Onn 3

ବରପଦା-ଆନନ୍ଦପୁର ରାସ୍ତାରେ ଦୁର୍ଘଟଣା, ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍‌

Crime State

ଆଗରପଡ଼ା:ଗୁରୁବାର ସଂଧ୍ୟାରେ ବରପଦା-ଆନନ୍ଦପୁର ରାସ୍ତାର ଗଣିଜାଙ୍ଗ ଛକ ଠାରେ ଏକ ମାଲ୍ ବାଇ ଟ୍ରକ ଏକ ବାଇକକୁ ଧକ୍କା ଦେଇ ଜଳି ଯାଇଥିଲା । ବାଇକ୍ କୁ ଧକ୍କା ଦେବା ଫଳରେ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପଂହଚିଥିବା ବେଳେ ନିଆକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ପହଂଚିଥିବା ଜଣାପଡ଼ିଛି ।