Img 20240410 Wa0141

ମା’ ଶୀତଳା ଚଣ୍ଡୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୨୬ ନଂ ୱାର୍ଡ ସ୍ଥିତ ଭୁଗୁଡ଼ାକଟାରେ ମା ‘ ଶୀତଳା ଚଣ୍ଡୀ ମନ୍ଦିରରେ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ହଜାର ହଜାର ଭକ୍ତଙ୍କ ସମାବେଶରେ ୬ ଓ ୭ ତାରିଖ ଦୁଇଦିନ ଧରି ମା’ ଙ୍କ ପୂଜାଵିଧି ପାରମ୍ପାରିକ ରୀତିରେ ହୋଇଥିବା ବେଳେ ୮ଓ ୯ ତାରିଖ ଦୁଇଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମା’ ଶୀତଳା ଚଣ୍ଡୀ ଯୁବକ ସଙ୍ଘ, ଭୁଗୁଡ଼ାକଟାର ସମ୍ପାଦକ ଧରମଜୀତ ସିଂହ, […]

Read More Text.
Image 1712747611

ଚଡ଼କ ମେଳାରେ ଲକ୍ଷାଧିକ ଭକ୍ତ ଓ ମାନସିକଧାରୀଙ୍କ ଭିଡ଼

ବାଲେଶ୍ୱରର ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳା ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତାକାଲି ନୀଳପର୍ବ। ଆଜି ହେବ ମହାଦେବ ଓ କାମିନୀଙ୍କ ବିବାହ ଉତ୍ସବ। କାମିନୀ ନାମକ ଅସୁରୁଣିକୁ ବିବାହ କରିବେ ମହାଦେବ ଶିବ। ଏଥିପାଇଁ ମଙ୍ଗଳବାର (ଗତକାଲି) ସେବାୟତଙ୍କୁ ନିମନ୍ତ୍ରଣ କରିଥିଲେ ପାଟଭକ୍ତ ଦେଉଳିଆ। କିମ୍ବଦନ୍ତୀ ଅନୁସାରେ କାମିନୀ ନାମକ ଜଣେ ରାକ୍ଷସୀ କନ୍ୟା କଠୋର ତପସ୍ୟା କରି ଆଶୁତୋଷ ଶିବଙ୍କୁ ନିଜର ସ୍ୱାମୀ ରୂପରେ ପାଇବା ପାଇଁ ବରପ୍ରାପ୍ତ ହୋଇଥିଲେ। ତାତ୍ତ୍ୱିକ ମତରେ ଚଡ଼କ ମେଳା […]

Read More Text.
Img 20240407 Wa0265

ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ମେଗା ଅଡିସନ ଅନୁଷ୍ଠିତ

31ଜଣ ନୃତ୍ୟ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଉତୀର୍ଣ୍ଣ ବାରିପଦା: ମୟୁରଭଞ୍ଜ ଜିଲ୍ଲା ରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନ ର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣ ପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ […]

Read More Text.
Img 20240405 Wa0234

ଵାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୩ ତମ ବାର୍ଷିକ ଉତ୍ସବ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଛଉ ନୃତ୍ୟ ପାଇଁ ବିଶ୍ବ ପ୍ରସିଦ୍ଧ । ମୟୂରଭଞ୍ଜ ଜିଲ୍ଲାର କୋଣେ ଅନୁକୋଣେ ଛଉ ନୃତ୍ୟ ପ୍ରତିଷ୍ଠାନ ରାଜା ରୁଜୁଡା ଅମଳରୁ ବୀର ନୃତ୍ୟ ଛଉ ନୃତ୍ୟ,କଳା ଆଜିଯାଏଁ ଘାତ ପ୍ରତିଘାତ ମଧ୍ୟରେ ଵଞ୍ଚାଇ ରଖିଛନ୍ତି । ପବିତ୍ର ଚୈତ୍ର ମାସରେ ପ୍ରତିବର୍ଷ ଭଳି ଏବର୍ଷ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ କରି ୩ ଦିନ ଦିନ ବଦଳରେ ଏକ ଦୀଵସୀୟ ଛଉ ନୃତ୍ୟ ଛଉ ନୃତ୍ୟ ମଣ୍ଡପରେ ବାମନଘାଟୀ ଛଉ ନୃତ୍ୟ […]

Read More Text.
Img 20240331 Wa0248

ସୋନାଲିକା ଦାସଙ୍କ କବିତା ସଂକଳନ “ସ୍ବର୍ଣ୍ଣାକ୍ଷରା” ପ୍ରକାଶିତ

ବାରିପଦା :ଯୁବ କବୟିତ୍ରୀ ସୋନାଲିକା ଦାସଙ୍କ ପ୍ରଥମ କବିତା ସଂକଳନ “ସ୍ବର୍ଣ୍ଣାକ୍ଷରା” ପ୍ରାଚୀ ପବ୍ଲିକେସନ୍ ଦ୍ବାରା ପ୍ରକାଶିତ ହୋଇଛି।ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କୋଷ୍ଠା ଠାରେ କବୟିତ୍ରୀଙ୍କର ଜନ୍ମ। ପିତା: ସ୍ବରୂପାନନ୍ଦ ଦାସ, ମାତା: ମମତା ଦାସ। କବୟିତ୍ରୀ ସୋନାଲିକା ଦାସ ଏକାଧାରରେ ଜଣେ କବି ଓ ଚିତ୍ରକର। କୋଷ୍ଠା ଠାରେ +୨ ଶିକ୍ଷା ସମାପ୍ତି ପରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି। କବୟିତ୍ରୀଙ୍କର କବିତା ଓ ଚିତ୍ର ଉଭୟ […]

