Onn 3

କଟିକଟା ପଞ୍ଚାୟତରେ ଜନରାଜ୍ୟ ଦିବସ ପାଳିତ

State

ନିଶ୍ଚିନ୍ତକୋଇଲି : କଟିକଟା ପଞ୍ଚାୟତର ସରପଞ୍ଚ ଚିତ୍ତରଂଜନ ମଲିକ ଜାତୀୟ ପତାକା ଉତ୍ତୋଳନ କରି ସ୍ଥାନୀୟ ଅରବିନ୍ଦ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଆୟୋଜିତ ଏକ ସଭାରେ ଶିକ୍ଷାବିତ୍ ଶରତଚନ୍ଦ୍ର ମହାନ୍ତି,ସମିତିସଭ୍ୟ ଦିଲ୍ଲିପ କାଣ୍ଡି,ସାମ୍ବାଦିକ ମନୋରଂଜନ ଭୂୟାଁ, ପିଇଓ ସୁଜୟ କୁମାର ବେହେରା, ଜିଆରଏସ ମଧୁସ୍ମିତା ପାତ୍ରଙ୍କ ସମେତ ବହୁ ବୟଜ୍ୟୋଷ୍ଠ ବ୍ୟକ୍ତି ଓ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ ।