Img 20240920 Wa0217

ବାରିପଦା ବ୍ଲକର ବିଦ୍ୟାଳୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ବାରିପଦା ବ୍ଲକର ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜ ମୋହନ ମୁର୍ମୁ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ପ୍ରତିଯୋଗୀ ମାନଙ୍କୁ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ […]

Read More Text.
Image 1726746015

କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ

ଚେନ୍ନାଇ : କମାଲ କରିଛନ୍ତି ଭାରତର ସ୍ପିନିଂ ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା। ଏଥର ବୋଲିଂରେ ନୁହେଁ, ବ୍ୟାଟିଂରେ ଉଭୟ ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି। କେବଳ ଉଦ୍ଧାର କରି ନାହାନ୍ତି, ବରଂ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଭାରତକୁ କମବ୍ୟାକ କରାଇଛନ୍ତି। ବିଶେଷ କରି ଅଶ୍ୱିନ ନିଜ ହୋମଗ୍ରାଉଣ୍ଡ ଚେନ୍ନାଇର ଏମଏ ଚିଦାମ୍ବରମ ବା ଚେପକରେ ନିଜ ବ୍ୟାଟିଂରେ ଯାଦୁ ଦେଖାଇଛନ୍ତି। ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲଙ୍କ ଭଳି ବଡ଼ବଡ଼ […]

Read More Text.
Img 20240918 Wa0280

ଆନ୍ତଃ ଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଘୋଷିତ

ବାରିପଦା : ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ଓ ସି ଏ ଆନ୍ତଃ ଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଦଳରେ ଅଧିନାୟକ ଚନ୍ଦନ କୁମାର ସିଂହ, ଉପ ଅଧିନାୟକ ରୋଶନ ଚୌଧୁରୀ ସମେତ ଜି ଏନ ବିଶ୍ୱ ପି ସାହୁ, ମହେନ୍ଦ୍ର କୁମାର ଦେ, ଜ୍ଞାନଦୀପ ବସା, ଡି ଜଗନ ରେଡି, ସାହିଲ କୁମାର ମହାନ୍ତ, ଉତ୍ସବ ରଣା, […]

Read More Text.
Cham

ଏସିଆନ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ

ବେଜିଂ: ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍‌କୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ଜୁଗରାଜ ସିଂ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ସେ ଅଧିନାୟକ ହରମାନପ୍ରୀତଙ୍କ ପାସ୍‌କୁ ଏକ ଗୋଲରେ ପରିଣତ କରିଥିଲେ। ଏହାପୂର୍ବରୁ ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଚାଇନା ଏହି ମ୍ୟାଚରେ ନିଜର ଜୋରଦାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛି। ହରମାନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଚୀନ୍‌କୁ […]

Read More Text.
Photo For The News Of Sports

ବ୍ଲକସ୍ତରୀୟ ସ୍କୁଲ କ୍ରିଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଆଗରପଡ଼ା :ଆଗରପଡ଼ା ସ୍ଥିତ କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବନ୍ତ ବ୍ଲକ ସ୍କରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ, ପୁରୁଷଣ୍ଢ ନଂଚାୟତ ସରପଞ୍ଚ ପ୍ରକାଶ ବିଶ୍ୱାଳ, ବ୍ଲକ କ୍ରୀଡା ସଂପାଦକ ମନୋଜ ଶଙ୍ଖୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଆଝାରୁଦ୍ଧିନ ଅତିଥି ପରିଚୟ ଏବଂ ଧୀରେନ୍ଦ୍ର […]

Read More Text.
Hockey 1726308254

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି; ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ : ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତୀୟ ହକି ଟିମ। ଆଜିର ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଦଳ ସେମି ଫାଇନାଲ ଖେଳିବାକୁ ଯାଉଛି। ଭାରତକୁ ଆଜି ହରାଇବାକୁ ପାକିସ୍ତାନ ପୂରା ଚେଷ୍ଟା କରିଥିଲେ ହେଁ ତା’ର ସବୁ ଉଦ୍ୟମ ଫେଲ ମାରିଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଚାଇନା, ପରେ […]

Read More Text.
Image 1725621515

ପାରା ଅଲିମ୍ପିକ୍ସରେ କମାଲ କଲେ ପ୍ରବୀଣ କୁମାର: ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

ପ୍ୟାରିସ : ପାରା ଅଲିମ୍ପିକ୍ସରେ ଭାରତର ପଦକ ବର୍ଷା ଜାରି ରହିଛି। ଆଜି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରବୀଣ କୁମାର। ସେ ପୁରୁଷ ଉଚ୍ଚ ଡିଆଁର ଟି ୬୪ ବର୍ଗରେ ଦେଶ ପାଇଁ ଏପରି ସଫଳତା ଆଣିଛନ୍ତି। ଆରମ୍ଭରୁ କମାଲ କରିଥିବା ପ୍ରବୀଣ ୨.୦୮ ମିଟର ଉଚ୍ଚକୁ କ୍ଲିୟର କରିଛନ୍ତି। ଏହାପରେ ସେ ୨.୧୦ ମିଟର ମଧ୍ୟ କ୍ଲିୟର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସଫଳ ହୋଇ ପାରି ନଥିଲା। […]

Read More Text.
Foot

ରାଜ୍ୟ ସ୍ତରୀୟ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଚୟନ ପ୍ରକ୍ରିୟା

ବାରିପଦା  : ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସିନିୟର ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ଦଳ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ସେପ୍ଟେମ୍ବର ୬ ତାରିଖରୁ ୧୩ ତାରିଖ ମଧ୍ୟରେ ହେବ I ଇଛୁକ ଖେଳାଳି ମାନେ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ନିଜନିଜର ନାମ ପଞ୍ଜିକରଣ ବାରିପଦା ଷ୍ଟାଡିୟମ ଅଫିସରେ କରି ପାରିବେ ବୋଲି […]

Read More Text.
Whatsapp Image 2024 08 30 At 12.40.45 Pm

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବାରିପଦା : ଜାତୀୟ କ୍ରୀଡା ଦିବସ ଧ୍ୟାନ ଚାନ୍ଦ ଜନ୍ମଦିନ ପାଳନ ଅବସରରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ମା\’ କିଚକେଶ୍ୱରୀ ଭଲିବଲ ଏକାଡେମୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ ଗୋଟି ଦଳ ( ମା କୀଚକେଶ୍ୱରୀ, ମୟୂରଭଞ୍ଜ ପୋଲିସ, ୫ମ ବାଟାଲିୟନ ଓ ବଡ ବ୍ରାହ୍ମଣମାରା ) ଅଂଶ ଗ୍ରହଣ କରିଥିଲେ । ଏଥିରେ ମା\’ କିଚକେଶ୍ୱରୀ ଭଲିବଳ ଦଳ ଓ ୫ମ ବାଟାଲିୟନ […]

Read More Text.
Dh

ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଅବସର ଘୋଷଣା କଲେ ଧୱନ

ନୂଆଦିଲ୍ଲୀ: ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍‌ ଶିଖର ଧାୱନ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଧୱନ ୨୦୨୨ ମସିହାରେ ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ଏକ ଦିବସୀୟ ମ୍ୟାଚ୍‌ ଖେଳିଥିଲେ। ସେ ତାଙ୍କ କ୍ୟାରିୟର୍‌ ଭିତରେ ପାଇଥିବା ସମର୍ଥନ ହେତୁ ସମସ୍ତଙ୍କୁ ନିଜର କୃତଜ୍ଞତା […]

Read More Text.