Onn 3

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ନବଯୌାବନ ବେଶରେ ଦର୍ଶନ ଦେଲେ ତିନି ଠାକୁର

ବାରିପଦା: ସ୍ନାନ ପୂର୍ନିମା ଦିନଠାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ବଡ ଜଗନ୍ନାଥ ମନ୍ଦିର ସମେତ ସାନ ଜଗନ୍ନାଥ ମନ୍ଦିର ରେ ଅସୁସ୍ଥ ହୋଇ ତିନି ଠାକୁର ଅଣସରଘରେ ଗମ୍ଭୀରାରେ ରହିବାପରେ ଆଜି ସୋମବାର ସକାଳୁ ଅଣସରଘରୁ ଗୋଟିପହଣ୍ଡିକରି ବାଟ ମନ୍ଦିରକୁ ଆସି ନେତ୍ର ମଣ୍ଡପ ସିଂହାସନରେ ବିରାଜମାନ କରିଛନ୍ତି । ପରେ ଅଧିବାସ ପୂଜା ସଂପୂନ୍ନ ହୋଇଥିଲା । ସୋମବାର ପୂର୍ବାହ୍ନ ୯.୩୦ ରୁ ୧୦.୩୦ ମଧ୍ୟରେ ନୀତି ସଂପୂନ୍ନ ହେବାପରେ ତିନି […]

Read More Text.
Onn 3

ପୂର୍ବାହ୍‌ଣ ସାଢ଼େ ୯ଟାରୁ ଶ୍ରୀଜିଉଙ୍କ ପହଣ୍ଡି

ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ୯ଦିନିଆ ରଥଯାତ୍ରା। ଏଥି ପାଇଁ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ ଅଭିମୁଖେ ବାହାରିଛନ୍ତି। ସମସ୍ତଙ୍କର ନଜର ମହାପ୍ରଭୁଙ୍କ ରଥରେ ବିରାଜମାନ ହେବାର ଦୃଶ୍ୟକୁ ନିଜର ଚକ୍ଷୁରେ ଦେଖିବା। ଭକ୍ତିର ସହିତ ଜୟଜଗନ୍ନାଥ କହିବା। ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ […]

Read More Text.
Onn 3

ସମୟ ଚକ୍ରରେ ହଜିଯାଇଛି ଶଗଡ଼, ଆଉ ଶୁଣିବାକୁ ମିଳୁନି ଶଗଡ଼ର ‘କେଁ କଟର’ ଶଦ୍ଦ

ଶଗଡ଼ର ସ୍ଥାନ ନେଇଛି ଟ୍ରାକ୍ଟର ଆଗରପଡ଼ା: ପୂର୍ବରୁ ଚାଷ କାର୍ଯ୍ୟରେ ଚାଷୀଭାଇମାନେ ଶଗଡ଼ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରୁଥିଲେ । ଚାଷର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉକ୍ତ ଶଗଡ଼ର ଆବଶ୍ୟକତା ପଡ଼ୁଥିଲା । ବୈଶାଖର ଅକ୍ଷୟ ତୃତିୟାରେ ମୁଠି ଅନୁକୁଳ ପାଇଁ ପୂର୍ବରୁ ଚାଷୀମାନେ ତାଙ୍କର ବିଲବାଡ଼ିକୁ ହଳ କରି ମାଟିକୁ ଉର୍ବର କରୁଥିଲେ । ନିଜ ବାଡ଼ି ପଟେ ଜମା ହୋଇଥିବା ବର୍ଷ ଯାକର ଖତକୁ ଗୁରଲ ଲଗାଇ ଶଗଡ଼ରେ ବୋହି ନେଉଥିଲେ । […]

Read More Text.
Onn 3

ରଥଯାତ୍ରା ପୂର୍ବରୁ ମକଡ୍ରିଲ୍, ପୋଲିସ ଓ ପାରାମିଲିଟାରୀ ଫୋର୍ସ ସାମିଲ

ପୁରୀ: ଗୁଣ୍ଡିଚା ଯାତ୍ରା ଦିନ କିଭଳି ଶୃଙ୍ଖଳିତ ଭାବେ ଟଣାଯିବ ରଥ । ତା ପୂର୍ବରୁ ଚାଲିଛି ମକଡ୍ରିଲ୍‌। ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣା ମକଡ୍ରିଲ କରାଯାଇଛି । ତିନି ରଥର ସୁରକ୍ଷା, ରଥର ଇନର୍‌ ଓ ଆଉଟର କର୍ଡନ ଏବଂ ଜେନେରାଲ କର୍ଡନ ଦାୟିତ୍ୱରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ଏହି ମକଡ୍ରିଲ କରାଯାଇଛି। ପୋଲିସ ଓ ପାରାମିଲିଟାରୀ ଫୋର୍ସ ମଧ୍ୟ ସାମିଲ ଥିଲେ । […]

Read More Text.
Onn 3

ଜୀବନ ସଂଘର୍ଷ ଓ ସଂଘାତର କବିତା ପସରା, କଥା ଓ ବ୍ୟଥା ଲୋକାର୍ପିତ

ଗଜପତି: ଆଜି ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଦରଦି କବି ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ କବିତା ପସରା କଥା ଓ ବ୍ୟଥା ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି। କବିଙ୍କର ଏହି କବିତା ଗୁଚ୍ଛଟି ତାଙ୍କର ସପ୍ତମ ସୃଷ୍ଟି। ଆଜିର କବିତାଟିରେ ସେ ସାମ୍ପ୍ରତିକ ଯୁଗ ଚେତନା ପାଇଁ ଏକ ବଂନହ୍ହିଁ ଶିଖା ସମାଜ ପାଇଁ ବାଣ୍ଟିଛନ୍ତି ବୋଲି ବକ୍ତା ମାନେ କହିଥିଲେ।ସମସ୍ତ କବିତା ଗୁଡ଼ିକୁ ଅଧ୍ୟାପକ ସୌଦାଗର ସିଓ […]

