Onn 3

ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ଆମେ ଗ୍ରହଣ କରିପାରୁନୁ: ଶରତ ପଟ୍ଟନାୟକ

Politics State

ଭୁବନେଶ୍ୱର: ବରଗଡ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓକୁ ନେଇ ଏବେ ସବୁଠି ପ୍ରଶ୍ନ ଉଠୁଛି । ଏହାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ । ୫ଟି ଲୋକଙ୍କ ନିକଟରେ ରଖିଥିଲେ ଅଡିଓ । ସେ ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରମାଣ କଣ ବୋଲି ପ୍ରଶ୍ନ କରାଇଲା କଂଗ୍ରେସ ।

ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ଆମେ ଗ୍ରହଣ କରିପାରୁନୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅଡିଓକୁ ନେଇ ତେଜୁଛି ରାଜନୀତି । ଯଦି ସେ ଅଡିଓ ବାର୍ତ୍ତା ଦେଉଛନ୍ତି ତେବେ ସେ ଶ୍ୱେତପତ୍ର ଦିଅନ୍ତୁ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।