Onn 3

ଆମ ଓଡିଶା ନବିନ୍ ଓଡିଶା (ସହରୀ) ଏକ ଅଭିନବ ପଞ୍ଚମ ସଚେତନତା ଶିବିରର ଆୟୋଜନ

State

ବାରିପଦା:  ବାରିପଦା ସହରର ଭ।ଗବତୀ ଟୁଙ୍ଗୀ (ୱ।ର୍ଡ ନଂ -୧୭) ଠାରେ ବାରିପଦା ପୌରପାଳିକା ତରଫରୁ ଆୟୋଜନ କରାଯାଇଥିଲା l ଏହି ଶିବିରରେ ସହରାଞ୍ଚଳର ବିକାଶ,ରାଜ୍ୟ ସରକାର ସଂକଳ୍ପ ହୋଇ ଥିବାର ବିଭିନ୍ନ ଯୋଜନା ଗୁଡିକ ଡିଜିଟାଲ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଗଲା ।
“ଅlମ ଓଡିଶl ନବିନ୍ ଓଡିଶା (ସହରୀ)”ପରିଚାଳନାକାର୍ଯ୍ୟସଠିକଏବଂଦକ୍ଷତାରସହପରିଚାଳନାକରିବାନିମନ୍ତେ, ସରକାରକାର୍ଯ୍ୟରେସମ୍ପୃକ୍ତଥିବାସମସ୍ତଅଧିକାରୀ,ନିର୍ବାଚିତଲୋକପ୍ରତିନିଧିଏବଂକାର୍ଯ୍ୟକର୍ତ୍ତାମାନେ ଉପସ୍ତିତ ରହି କାର୍ଯ୍ୟକ୍ରମଆରମ୍ଭକରିଥିଲେ ଏବଂଏଥିନିମନ୍ତେବିଭିନ୍ନ ବିଭାଗରଅଧିକାରୀମାନେ ଉପସ୍ତିତ ରହି ୫ଗୋଟି ଷ୍ଟଲ୍କରାଯାଇ ଜନ ସାଧାରଣଙ୍କୁ ସଚେତନତ। କରାଯାଉଥିଲା।

ଏହିସଚେତନତା ଶିବିର କାର୍ଯ୍ୟକ୍ରମରେଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାରିପଦାପୌରପାଳିକାରଭ।ଗବତୀ ଟୁଙ୍ଗୀଠ।ରେ ଦୁଇ ଗୋଟି ୱାର୍ଡ (୩ ଓ ୧୭) ରୁ ୪୩୫ ଜଣ ଅଧିବାସୀ ଏବଂ କାଉନସିଲର ମାନେ (ଯଥା- ଅନନ୍ତ କୁମ।ର ଦ।ସ ୱାର୍ଡ – ୨୩, ମହେଶ ଭଞ୍ଜଦେଓୱାର୍ଡ – ୧୨ଏବଂପୂର୍ବତନ କାଉନସିଲର ବିଶିକେଶନ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ତାଙ୍କ ନିଜ ୱାର୍ଡର ବିକାଶ ହୋଇଥିବା ସମସ୍ତ ରାସ୍ତା, ନାଳ, ରାସ୍କାର ଆଲୋଇକରଣ ଏବଂ ଅନ୍ୟ ଯୋଜନା ଉପରେ ଟିପ୍ପଣୀ ରଖିଥିଲେ । ଏଠାରେଶ୍ରୀକୃଷ୍ଣାନନ୍ଦମହାନ୍ତି, ପୌରାଧ୍ୟକ୍ଷବାରିପଦାପୌରପାଳିକା ଓ ଶ୍ରୀମତୀ ସୀମା ଦାସ, ଉପନଗରପାଳଙ୍କସହଯୋଗରେ‘“ଅlମ ଓଡିଶl ନବିନ୍ ଓଡିଶା (ସହରୀ)” ସମ୍ପର୍କିତସଚେତନତା ଶିବିର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଅଛି ।

ଏହିସଚେତନତା ଶିବିରକାର୍ଯ୍ୟକ୍ରମରେଶ୍ରୀକୃଷ୍ଣାନନ୍ଦମହାନ୍ତି, ପୌରାଧ୍ୟକ୍ଷବାରିପଦାପୌରପାଳିକା, ଯୋଗଦେଇକାର୍ଯ୍ୟକ୍ରମଶୁଭାରମ୍ଭକରିଥିଲେଏବଂପୌରପାଳିକା ଅଧୀନରେ ଥିବା ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
ଇତି ମଧ୍ୟରେ ବାରିପଦା ପୌରପାଳିକାର ଶ୍ରୀ ସଚ୍ଚିଦାନନ୍ଦ ସତପଥୀ ପୌରଯନ୍ତ୍ରୀ ଉପସ୍ଥିତ ରହି ମୁକ୍ତା, ସ୍ୱଚ୍ଛତା ରାସ୍ତାର ଆଲୋଇକରଣ ଏବଂ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ଯୋଜନାର ମନ୍ତବ୍ୟ ରଖିଥିଲେ ।

ଏହି ସଚେତନତା ଶିବିରରେକନିଷ୍ଟ ଯନ୍ତ୍ରୀ, ସିଟି ମିଶନ ମ୍ୟାନେଜର ,କମ୍ୟୁନିଟି ଅର୍ଗାନାଇଜର, ସାନିଟେସନ ଏକ୍ସପର୍ଟ, ଏବଂ ପୌରପାଳିକାର ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ, ତତ୍ ସହିତସ୍ଵଛସାଥି, ସ୍ଵଛସୁପରଭାଇଜର, ମିଶନ ଶକ୍ତି ଗୋଷ୍ଠୀ ଏବଂ ସହର ବାସିନ୍ଦାକାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟର ବିଭିନ୍ନ ପରିଚାଳନା ପ୍ରକ୍ରିୟା ସମ୍ୱନ୍ଧରେ ଅବଗତ ହୋଇଥିଲେ।