Img 20240612 Wa0171

ସମାଜରେ ଉଦାହରଣ; ଝିଅର ଜନ୍ମଦିନରେ ରକ୍ତଦାନ ସହ ବୃକ୍ଷରୋପଣ କଲେ ପିତା ମାତା

ବାରିପଦା : ପୁଅଝିଅର ଜନ୍ମଦିନକୁ ପରିବାର ଓ ବନ୍ଧୁମାନଙ୍କ ଗହଣରେ ସାଧାରଣତଃ ସମସ୍ତେ ପାଳନ କରିଥାନ୍ତି I ମାତ୍ର ଝିଅର ଜନ୍ମଦିନରେ ପିତାମାତା ଉଭୟେ ରକ୍ତଦାନ କରିବା ସହ ବୃକ୍ଷରୋପଣ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି I ସରସକଣା ବ୍ଲକ ଅନ୍ତର୍ଗତ ରାଜାଲୋକା ନିବାସୀ ସରୋଜ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶୁଳିଆପଦା ତାଙ୍କର ଏକ ମାତ୍ର ଝିଅ ଏସ କିରଣର ଜନ୍ମଦିନରେ ନିଜ ପତ୍ନୀ ନିବେଦିତା ସାହୁଙ୍କ ସହ […]

Read More Text.
Erwe

ପ୍ରସିଦ୍ଧ ପୂର୍ଣେଶ୍ବର ଶୈବପୀଠରେ ଦୈବୀ ମିଳନର ଅନ୍ୟନ୍ୟ ପର୍ବ ଶିବ ବିବାହ

ବାରିପଦା: ଶିବ ବିବାହ ଓ ଶୀତଳଷଷ୍ଠୀ ଆମ ଧାର୍ମିକ ପରମ୍ପରାର ଏକ ମହାନ ଗଣପର୍ବ ।ଓଡିଶାରେ ଏହା ସଵୁର ଉର୍ଦ୍ଧ୍ବରେ ଉତ୍କଳୀୟ ଧର୍ମ ସଂସ୍କୃତିର ଏକ ଏକତାର ପ୍ରତୀକ । ମୟୁରଭଞ୍ଜ ଜିଲ୍ଲାର କୁଚେଇବୁଢୀ ଗ୍ରାମସ୍ଥ ପୂର୍ଣେଶ୍ବର ଶୈବପୀଠରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ତଥା ଶୀତଳ ଷଷ୍ଠୀ ମଙ୍ଗଳବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଷଷ୍ଠୀ ତଥା ଶୀତଳ ଷଷ୍ଠୀ ହେଉଛି ଐତିହ୍ୟ, ସଂସ୍କୃତି, ପରମ୍ପରା ଧର୍ମ […]

Read More Text.
Wre

ମନ୍ଦିର, ଦେବାଳୟ, ପୁର-ପଲ୍ଲୀରେ ଧୂମଧାମରେ ସାବିତ୍ରୀ ବ୍ରତ ପାଳିତ

ବାରିପଦା:  ଅସ୍ମୀତା ଓଡ଼ିଆଙ୍କ ବାର ମାସରେ ତେର ପରଵ ।ସେହି ପର୍ବପର୍ବାଣୀରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟାରେ ପଡ଼ୁଥିବା ସାବିତ୍ରୀ ବ୍ରତ ଅନନ୍ୟ ଅଟେ ।ମଥାରେ ସିମନ୍ତନୀ ତଥା ସାତ ଜନ୍ମର ସାଥି ଦେଇଥିବା ନିଜ ସ୍ଵାମୀଙ୍କ ସୁସ୍ଥ , ଦୀର୍ଘାୟୁ ଓ ପରିବାରର ମଙ୍ଗଳ କାମନା ପାଇଁ ଏହି ଆଧ୍ୟାତ୍ମିକ ଧାର୍ମିକ ପର୍ବ ସଧବା ମହାରଣାମାନେ କରିଥାନ୍ତି । ଗୁରୁବାର ଦିନ ଏହି ମହାନ ପର୍ବକୁ ହିନ୍ଦୁ ମହିଳାମାନେ ମଠ, ମନ୍ଦିର,ଦେବାଳୟ,ଗୃହେ ଗୃହେ ପୂଜାର୍ଚ୍ଚନା ସହ […]

Read More Text.
Rewr

ଅଭିନୟ ନିଶାରେ ମସ୍‌ଗୁଲ ମାର୍ବଲ ମିସ୍ତ୍ରି

ଆଗରପଡ଼ା :ପିଲାଟି ଦିନୁ ଭଲ କଳାକାର ଟିଏହେବା ପାଇଁ ମନରେ ବହୁ ଆଗ୍ରହ ଥିଲା । ହେଲେ ପରିସ୍ଥିତି ତାଙ୍କୁ ମାର୍ବଲ ମିସ୍ତ୍ରି ସଜାଇଲା । ତଥାପି ନିଜ ପିଲା ଦିନର ଆଗ୍ରହକୁ ସେ ଭୂଲି ନାହାନ୍ତି । ପରିବାର ପ୍ରତିପୋଷଣ ପାଇଁ ମାର୍ବଲ ମିସ୍ତ୍ରି ଭାବେ କାର୍ଯ୍ୟକରୁଥିବା ବେଳେ ମିଳୁଥିବା ସମୟକୁ ସେ ନିଜର କଳାରେ ନିୟୋଜିତ କରନ୍ତି । ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ କଳାକୁ ପ୍ରଦର୍ଶନ କରି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶସିଂତ ହୋଇଛନ୍ତି […]

