Er

ପ୍ରବେଶିକା ପରୀକ୍ଷାରେ ଜୀବନଜ୍ୟୋତି ଟପର

State

ଆଗରପଡ଼ା :ପଳାସଗଡ଼ିଆ ଆଦର୍ଶ ସ୍କୁଲ ଷଷ୍ଠଶ୍ରେଣୀରେ ଆଡ଼ମିସନ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ବନ୍ତର ଅମୀୟ ଜେନା ଓ ଗୀତାଞ୍ଜଳିଙ୍କ ପୁଅ ଜୀବନଜ୍ୟୋତି ଅଧିକ ନମ୍ବର ରଖି ବ୍ଳକରେ ଟପର ହୋଇଥିବାର ଜଣାପଡ଼ିଛି । ସେ ବନ୍ତ ସରସ୍ୱତୀ ଶିଶୁମନ୍ଦିରରେ ୫ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ସେ ଏଥିପୂର୍ବରୁ ୩ୟ ଶ୍ରେଣୀ ମେଧାବୃତ୍ତି ପାଇବାରେ ସଫଳ ହୋଇଥିଲେ ।