Read More Text.
Image 2024 03 06t160537.226

ଆଜି ପଙ୍କୋଦ୍ଧାର ଏକାଦଶୀ; ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ଆଜି ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି । ଆଜି ପୁରୀ ରେ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ତ୍ବ ରହିଛି । ବିଳମ୍ବିତ ରାତି ୨ ଟାରେ ପ୍ରଭୁ ଶ୍ରୀ ଲୋକନାଥଙ୍କ ଦ୍ୱାରଫିଟା ହୋଇ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ ରାତ୍ର ୩ ଟା ରୁ ମନ୍ଦିର ଗମ୍ଭିରାରେ […]

Read More Text.
Wer

ଦେବରକୁଣ୍ଡ ମେଳା ପାଇଁ କାଉପୁର ଚଳଚଂଚଳ

ଆଗରପଡ଼ା :ଭଦ୍ରକ ଜିଲ୍ଲା ସଦର ମହକୁମାରୁ ୧୦ କି.ମି. ଦୂର ସାଳନ୍ଦୀ ନଦୀ କୂଳରେ ଗଢି ଉଠିଛି କାଉପୁର ପଞ୍ଚାୟତ । ତିନି ଯୁଗର ଗାରିମା ଯଥା: ସତ୍ୟ ଯୁଗର ବିରଞ୍ôଚନାରାୟଣ ମନ୍ଦିର , ତ୍ରେତୟାର ସୀତା କୁଣ୍ଡ ଓ ଦ୍ୱାପରର ଭୀମ ଚୁଲିକୁ ଏହି କାଉପୁର ନିଜ କୋଳରେ ଧରି ଗର୍ବ ଅନୁଭବ କରିବା ସହ ଏ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମଙ୍ଗଳବାର ଭୈାମି ଏକାଦଶୀ ତିଥିରେ ପ୍ରସିଦ୍ଧ ଦେବରକୁଣ୍ଡ […]

Read More Text.
Puri New

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସୂଚନା ମୁତାବକ, ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଭକ୍ତଙ୍କ ଲାଗି ୩ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଦତ୍ତମହାପାତ୍ର ସେବକମାନେ […]

Read More Text.
Photo2 For The News Of Maa Chandi

ଅଲୌକିକ ଶକ୍ତି ସମ୍ପନ୍ନ ମହିମାମୟୀ ମା’ ଚଣ୍ଡୀ, ମା’ଙ୍କ ପୀଠରେ ପବିତ୍ର ମାଘ ସପ୍ତମୀ ପାଳିତ

ଆଗରପଡ଼ା :ମନୁଷ୍ୟ ଏପରି ଏକ ପ୍ରାଣୀ ଯିଏକି ଧରାପୃଷ୍ଠକୁ ସ୍ପର୍ଶ କରି ଲୀନ ହେବା ଭିତରେ କୌଣସି ନା କୌଣସି ମୁହୂର୍ତରେ ଦେବାଦେବୀଙ୍କ ଆଶ୍ରିତ ହୋଇଥାଏ । ସେହି ଦେବାଦେବୀ ମନୁଷ୍ୟର ଭକ୍ତି ରୂପକ ଅର୍ଘ୍ୟରେ ଆଶ୍ରୀର୍ବାଦ ରୂପକ ଆଲୋକ ପ୍ରଦାନ କରି, ବିଭିନ୍ନ ଅଂଚଳରେ ବିଭିନ୍ନ ରୂପରେ ଆର୍ବିିଭୂତ ହୋଇ, ମନୁଷ୍ୟର ଚଲାପଥକୁ ସୂଚାରୁ ରୂପେ ପରିଚାଳନା କରିଥାଆନ୍ତି । ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ାର ପୁରୁଷଣ୍ଢ ଗ୍ରାମରେ ମହିମାମୟୀ ମା’ ଚଣ୍ଡୀ ଙ୍କର ଅଲୌକିକ […]

Read More Text.
Rewr

ଅବହେଳିତ ଭିନ୍ନ ଏକ ସମ୍ପ୍ରଦାୟ ଯୋଗୀ, ସମୟଚକ୍ରରେ ହଜିଯାଇଛି ଏକତାରା ଓ କେନ୍ଦେରା

ଆଗରପଡ଼ା :ଯୁଗର ସୃଷ୍ଟିରୁ ସମ୍ପ୍ରଦାୟ ର ସୃଷ୍ଟି । ସମ୍ପ୍ରଦାୟର ସୃଷ୍ଟିରୁ ବୃତ୍ତିର ସୃଷ୍ଟି । ସେହି ବୃତ୍ତି କୁ ପାଥେୟ କରି ମନୁଷ୍ୟ ତାର ଜୀବନର ଚଲାପଥରେ ଅଗ୍ରସର ହୋଇଥାଏ କିନ୍ତୁ ଆଧୁନିକ ଯୁଗରେ ଆଧୁନିକ ପରମ୍ପରାକୁ ଆପଣେଇବା ଇଛାରେ ଓ ନିଜର ଜୀବନ ଶୈଳୀର ପରିବର୍ତ୍ତନ ମଧ୍ୟରେ ମନୁଷ୍ୟ କ୍ରମଶଃ ଭୁଲିବାକୁ ବାଧ୍ୟ ହେଉଛି ନିଜର କୌଳିକ ବୃତ୍ତିକୁ କାରଣ ପରିବର୍ତ୍ତନ ଶୀଳ ଦୁନିଆରେ ସେବି ଚାହେଁ ତାର ବଞ୍ଚିବା ଶୈଳୀର ପରିବର୍ତ୍ତନ । […]

Read More Text.