Onn 3

ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

State

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ । ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । କାଲିଠୁ ସ୍କୁଲରେ ଯୋଗଦେବେ ପ୍ରାଥମିକ ଶିକ୍ଷକ ସରକାରଙ୍କ ଉପରେ ଆସ୍ଥା ରଖିଲେ ପ୍ରାଥମିକ ଶିକ୍ଷକ । ଶିକ୍ଷକ ସଂଘର ଷ୍ଟିୟରିଂ କମିଟି ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ଅର୍ଥମନ୍ତ୍ରୀ । ଆନ୍ତଃସ୍ତରୀୟ ମନ୍ତ୍ରିସ୍ତରୀୟ ବୈଠକ ପରେ ନିବେଦନ କରିଥିଲେ । ଦାବି ପୂରଣ ପାଇଁ ଡିସେମ୍ବର ଯାଏ ସମୟ ନେଲେ ସରକାର । ଶିକ୍ଷକ ସଂଘ ମହାସଚିବ ଏହି ସୂଚନା ଦେଇଛନ୍ତି ।