Read More Text.
Onn 3

ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ

ବାରିପଦା: ଗଜପତି ଜିଲ୍ଲା ର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ରଜ ଦୋଳି ର ସୁନ୍ଦର ଆୟୋଜନ କରାଯାଇଥିଲା। ଏଥିରେ ଦୋଳ ବନ୍ଧ କମିଟି ର ସଦସ୍ୟ ବୃନ୍ଦ ଓ ପଥଚାରୀ ମାନେ ଆଗ୍ରହ ର ସହିତ ରଜ ଉତ୍ସବ ର ମଜା ନେଇ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା […]

Read More Text.
Onn 3

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରଜ ଉତ୍ସବ ପାଳନ

ଗଜପତି: ପାରଳାଖେମୁଣ୍ଡି ଉପକାରାଗାର ଠାରେ ପ୍ରଗତି ମହିଳା ଅନୁଷ୍ଠାନ ଆନୁକୁଲ୍ୟରେ ଅନ୍ତେବାସୀଙ୍କ ଗହଣରେ ରଜଉତ୍ସବ ପାଳନ ହୋଇ ସାରିଛି। ଅନ୍ତେବାସୀ ଦ୍ଵାରା ତର୍କ,ନୃତ୍ୟ,ଏକକ ଅଭିନୟ ଏବଂ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା ।ଭାରତୀୟ ସଂସ୍କୃତି ଓ ପରମ୍ପରା ସଂପର୍କରେ ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ ବୁଝାଇ ଥଲେ ,ଲିଙ୍ଗରାଜ ପାଣିଗ୍ରାହୀ ,ଭାଗବତ ପାଢ଼ୀ ଙ୍କ ସହଯୋଗରେ ଉପକାରାଗାରରେ ରଜଉତ୍ସବ ସହ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଅପରାହ୍ନରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଡୁକେସନ କେନ୍ଦ୍ର […]

Read More Text.
Onn 3

ସୁଶ୍ରୀ ଅଞ୍ଜନା ପଟ୍ଟନାୟକଙ୍କ କବିତା ଗୁଚ୍ଛ ବର୍ଣ୍ଣାଳୀ ଲୋକାର୍ପଣ

ଗଜପତି: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ନାରୀ କବି ଅଞ୍ଜନା ପଟ୍ଟନାୟକଙ୍କ ସଦ୍ୟତମ ସାରସ୍ୱତ ସୃଷ୍ଟି କବିତା ଗୁଚ୍ଛ *ବର୍ଣ୍ଣାଳୀ* ପୌରାଧକ୍ଷା ନିର୍ମଳା ସେଠୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି।  ଏହି ଶୁଭ ଅବସରରେ ମହନ୍ତ ମହାରାଜ ରାମାନୁଜ ଦାସ, ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା, ଜ୍ୟୋସ୍ନା ପଟନାୟକ, ପ୍ରାକ୍ତନ ନଗରପାଳ ନୃଷିହ ଚରଣ ପଟନାୟକ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଅରବିନ୍ଦ ଦାଶ, କରୁଣାକର ପଟ୍ଟନାୟକ ମଞ୍ଚାସୀନ ରହି ସୁଶ୍ରୀ ଅଞ୍ଜନାଙ୍କ […]

Read More Text.
Onn 3

ଓଲିଉଡ଼ ଜଗତରେ ଏଲି ଓ ଏଲିନାଙ୍କ ପରେ ଅର୍ପିତା

ଆଗରପଡ଼ା:ରାଜନୀତି,କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଗଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ସ୍ୱତନ୍ତ୍ରତା ରହିଛି । ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ଉକ୍‌ôଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଯୋଗୁଁ ରାଜନୀତି କ୍ଷେତ୍ର ରେ ଆଗରପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତାଙ୍କ ଯୋଗୁଁ ଏହି ସ୍ଥାନକୁ ସଂଗ୍ରାମୀ ମାଟି ବୋଲି କୁହାଯାଏ । କଳା ସଂସ୍କୃତି କ୍ଷେତ୍ରରେ ଆଜି ଏହି ସ୍ଥାନ ପଛରେ ପଡ଼ିନାହିଁ । ବିଶେଷ କରି ଆଜିର ଯୁବପିଢୀ ମାନଙ୍କ ଯୋଗୁଁ […]

Read More Text.
Onn 3

ଆଗରପଡ଼ା ଅଂଚଳରେ ଜମୁଛି ରଜ ମଉଜ

ଆଗରପଡ଼ା: ଗାଁ ଠାରୁ ସହର ଯାଏଁ ସବୁଠି ଜମୁଛି ରଜ ମଉଜ । ବୁଧବାର ଠାରୁ ଆରମ୍ଭ ହୋଇଥିବା ରଜ ପର୍ବ ଆଗରପଡ଼ା ଓ ତାହାର ଆଖପାଖ ଅଂଚଳକୁ ଉତ୍ସବ ମୁଖର କରିଛି । ଟିକିରା ଆଇଡ଼ିଆଲ କ୍ଲବ ପକ୍ଷରୁ ଆୟୋଜିତ ୪ଦିନିଆ ରଜ ମହୋତ୍ସବକୁ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଥିବା କ୍ଲବ ସଭାପତି ମନ୍ନଥ ଦାସ,ସଂପାଦକ କାଳନ୍ଦି ମଲ୍ଲିକ, ସୁଶାନ୍ତ ଦାସ ପ୍ରମୁଖ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ବିଭିନ୍ନ […]

Read More Text.