Onn 3

କେଣ୍ଟାଳ ପଞ୍ଚାୟତରେ ଜନରାଜ୍ୟ ଦିବସ ପାଳିତ

State

ନିଶ୍ଚିନ୍ତକୋଇଲି : କେଣ୍ଟାଳ ପଞ୍ଚାୟତର ସରପଞ୍ଚ ତୃପ୍ତିମୟୀ ନାୟକଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଶିଶୁ ମନ୍ଦିରର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଅଭିବାଦନ ଗ୍ରହଣ କରିଥିଲେ । ଆୟୋଜିତ ଏକ ସଭାରେ ସମିତିସଭ୍ୟ ଇମରାନ୍ ଖାଁ, ନାଏବ ସରପଞ୍ଚ ଇତିଶ୍ରୀ ନାୟକ, ପୂର୍ବତନ ସରପଞ୍ଚ ଅନ୍ନଦାପ୍ରସନ୍ନ ନାୟକଙ୍କ ସମେତ ବହୁ ମୁରବୀ ଓ ୱାର୍ଡ଼ ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ ।