Photo2 For The News Of Bidyakalina Sabha

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଆଗରପଡ଼ା :ବନ୍ତ ବ୍ଲକ ଟିଲୋ ଗଡ଼ଚଣ୍ଡି ଉପ୍ରା ବିଦ୍ୟାଳୟ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଗୋଲାପ ରାଣୀ ରାଉତଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବ୍ଳକ ଶିକ୍ଷାଧିକାରୀ ମଂଜୁଳାବାଳା ନାୟକ,ପୂର୍ବତନ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅମୂଲ୍ୟ ମିଶ୍ର, ହାଟଡ଼ିହୀ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରୋଦ ନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ ପୃଷ୍ଟି,ଶଶୀଶେଖର କରଶର୍ମା,ଅଲେଖ ଚନ୍ଦ୍ର ନାୟକ,ସରପଂଚ ସଂଗ୍ରାମ କେଶରୀ ଜେନା,ବିଦ୍ୟାଳୟ […]

Read More Text.
Onn 3

ଜିଲ୍ଲା ସ୍ତରୀୟ ଖରିଫ କୃଷି ନିତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ

କୃଷି-ପର୍ଯ୍ୟଟନ ଓ ମିଶନ ଶିମିଳିପାଳକୁ ଜନାଦୃତ କରାଇବାପାଇଁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ ବାରିପଦା:  ଆଗାମୀ ଖରିଫ ଋତୁରେ ହେବାକୁ ଥିବା କୃଷିକାର୍ଯ୍ୟର ସଠିକ ପରିଚାଳନା ପାଇଁ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମାଗାନ୍ଧୀ ବୈଠକ ଗୃହରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କୃଷି କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେହୁରା ଜିଲ୍ଲାରେ କୃଷି ସମ୍ବନ୍ଧୀୟ ତଥ୍ୟ […]

Read More Text.
Onn 3

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ସମ୍ପୂର୍ଣ୍ଣ ରୁପେ ସଜାଗ ଓ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ବାରିପଦା:  ମୟୂରଭଞ୍ଜ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓଶ୍ଵାନ ହଲଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀ ସନାତନ ବିଜୁଳି ଯୋଗ ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା […]

Read More Text.
Onn 3

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅନୁଷ୍ଠିତ

ବାରିପଦା:  ଆନ୍ତର୍ଜାତୀୟ ନିଶାଦ୍ରବ୍ୟର କୁ-ପ୍ରଭାବ ଓ ଚୋରାଚାଲାଣ ନିରାକରଣ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ବୁଧବାର ଦିନ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଅନୁକୁଲ୍ୟରେ ଏହି ଦିବସଟିକୁ ହର୍ଷୋଲ୍ଲାସରେ ସହିତ ପାଳନ କରାଯାଇଛି । ଏହି ଦିବସ ପ୍ରାରମ୍ଭରେ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟର କର୍ମକର୍ତା, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତା ଏବଂ ବାରିପଦା […]

Read More Text.
Onn 3

ସେବକଶ୍ରୀ ବଲ୍ଲଭ ଚରଣ ସାହୁ ଙ୍କ ୭୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବୃକ୍ଷରୋପଣ

ବାରିପଦା :ସ୍ଥାନୀୟ ରଘୁନାଥପୁର ସ୍ଥିତ ରୋଜ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ସେବକଶ୍ରୀ ବଲ୍ଲଭ ଚରଣ ସାହୁଙ୍କ ୭୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସର୍ବ ପ୍ରଥମେ ବିଦ୍ୟାଳୟର ଛାତ୍ରଙ୍କ ଗହଣରେ ବଲ୍ଲଭ ବାବୁଙ୍କ ଫୋଟୋ ଚିତ୍ରରେ ସମସ୍ତେ ପୁଷ୍ପାର୍ଘ୍ୟ ଅର୍ପଣ କରି ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ I ପରେପରେ ବିଦ୍ୟାଳୟ ପରିସରରେ ଛାତ୍ର ମାନଙ୍କ ସମେତ ଟ୍ରଷ୍ଟର ସଦସ୍ୟ ମାନେ […]

Read More Text.
Onn 3

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ସମ୍ପୂର୍ଣ୍ଣ ରୁପେ ସଜାଗ ଓ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓଶ୍ଵାନ ହଲଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀ ସନାତନ ବିଜୁଳି ଯୋଗ ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା […]

