Onn 3

ଶ୍ରୀମନ୍ଦିରରେ ଆଜି ହେବନାହିଁ ମହାପ୍ରଭୂଙ୍କର ରାତ୍ର ପହୁଡ: ବିଳମ୍ବିତ ରାତି ଯାଏଁ ଚାଲିବ ଦର୍ଶନ

  ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ  ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କାରଣ ଆଜି ମହାପ୍ରଭୂଙ୍କର ରାତ୍ର ପହୁଡ ହେବନାହିଁ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହେଉଛି  । ଯାହାକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ […]

Read More Text.
Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳା ଉପଲକ୍ଷେ ସଂଗୀତ ପ୍ରତିଯୋଗିତା

ବାରିପଦା: ସ୍ଥାନୀୟ ଭଂଜପୁର ସ୍ଥିତ କୁମାର୍ସ କ୍ଲବ ପରିସରରେ ଜଗଦ୍ଧାତ୍ରୀ ପୂଜା ଓ ମେଳା ଅବସରରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ସ୍ତରରେ ୭୩ ଜଣ ଓ ମହାବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପ୍ରତିଯୋଗୀ ଅତି ଆଗ୍ରହର ସହ ଅଂଶ ଗ୍ରହଣ କରିଛନ୍ତି ବୋଲି ସାଂସ୍କୃତିକ […]

Read More Text.
Onn 3

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

ବାରିପଦା: ଆଜି ଅଶ୍ଵିନୀ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ।ଏହି ପବିତ୍ର ଦିବସରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା ପଲ୍ଲିରୁ ସହର ପର୍ଯ୍ୟନ୍ତ ସଵୁଠି କରାଯାଇଥାଏ । ଏହାକୁ ନେଇ ସମଗ୍ର ପଲ୍ଲୀଶ୍ରୀ ସହର ଚଳ ଚଞ୍ଚଳ । ସୁଖ, ସମୃଦ୍ଧି, ଐଶ୍ଵର୍ଯ୍ୟ ର ଭଣ୍ଡାର ନେଇ ମା’ ଗଜଲକ୍ଷ୍ମୀ ବିରାଜିଛନ୍ତି । ବିକାଶ ନଗରରେ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା ୧୯୯୫ ମସିହାଠାରୁ ଆଜିଯାଏଁ ନିରବର୍ଛିନ୍ନ ଭାବରେ ପୂଜାର୍ଚ୍ଚନା କରାଯାଉଛି । ଆଜି ସକାଳେ ଲକ୍ଷ୍ମୀପୂଜା […]

Read More Text.
Onn 3

କୁମାର ପୂର୍ଣ୍ଣିମା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ

ଆଗରପଡ଼ା: ଶନିବାର ଆଗରପଡ଼ା ତଥା ତାର ଆଖପାଖ ଅଞ୍ଚଳରେ କୁମାର ପୂର୍ଣ୍ଣିମା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଆଶ୍ୱିନ ମାସର ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାରୀ ଝିଅମାନେ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ସମୟରେ ଚଉଁରା ମୂଳରେ ଜହ୍ନି ଫୁଲରେ ଗୋଟିଏ ଗୋଟିଏ କୋଠି ତିଆରି କରି ତା ମଝିରେ ଜହ୍ନି ଫୁଲରେ ଗୋଟିଏ ଚାନ୍ଦ ତିଆରି କରିଥାନ୍ତି । କୋଠିରେ ଅରୁଆ ଚାଉଳ, ସାତ ଖଣ୍ଡ ହଳଦୀ, […]

Read More Text.
Onn 3

ଆଜି ପ୍ରସିଦ୍ଧ ‘ଲକ୍ଷ୍ମୀନାରାୟଣ’ ପୂଜା, ୧୫୦ବର୍ଷ ପୁରାତନ ପୂଜା ପାଇଁ ଚଳଚଂଚଳ ତୁମ୍ଭାପଦୀ

ଆଗରପଡ଼ା:ଆଜି ପ୍ରସିଦ୍ଧ ‘ଲକ୍ଷ୍ମୀନାରାୟଣ’ ପୂଜା । ପ୍ରାୟ ୧୫୦ବର୍ଷ ତଳେ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତୁମ୍ଭାପଦୀ ଗ୍ରାମରେ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀନାରାୟଣ’ ପୂଜା ପାଇଁ ଉକ୍ତ ଅଂଚଳ ଚଳଚଂଚଳ ହୋଇଉଠିଛି । ସୂଚନା ଅନୁଯାୟୀ;ଗୋଲା ସଂପ୍ରଦାୟର କୂଳ ଦେବାଦେବୀ ‘ଲକ୍ଷ୍ମୀନାରାୟଣ’ । ଆଜକୁ ପ୍ରାୟ ୧୫୦ବର୍ଷ ପୂର୍ବେ ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ପଳସା ଗ୍ରାମରେ ଏହି ସଂପ୍ରଦାୟର ଲୋକେ ଉକ୍ତ ପୂଜା ଆରମ୍ଭ କରିଥିଲେ । ସମୟାନୁକ୍ରମେ କିଛି ଲୋକ କାଦବରାଙ୍ଗ […]