Read More Text.
Photo For The News Of Sabitree

ସାବିତ୍ରୀ ଆଡିରେ ବ୍ରତ ପାଳନ

ଆଗରପଡ଼ା :ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଅର୍ନ୍ତଗତ ତୋଟାସାହି ଗ୍ରାମ ସ୍ଥିତ ବହୁ ପୂରାତନ ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ସାବିତ୍ରୀ ଆଡ଼ି ପୀଠରେ ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ବିଶେଷ କରି ସଧବା ମହିଳା ମାନେ ବ୍ରତ ଉପବାସ କରି ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର ପରିସରରେ ଭିଡ ଜମାଇଥିବା ବେଳେ ଏହି ଉତ୍ସବକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ […]

Read More Text.
Photo4

ଐତିହ୍ୟ ସମ୍ପନ୍ନ ପୌରାଣିକ ପୀଠ ‘ସାବିତ୍ରୀ ଆଡ଼ି’

ବିନୋଦ କୁମାର ଧଳ ସାମନ୍ତ ଆଗରପଡ଼ା : ଆମ ରାଜ୍ୟର କଳା ଓ ସଂସ୍କୃତି ସାରା ଭାରତ ବର୍ଷରେ ସ୍ୱତନ୍ତ୍ର । ରାଜ୍ୟର ପ୍ରତେକ ଜିଲ୍ଲାରେ ଏପରିବି ପୀଠ ଅଛି ଯାହା ଆମ ରାଜ୍ୟର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେହି ଜିଲ୍ଲା ମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲା ଅନ୍ୟତମ । ଏହି ଜିଲ୍ଲା ବହୁ ଐତିହ୍ୟ ସଂପର୍ଣ୍ଣ ପୀଠର ବାର୍ତ୍ତା ଓ କାହାଣୀକୁ ନିଜ କୋଳରେ ଧରି ଗର୍ବ ଅନୁଭବ କରିବା ସହ ଏହି […]

Read More Text.
Pustak Unmachan

କବିତା ପୁସ୍ତକ “ଶୋଭନ” ଓ “ଶୋଭେଶ” ଉନ୍ମୋଚ଼ିତ

ବାରିପଦା: ବରିଷ୍ଠ କବି ହରନାରାୟଣ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ ଦ୍ବୟ “ଶୋଭନ” ଓ “ଶୋଭେଶ” ଉନ୍ମୋଚିତ ହୋଇଯାଇଛି ଜ୍ଝ ଚିତ୍ତରଞ୍ଜନ ପତି ଫାଉଣ୍ଡେସନ ର ଆବାହକ ଡ ମନତୋଷ କୁମାର ପତି , ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ କବି ଅମିତାଭ ମିଶ୍ର , ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକ ଦ୍ବୟ ଉନ୍ମୋଚ଼ନ କରିବା ସହ କବିଙ୍କର ମହନୀୟ ଉଦ୍ୟମର ପ୍ରଶଂସା କରିଥିଲେ ଜ୍ଝ କିଶୋର ସାହିତ୍ୟ […]

Read More Text.
Photo For The News Of Arpita

କଳାର ପୂଜାରିଣୀ ଅର୍ପିତା, ଓଲିଉଡ଼ ଜଗତରେ ଏଲି ଓ ଏଲିନାଙ୍କ ପରେ ଅର୍ପିତା

ଆଗରପଡ଼ା :ରାଜନୀତି,କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଗଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ସ୍ୱତନ୍ତ୍ରତା ରହିଛି । ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ଉକ୍‌ôଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଯୋଗୁଁ ରାଜନୀତି କ୍ଷେତ୍ର ରେ ଆଗରପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତାଙ୍କ ଯୋଗୁଁ ଏହି ସ୍ଥାନକୁ ସଂଗ୍ରାମୀ ମାଟି ବୋଲି କୁହାଯାଏ । କଳା ସଂସ୍କୃତି କ୍ଷେତ୍ରରେ ଆଜି ଏହି ସ୍ଥାନ ପଛରେ ପଡ଼ିନାହିଁ । ବିଶେଷ କରି ଆଜିର ଯୁବପିଢୀ ମାନଙ୍କ […]

Read More Text.
Ratha 1

ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ତିଥିରେ ଶେଷ ହେଲା ଚକ ଅଖ ଡେରା ନୀତି

ପୁରୀ: ଆଜି ରଥ ଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି । ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯାଇଥିଲା । ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ । ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରିଥିଲେ । ପବିତ୍ର […]

Read More Text.
Ratha 1 1

ଚଳଚଞ୍ଚଳ ରଥଖଳା: ମୋଟ ୪୨ଟି ଚକ ମଧ୍ୟରୁ ୧୬ଟି ଚକ ନିର୍ମାଣ ଶେଷ

ପୁରୀ  : ଚଳଚଞ୍ଚଳ ରଥଖଳା  ।  ୧୮ଦିନରେ ପହଁଚିଛି ରଥ ନିର୍ମାଣ କାର୍ଯ୍ୟ l ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ଵ ଗୋଲେଇ ସହ ମାଠେଣୀ କାର୍ଯ୍ୟ ଶେଷ ହୋଇଛି ।  ତିନି ରଥର ମୋଟ ୪୨ଟି ଚକ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬ ଟି ଚକ ନିର୍ମାଣ ଶେଷ ହୋଇଛି ।  ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ […]

Read More Text.