Onn 3

ଗୁରୁବାର ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ

ପୁରୀ : ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ବଡଭାଇ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି ପାଟରା ବିଷୋୟୀ ସେବାୟତ। ଟାରୋଟି ବଡ଼ ରାକ୍ଷୀ ସହ ପ୍ରସ୍ତୁତ ହେଉଛି ଗୁଆମାଳ। ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ। ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି। […]

Read More Text.
Onn 3

ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ-୩ ରାକ୍ଷୀ ପ୍ରସ୍ତୁତ କଲେ ଜୟପୁରର ହସ୍ତଶିଳ୍ପୀ

ଜୟପୁର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା  ।  ଭାଈ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ  । ଏଥିପାଇଁ ସହରର ବିଭିନ୍ନ ରାକ୍ଷୀ ମାର୍କେଟରେ ଲୋକଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି । ବଜାରରେ ବିଭିନ୍ନ ରକମର ରାକ୍ଷୀ ଉପଲବ୍ଧ ଥିବାବେଳେ ଚଳିତବର୍ଷ ପ୍ରସ୍ତୁତ ହୋଇଛି ଚନ୍ଦ୍ରାୟନ-୩ ରାକ୍ଷୀ  । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ-୩ର ସଫଳ ଅବତରଣ ପରେ ଏହାକୁ ନେଇ ରାକ୍ଷୀ ପ୍ରସ୍ତୁତ ହୋଇଛି  । ଆଉ ଏହାକୁ  ପ୍ରସ୍ତୁତ କରିଛନ୍ତି ଜୟପୁରର ହସ୍ତଶିଳ୍ପୀ ଦୀପକ […]

Read More Text.
Onn 3

ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଚାଲିଛି ରାଖି

ପୁରୀ: ଆଉ ୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ମାନବଦେହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ବି ଏହି ଲୀଳାଖେଳରେ ବାନ୍ଧି ହୋଇ ରହିଛନ୍ତି। ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାଖୀ ବାନ୍ଧିବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସ୍ବତନ୍ତ୍ର ଶୈଳୀରେ ମହାପ୍ରଭୁଙ୍କ ପାଇଁ ରାଖୀ ପ୍ରସ୍ତୁତ ଚାଲିଛି। ପାଟରା ବିଶୋଇ ସେବକମାନେ ଏହି କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଶ୍ରୀଜଗନ୍ନାଥଙ୍କ […]

Read More Text.
Onn 3

ହରନାରାୟଣ ମିଶ୍ର ଙ୍କ କବିତା ପୁସ୍ତକ “ ଶୁଭ୍ରକାନ୍ତ” ଉନ୍ନୋଚିତ

ବାରିପଦା: ବରିଷ୍ଠ ସାରସ୍ୱତ ସାଧକ ହରନାରାୟଣ ମିଶ୍ର ଙ୍କ ଲିଖିତ କବିତା ପୁସ୍ତକ “ଶୁଭ୍ରକାନ୍ତ” ଉନ୍ନୋଚିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ମୋହିତ କୁମାର ଷଡଙ୍ଗୀ, ପ୍ରଫେସର ଡ. ସରୋଜ କୁମାର ନାୟକ, ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ ପୁସ୍ତକଟିକୁ ଉନ୍ନୋଚନ କରିବା ସହ କବିଙ୍କ ମହନୀୟ ଉଦ୍ୟମ ପ୍ରଶଂସା କରିଥିଲେ । କିଶୋର ସାହିତ୍ୟ ଭିତ୍ତିକ ଉକ୍ତ ପୁସ୍ତକରେ ୨୭ ଟି କବିତା ସ୍ତାନିତ ହୋଇଛି । ଅଦ୍ୟାବଧ୍ କବି […]

Read More Text.
Onn 3

ଆସୁଛି ପବିତ୍ର ରକ୍ଷାବନ୍ଧନ, ମୋବାଇଲ ଯୁଗରେ ହଜିଯାଇଛି ରାକ୍ଷୀର ଚାହିଦା

ଆଗରପଡ଼ା: ଓଡ଼ିଶାରେ ବାରମାସରେ ତେର ପର୍ବ ହୋଇଥାଏ । ତେଣୁ ଓଡ଼ିଶାର କଳା ସଂସ୍କୃତି ପରମ୍ପରା ମହାନ । ଏହାକୁ ବଂଚାଇ ରଖିବା ପାଇଁ ପ୍ରତି ଓଡ଼ିଆ ବ୍ୟସ୍ତ ଓ ବିବ୍ରତ । ଭାଇ ଓ ଭଉଣୀର ପବିତ୍ର ସଂପର୍କକୁ ଉଦ୍‌ଜିବିତ ରଖିବା ପାଇଁ ରକ୍ଷାବନ୍ଧନ ଉତ୍ସବ କେଉଁ ଆବାହନୀ କାଳରୁ ପାଳିତ ହୋଇଆସୁଛି । ବିଜ୍ଞାନର ଅଗ୍ରଗତି ତାଳେ ତାଳେ ଲୋକେ ପର୍ବପର୍ବାଣୀକୁ ସେହି ଢଙ୍ଗରେ ପାଳନ କରିବାକୁ ପଛାଉ ନାହାଁନ୍ତି । ଆଧୁନିକ ପରମ୍ପରାକୁ […]

Read More Text.
Onn 3

“ପ୍ରତିଶ୍ରୁତି”ର କବିତା ଲିଖନ ପ୍ରତିଯୋଗିତା

ବାରିପଦା ଦୀର୍ଘ ୪୧ ବର୍ଷ ଧରି ମୟୂରଭଞ୍ଜର ବାରିପଦାରୁ ପ୍ରକାଶ ପାଇ ଆସୁଥିବା ସାହିତ୍ୟ ସଂସ୍କୃତି ମୂଳକ ପତ୍ରିକା “ପ୍ରତିଶ୍ରୁତି” ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ସଭାଗୃହରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଏକ କବିତା ଲିଖନ ପ୍ରତିଯୋଗିତା ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥି ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରତିଶ