ, ଅର୍ଣ୍ଣବ କୁମାର କର, ଶୁଭଙ୍କର ବର୍ଦ୍ଧନ, ମଦନ […]

Read More Text.
Onn 3

ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ କଳାକାର, ବାଲେଶ୍ୱରର ନାଟକ କଳାମଲ୍ଲୀ

ବାରିପଦା: ସ୍ଥାନୀୟ ସହିଦ ଭବନରେ ସୁପରିଚିତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ କୁମାର୍ସ କ୍ଲବ ଓ ରୂପାନ୍ତରର ମିଳିତ ସହଯୋଗରେ ଆୟୋଜିତ ତିନିଦିନିଆ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବାଲେଶ୍ୱରର କଳାକାର ନାଟ୍ୟସଂସ୍ଥା ଦ୍ୱାରା ନାଟକ କଳାମଲ୍ଲୀ ମଞ୍ଚସ୍ଥ ହୋଇଯାଇଛି I ସୁଶାନ୍ତ କୁମାର ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ଶ୍ରୀତମ କୁମାର ସିଂହ, ଅଳଙ୍କାର ମୁଦୁଲି, ଅନିକେତ କାନୁନଗୋ, ଅମରନାଥ ଗୋଚ୍ଛାୟତ, କମଲ କିଶୋର ଗିରି, ନବୀନ କୁମାର ପାଣି, ପବିତ୍ର ମୋହନ ଦାସ, […]

Read More Text.
Onn 3

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ପୋଲିସ୍

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ସୋମବାର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏନେଇ ସ୍ୱତନ୍ତ୍ର ନୀତି କାନ୍ତି ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯୋଡା ଶ୍ରବଣ ହୋଇ ଥିବାରୁ ପୂର୍ବରୁ ନୀତି ର୍ନିଘଣ୍ଟ କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁ ବାବାଙ୍କ ପାଖରେ ଜଳ ଲାଗି କରିବେ । ଯୋଡ଼ା ମାସ ହେତୁ ଆସନ୍ତା ୧୭ ତାରିଖ ଓ ଅଗଷ୍ଟ ମାସ ୨୧ ଓ ୨୮ ତାରିଖ ସୋମବାର ଦିନ ବାବାଙ୍କ ପାଖରେ […]

Read More Text.
Onn 3

ଶାରଳା ମନ୍ଦିରରେ ଜାରି ହେଲା କଟକଣା, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

ଜଗତସିଂହପୁର: ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ନେବା ଉପରେ କଟକଣା ଲାଗିଛି । ମନ୍ଦିରରେ ଶୃଙ୍ଖଳା  ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଶାରଳା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ଅବିବାହିତ ରାଉଳ ସେବକ । ଏହା ସହ ବ୍ରତ […]

Read More Text.
Onn 3

ଦର୍ଶକଙ୍କ ମନ ମୋହିଲା ନାଟକ ସ୍ମୃତି ବିସ୍ମୃତି

ବାରିପଦା: ସ୍ଥାନୀୟ ସହିଦ ଭବନରେ ସୁନାମଧନ୍ୟ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ କୁମାର୍ସ କ୍ଲବ ଦ୍ୱାରା ଆୟୋଜିତ ତିନି ଦିନିଆ ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବାରିପଦାର ରୂପାନ୍ତର ନାଟ୍ୟସଂସ୍ଥା ଦ୍ୱାରା ନାଟକ ସ୍ମୃତି ବିସ୍ମୃତି ମଞ୍ଚସ୍ଥ ହୋଇଯାଇଛି I ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ଓ ପରେଶ ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ପ୍ରୟାସ ଶତପଥୀ, ରାମଚନ୍ଦ୍ର ମହାପାତ୍ର, ସତ୍ୟନାରାୟଣ ଦାସ, ସପନ କୁମାର ପଣ୍ଡା, ନାରାୟଣ ମଣ୍ଡଳ, ଦିନେଶ ସାହୁ, ରବୀନ୍ଦ୍ର ବେହେରା, ସଂଜୀବ କୁମାର […]

Read More Text.
Onn 3

ଲୋକକଳା କଳାକାରମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡ଼ାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ, ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା […]

Read More Text.
Onn 3

ନାଟ୍ୟକାର ସ୍ବର୍ଗତ ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ ୩ ଦିନିଆ ନାଟକ ମହୋତ୍ସବ

ବାରିପଦାସ୍ଥାନୀୟ ସହିଦ ଭବନ ପରିସରରେ କୁମାର୍ସ କ୍ଲବ ଆନୁକୂଲ୍ୟରେ ଓ ରୂପାନ୍ତରର ସହାୟତାରେ ସୁନାମଧନ୍ୟ ନାଟ୍ୟକାର ସ୍ବର୍ଗତ ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ ତିନି ଦିନିଆ ନାଟକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି I ଚଳିତ ମାସ ୭ ତାରିଖ ସନ୍ଧ୍ୟାରେ ବାରିପଦାର ରୂପାନ୍ତର ଅନୁଷ୍ଠାନ ମଞ୍ଚସ୍ଥ କରିବ ନାଟକ “ସ୍ମୃତି ବିସ୍ମୃତି” I ଏହି ନାଟକର ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ନିର୍ଦ୍ଦେଶକ ପରେଶ ସାହୁ I ୮ ତାରିଖରେ ସୁଶାନ୍ତ କୁମାର ଦାସଙ୍କ ରଚିତ […]

Read More Text.
Onn 3

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଭାଲୁଵଷା ପଞ୍ଚାୟତର ନାଗଭଣ ଗ୍ରାମରେ ୨୦୧୭ ମସିହାରେ ସଦଗୁରୁ କୃପାଳଜୀ ମହାରାଜ ଜୀଙ୍କ ପଟ୍ଟଶିଷ୍ଯ ସ୍ବାମୀ ମୁକୁନ୍ଦାନନ୍ଦଜୀଙ୍କ କରକମଳରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ନିର୍ମିତ ହୋଇଥିବା ରାଧାକୃଷ୍ଣ ମନ୍ଦିର ଶୁଭ ଉଦ୍ଘାଟନ ହୋଇଥିଲା ।ସେବେଠାରୁ ଏଠାରେ ଗୁରୁ ପୂର୍ଣ୍ଣିମା , ଜନ୍ମାଷ୍ଟମୀ,ରାଧାଷ୍ଟମି,ଭଜନ, ସଂକୀର୍ତ୍ତନ ଅନୁଷ୍ଠିତ ହୋଇଆସୁଛି । ଗୁରୁପୂର୍ଣ୍ଣିମା ଦିବସ ଅବସରରେ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ନାଗଭଣ ରାଧାକୃଷ୍ଣ ନାମରେ ପୂର୍ବାହ୍ନ ୯ ଘଟିକା ରେ ପହଞ୍ଚି ଥିଲେ ।ସେଠାରେ ରାଧାକୃଷ୍ଣ […]

Read More Text.