Onn 3

ଅସୁରେଶ୍ୱର ପଞ୍ଚାୟତରେ ଜନରାଜ୍ୟ ଦିବସ ପାଳିତ

State

ନିଶ୍ଚିନ୍ତକୋଇଲି : ଅସୁରେଶ୍ୱର ପଞ୍ଚାୟତରେ ସରପଞ୍ଚ ଗୌତମୀ ଦାସ ଜାତୀୟ ପତାକା ଉତ୍ତୋଳନ କରି ୭ଟି ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଅଭିବାଦନ ଗ୍ରହଣ କରିଥିଲେ । ଯୁବନେତା ଅନନ୍ତ କୁମାର ଦାସଙ୍କ ପୌରହିତ୍ୟରେ ଏଥ୍‌ôରେ ସିତିସଭ୍ୟା ହିମାଦ୍ରୀ ମିଶ୍ର,ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ପଣ୍ଡା, ପିଇଓ ପ୍ରସନ୍ନ ସାହୁ, ଜିଆରଏସ ସଂଯୁକ୍ତା ସାହୁଙ୍କ ସମେତ ବହୁ ବୟୋଜ୍ୟୋଷ୍ଠ ନାଗରିକ ଓ ୱାଡ଼ ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।