Read More Text.
Onn 3

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅନୁଷ୍ଠିତ

ବାରିପଦା:  ଆନ୍ତର୍ଜାତୀୟ ନିଶାଦ୍ରବ୍ୟର କୁ-ପ୍ରଭାବ ଓ ଚୋରାଚାଲାଣ ନିରାକରଣ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ବୁଧବାର ଦିନ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଅନୁକୁଲ୍ୟରେ ଏହି ଦିବସଟିକୁ ହର୍ଷୋଲ୍ଲାସରେ ସହିତ ପାଳନ କରାଯାଇଛି । ଏହି ଦିବସ ପ୍ରାରମ୍ଭରେ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟର କର୍ମକର୍ତା, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତା ଏବଂ ବାରିପଦା […]

Read More Text.
Toll

ପଶୁମାନଙ୍କ ପ୍ରତି ନିଷ୍ଠୁରତାକୁ ରୋକିବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର ୧୯୬୨

ବାରିପଦା : ରାସ୍ତାରେ ବୁଲୁଥିବା ଯିବା ଜନ୍ତୁ ମଧ୍ୟ ମଣିଷ ସମାଜର ଏକ ଅବିଛେଦ୍ୟ ଅଙ୍ଗ ଏଣୁ ସେମାନଙ୍କ ସୁରକ୍ଷା ମଧ୍ୟ ମଣିଷର କର୍ତ୍ତବ୍ୟ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଶୁମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର ୧୯୬୨କୁ ଜନାଦୃତ କରାଇବା ପାଇଁ ଏବଂ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ କୁ ସମ୍ପୂର୍ଣ୍ଣ ଏହି ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିବାପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ […]

Read More Text.
Photo For The News Of Road

ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଆଗରପଡ଼ା: ବନ୍ତ ବ୍ଳକ ଓଡ଼ଙ୍ଗ ପଂଚାୟତ ତୋଟାସାହୀ ଅନ୍ତର୍ଗତ ଠାକୁରଗଡ଼ିଆ ଗ୍ରାମକୁ ନିର୍ମିତ କଂକ୍ରିଟ ରାସ୍ତା ମରାମତି ଅଭାବରୁ ନଷ୍ଟ ହୋଇଯାଇଥିବାରୁ ଏହା ଗମନାଗମନରେ ଘୋର ସମସ୍ୟା ସୃଷ୍ଟି କରିଛି । ଉକ୍ତ ରାସ୍ତା ଦେଇ ପ୍ରତିଦିନ କୁନିକୁନି ପିଲା ଅଙ୍ଗନବାଡ଼ି ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଏବଂ କଲେଜକୁ ଅଧ୍ୟୟନ ପାଇଁ ଯାଆଆସ କରିଥିବା ବେଳେ ଗ୍ରାମବାସୀ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାନ୍ତି । ରାତ୍ରୀ ସମୟରେ ଏହି ରାସ୍ତା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି […]

Read More Text.
Photo For The News Of Old Tree

ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ ଡ଼ାଳ

ଆଗରପଡ଼ା :ଆଗରପଡ଼ା ଠାରୁ ବରପଦା ମଧ୍ୟରେ ଥିବା ବିଭିନ୍ନ ବଜାର ଅଂଚଳ ଯଥା ଆଗରପଡ଼ା ,ଶେଉଳଗଡ଼ିଆ, ଜାମବଣୀ ଓ କାଦବରାଙ୍ଗରେ ଥିବା ପୁରୁଣା ଶୁଖିଲା ଗଛ ଡ଼ାଳ ଝୁଲି ରହିବା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଚଳପ୍ରଚଳ କରୁଛନ୍ତି । ସାମାନ୍ୟ ପବନ ହେଲେ ଏହି ଶୁଖିଲା ଡ଼ାଳ ଖସି ପଡ଼ି ଲୋକେ ଖଣ୍ଡିଆଖାବରା ହେବାସହ ଯାଆଆସ କରୁଥିବା ଯାନବାହାନ ନଷ୍ଟ ହେଉଛି । ଏହିପରି ଘଟଣାର ଅନେକ ନଜୀର ରହିଛି । ଏ ସଂପର୍କରେ ବିଭାଗୀୟ […]

Read More Text.