ଭଞ୍ଜନଗର: କବିସୂର୍ଯ୍ୟନଗର ଡବଲ ମର୍ଡର ଘଟଣାରେ ୪ ଅଟକ । ଘଟଣାସ୍ଥଳରୁ ଗୋଟିଏ ମାଉଜର ଏବଂ ୭ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଛି । ଗତକାଲି ରାତିରେ ସୁନାରିଝୋଳ ଗାଁରେ ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଥିଲା । ମୃତକ ଭିଣୋଇ ମିଥୁନ ଭୂୟାଁ ଓ ଶାଳକ ଲିପୁନ ସ୍ବାଇଁ।
