Onn 3

ଆକାଉଣ୍ଟ ଅଫିସରଙ୍କ ସଂପତ୍ତି ୮ କୋଟି

Crime State

ଭୁବନେଶ୍ୱର: ରିଆମାଳ ବ୍ଲକର ପୂର୍ବତନ ଆକାଉଣ୍ଟଓ ଅଫିସରଙ୍କ କୁବେର ସଂପତ୍ତି । ପୂର୍ବତନ ଆକାଉଣ୍ଟଓ ଅଫିସର ରାଜେନ୍ଦ୍ର ଦାସଙ୍କ ୮ କୋଟିର ସଂପତ୍ତି । ମୋଟ ୮ କୋଟି ୪ ଲକ୍ଷର ସଂପତ୍ତି ଠାବ କଲା ଭିଜିଲାନ୍ତ୍ର ଟିମ । ରାଜେନ୍ଦ୍ରଙ୍କ ୮ଟି କୋଠା, ୩ଟି ପ୍ଲଟ, ୧.୭କୋଟିର ବ୍ୟାଙ୍କ ଜମା ଠାବ ହୋଇଛି ।

ଆୟଠାରୁ ୫୧୪% ଅଧିକ ସଂପତ୍ତି ଆହରଣ କରିଥିବା କହିଲା ଭିଜିଲାନ୍ତ୍ର । ଲାଞ୍ଚ ସଂ ଆୟ ବର୍ହିଭୂତ ସଂପତ୍ତି ମାମଲା ମଧ୍ୟ ରୁଜୁ କଲା ଭିଜିଲାନ୍ତ୍ର ।