Onn 3

ଆଜି ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି

ପୁରୀ: ଆଜି ଅନବସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ । ସୁନା କୂଅରୁ ତିନି ଗରା ଜଳ ସୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀ ଜୀଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୁଦ୍ଧସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା […]

Read More Text.
Onn 3

ଓଡ଼ିଆ ସଂସ୍କୃତିର ନିଦର୍ଶନ, ଆଗରପଡ଼ା ଅଂଚଳର ରଜ ମହୋତ୍ସବ

ଆଗରପଡ଼ା:ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଉତ୍କଳର ମହାନ ସଂସ୍କୃତି ପରମ୍ପରାକୁ ଉତ୍କଳୀୟ ମାନେ ଭୁଲିଯାଇ ପାଶ୍ଚାତ୍ୟ ମୁଖୀ ହେଉଥିବା ବେଳେ ଆଗରପଡ଼ା ଓ ତା ଆଖପାଖ ଅଂଚଳବାସୀ କିନ୍ତୁ ଭୁଲି ପାରିନାହାନ୍ତି ସେହି ମହାନ ସଂସ୍କୃତି ଓ ପରମ୍ପରାକୁ । ତା’ର ଜ୍ୱଳନ୍ତ ଉଦାହରଣ ଓଡ଼ିଆ ମାନଙ୍କ ରଜ ପର୍ବ । ଅନ୍ୟାନ୍ୟ ଅଞ୍ଚଳରେ ଏହି ପର୍ବ ପର୍ବାଣୀ ଲୋପ ର ପାଦ ଦେଶରେ ପହଂଚିଥିବା ବେଳେ ଏଠାକାର ଅଂଚଳରେ ଏହି ପର୍ବ କିନ୍ତୁ ଅଧିକ ସରସ ସୁନ୍ଦର […]

Read More Text.
Onn 3

ଜାତୀୟ ସୁନ୍ଦରୀ ପ୍ରତିଯୋଗୀତା ରେ ଡାକ୍ତର ପୁରସ୍କୃତ

ଗଜପତି: ନାଗପୁରରେ ଠାରେ ଏକ ଭାରତୀୟ ଘୋରୋଇ କମ୍ପାନୀ ଦ୍ବାରା ଡାକ୍ତର ମାନଙ୍କ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା , ଏହି କାର୍ଯ୍ୟକ୍ରମ ର ନାମ ଥିଲା “ମେଡିକୋ ଡିଭା” । ଏଥିରେ ସୁନ୍ଦରୀ ପ୍ରତିଯୋଗିତାରେ ପାରଳାଖମୁଣ୍ଡିର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞା ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓଡ଼ିଶା ତରଫରୁ ଭାଗ ନେଇଥିବା ବେଳେ ବିଭିନ୍ନ ରାଜ୍ୟ ରୁ ବିଭିନ୍ନ ବିଭାଗର ୨୬ ଜଣ ଡ଼ାକ୍ତର ଏଥିରେ ଅଂଶ ଗ୍ରହଣ କରିଥିଲେ, ଡାକ୍ତର ପାଣିଗ୍ରାହୀ […]

Read More Text.
Onn 3

ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ବ୍ରହ୍ମଗିରି: ମହାବାହୁ ସ୍ନାନ ବେଦୀରେ ୧୦୮ ଗଡୁ ପାଣିରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଭକ୍ତ ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି। ମହାବାହୁଙ୍କ ଅଦର୍ଶନରେ ଆଜି ସକାଳୁ ବ୍ରହ୍ମଗିରିରେ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମଫଳ ଦେଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ସେଥିପାଇଁ ଆଜି ଭୋରୁ  ଅଲାରନାଥଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭୋର ୪ଟା […]

Read More Text.
Onn 3

୨ୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ସ୍ନାନଯାତ୍ରା

ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୂ ରତ୍ନସିଂହାସନରୁ ଅଣସରପିଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି ବାରିପଦା: ଆଜି ମହାପ୍ରଭୁ ଙ୍କର ସ୍ନାନ ଯାତ୍ରା । ମହାପ୍ରଭୂ ଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଆଦ୍ୟ ଯାତ୍ରା ଭାବେ ପ୍ରତିପାଦିତ । ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ଯାତ୍ରା ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦାଠାରେ ଆଜି ଭକ୍ତିପୂନ୍ନ ପରିବେଶ ମଧ୍ୟରେ ପାଳିତ ହୋଇଯାଇଅଛି । ଆଜି […]