Read More Text.
Onn 3

ମନ ମୋହିଲା ଗମ୍ଭାରିଆ ର ୨୩ ତମ ମହା ଆକର୍ଷଣୀୟ ରାବଣ ପୋଡି ଉତ୍ସବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକ ଅନ୍ତର୍ଗତ ଗମ୍ଭୀରିଆ ପଞ୍ଚାୟତର ଗମ୍ଭାରିଆ ଗ୍ରାମ ଖେଳ ପଡ଼ିଆରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୨୩ ରାବଣପୋଡ଼ି ଉତ୍ସବ ପ୍ରଵଳ ଜନସମାଗମ ମଧ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୨୦୦୦ ମସିହାରୁ କିଛି ଯୁବକ ମଜା ମଜାରେ ଏଠୁ ସେଠୁ ଅଠର ଟଙ୍କାରେ ବାଣ କିଣି ନଡ଼ା, କନାରେ ରାବଣ ମୂର୍ତ୍ତି ତିଆରି କରି ରାବଣ ପୋଡି ଉତ୍ସବ ପାଳନ କରିଥିଲେ ।କିଏ ଜାଣି ଥିଲା ଆଜି ଏହା ଏକ […]

Read More Text.
Onn 3

ଧରାପୃଷ୍ଠକୁ ବିରାଜିବେ ମା’ ପଦ୍ମାଳୟା ,ଚଳଚଞ୍ଚଳ ପୂଜା ମଣ୍ଡପ

  ଭୁବନେଶ୍ଵର: ରାତି ପାହିଲେ ଆରମ୍ଭ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଉ ଏହାକୁ ନେଇ ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ । ସହରର ସମସ୍ତ ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଥିବାବେଳେ, ମିଳିତ ପୂଜାକମିଟି ପକ୍ଷରୁ ସମସ୍ତ କାର୍ଯ୍ୟକୁ ତଦାରଖ ଏବଂ ନିୟନ୍ତ୍ରଣ କରାଯାଉଛି । କୁମାର ପୂର୍ଣ୍ଣିମା ଠାରୁ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା । ଚଳିତବର୍ଷ ଢେଙ୍କାନାଳରେ ମୋଟ ୩୮ଟି ପୂଜା […]

Read More Text.
Onn 3

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

  ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ ଆରମ୍ଭ ହୋଇଛି । ଯାହାକୁ ଦେଖିବାଲାଗି ଭକ୍ତଙ୍କ ପ୍ରବଳ ଭିଡ ଲାଗିଛି ।ତେବେ ଗତକାଲି ଦଶହରାରେ ମହାପ୍ରଭୁଙ୍କ ଅନେକ ଗୁଡ଼ିଏ ନୀତିକାନ୍ତି ଥିବାରୁ ରାତ୍ର ପହୁଡ଼ କରାଯାଇନଥିଲା । […]

Read More Text.
Onn 3

ଏକାଠି ବାହାରିଲେ ମା’ ସମଲେଶ୍ୱରୀ ଓ ମା’ ରକ୍ତାମ୍ବରୀ, ହେଲେ କେହି କାହା ମୁହଁ ଦେଖିଲେନି

  ନୂଆପଡ଼ା: ବାଜା ସାଙ୍ଗକୁ  ବୀରବାଦ୍ୟ ଆଉ ନାଚଗୀତରେ କମ୍ପୁଥିଲା ଗଗନପବନ । ହର୍ଷଉଲ୍ଲାସରେ ଉଛୁଳି ଉଠୁଥିଲା ସହରର ଗଳିକନ୍ଦି । ଶହଶହ ଭକ୍ତଙ୍କ ଗହଣରେ ଧୁମଧାମରେ ଶେଷ ହୋଇଛି  ଖଡ଼ିଆଳ ଐତିହାସିକ ଯୋଡି ଛତର ଯାତ୍ରା ।  ଖଡ଼ିଆଳର ମା’ ସମଲେଶ୍ବରୀ ଓ ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା  ଦର୍ଶନ ପାଇଁ ପଡୋଶୀ କଳାହାଣ୍ଡି ବଲାଙ୍ଗୀର ଓ ଛତିଶଗଡ଼ ର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଖଡ଼ିଆଳରେ ହେଉଥିବା ଯୋଡି ଛତର ଯାତ୍ରାର […]

Read More Text.
Onn 3

ଭସାଣି ପାଇଁ କମିଶନରେଟ ପୋଲିସ ଆଲର୍ଟ: ଦାୟିତ୍ୱରେ ଅଛନ୍ତି ୧୫୦ ଜଣ ବରିଷ୍ଠ ଅଧିକାରୀ

  ଭୁବନେଶ୍ୱର: ଧରାପୃଷ୍ଠରୁ ଆଜି ମେଲାଣି ନେବେ ଦୁର୍ଗତି ନାଶିନୀ ମା’ ଦୁର୍ଗା । ମା’ଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅପରାହ୍ନ ୩ଟାରେ ଆରମ୍ଭ ହେବ ଭବ୍ୟ ଭସାଣି ଯାତ୍ରା ।  ରାଜଧାନୀ ଭୁବନେଶ୍ୱରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣି ସମୟରେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସୁରକ୍ଷା […]

Read More Text.