Onn 3

ଫିଟନେସ ଜିମ ସେଣ୍ଟର ଭଦ୍‌ଘାଟନ

State

ଆଗରପଡ଼ା : ଆଗରପଡ଼ା ଠାରେ ପ୍ରଥମଥର ପାଇଁ ରାୟ ଆଣ୍ଡ ରାୟ ଜିମ ସେଣ୍ଟର ଖୋଲିଥିବାରୁ ବିଶେଷ କରି ଯୁବ ବର୍ଗଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ବୃଦ୍ଧି ପାଇଥିବାର ପରିଲକ୍ଷିତ ହୋଇଛି । ଏହି ସେଣ୍ଟରକୁ ଭଗତସେନା ଆବାହକ ସୀତାଂଶୁ ଶେଖର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଗ୍ରାମାଚଂଳରେ ଏହି ସୁବିଧା,ସୁଯୋଗ ମିଳିଲେ ନିଶ୍ଛିତ ଭାବେ ଯୁବବନ୍ଧୁ ନିଜକୁ ସୁସ୍ଥ ଓ ନିରୋଗ ରହିପାରିବେ ।

ହାଇକୋର୍ଟ ଆଡ଼ଭୋକେଟ ମନୋଜ ରାୟ,ସାମ୍ବାଦିକ ଅକ୍ଷୟ ସିଂହ,ଯୁବନେତା ପ୍ରୀତିଶ ଶତପଥୀ ପ୍ରମୁଖ ଅତିଥିଭାବେ ଯୋଗ ଯେଇଥିଲେ । ଜିମ ସତ୍ୱାଧିକାରୀ ମାନସ ରାୟ ଏହାକୁ ପରିଚାଳନା କରିଥିଲେ ।