Onn 3

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ

State

 

cold

ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ର ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କୋରାପୁଟରେ ୧୩.୮ ଏବଂ ଦାରିଙ୍ଗିବାଡିରେ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ସେପଟେ ଝାରସୁଗୁଡା ରାତ୍ରି ତାପମାତ୍ରା ହେଉଛି ୧୭.୩ ଡିଗ୍ରୀ । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଫଳରେ ଧୀରେ ଧୀରେ ଶୀତ ବଢିବ ।