Read More Text.
Onn 3

ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ଓ ଠାକୁରଙ୍କ ଗଜାନନ ବେଶ

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଠାକୁରଙ୍କ ସେବାନୀତି ପରେ ପହଣ୍ଡି କରାଯାଇ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା ପରେ ଅଗ୍ରଜ ପୂଜା, ସୂର୍ଯ୍ୟ ପୂଜା,ଶିବ ପୂଜା କରାଯାଇ ସ୍ନାନ ମଣ୍ଡପ କୁ ନିମନ୍ତ୍ରଣ କରା ଗଲା ପରେ ଦକ୍ଷିଣ ଆଳତି, ଶ୍ରୀକୁଞ୍ଜ ଲାଗି, କରାଯାଇ ସପ୍ତଜଳ ସ୍ନାନ,ମଧୁର ଜଳସ୍ନାନ, ଚନ୍ଦନ ଲାଗି କରାଯାଇ ଥିଲା। ଶେଷରେ ଠାକୁରଙ୍କୁ ଗଜାନନ […]

Read More Text.
Onn 3

ପାରଳାରେ ଏକ ନିଆରା ବାହାଘର ଓସ୍ତ ଓ ବଟ ବୃକ୍ଷର ବିବାହ ଅନୁଷ୍ଠିତ

ଗଜପତି: ପାରଳାଖେମୁଣ୍ଡି ଅବକାରୀ କାର୍ଯ୍ୟାଳୟ ଠାରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି. ଏକ ସ୍ୱତନ୍ତ୍ର ନୀତି ନିୟମ ଏବଂ ଧାର୍ମିକ ଭାବନା ଦ୍ୱାରା ପ୍ରକୃତିର ୨ ବୃକ୍ଷ ବଟ ବୃକ୍ଷ ସହ ଓସ୍ତ ବୃକ୍ଷଙ୍ର ବିବାହ ସମ୍ପୂର୍ଣ କରାଯାଇଛି. ଏହାକୁ ଏକ ପ୍ରମୁଖ ଉତ୍ସବ ସହ ଏକ ଭିନ୍ନ ପରମ୍ପରାରେ ଅତ୍ୟନ୍ତ ଆନନ୍ଦର ସହ ପାଳନ କରାଯାଇଛି. ଏନେଇ ସଜେଇ ହୋଇଛି ଅବକାରୀ କାର୍ଯ୍ୟାଳୟ। ଲାଗିଛି ଆଗନ୍ତୁକଙ୍କ ଭିଡ଼। ବିବାହ ଉତ୍ସବରେ ମସଗୁଲ ସମସ୍ତେ । […]

Read More Text.
Onn 3

ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ :  ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ। ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ଭୋରରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି। ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ […]

Read More Text.
Onn 3

ଶ୍ରୀମନ୍ଦିରରେ ବଡ଼ ଅଘଟଣ: ସ୍ନାନ ମଣ୍ଡପରେ ରକ୍ତଛିଟା

ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ ଘଟିଛି। ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତ ଛିଟା ପଡ଼ିଥିବା ଜଣେ ଜେଟିପି ଦେଖିଥିଲେ। କୌଣସି ସେବାୟତଙ୍କ ଠାରୁ ଏହି ରକ୍ତ ଛିଟା ଲାଗିଥିବା ଆଶଙ୍କା କରାଯାଉଛି। ତେବେ ରକ୍ତ ଛିଟା ପଡ଼ିଥିବାରୁ ମହାପ୍ରଭୁ ପୁଣିଥରେ ସ୍ନାନ କରିଛନ୍ତି। ଦେବସ୍ନାନ ନୀତି ଅନୁଯାୟୀ ଠାକୁର ଥରେ ଗାଧୋଇ ସାରିବା ପରେ ପୁଣିଥରେ ନିୟମ ମୁତାବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ହୋଇଥିବା ଜଣାଯାଇଛି। ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ […]

Read More Text.
Onn 3

ଦେବସ୍ନାନ ପୂର୍ଣ୍ଣିମା: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଦିନକ ପରେ (ରବିବାର) ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ସେଥିପାଇଁ ଏବେ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାତି ୧୦ଟା ପରଠାରୁ ଆସନ୍ତାକାଲି (ଶନିବାର) ଅପରାହ୍‌ଣ ୨ଟା (୧୬ ଘଣ୍ଟା) […]

Read More Text.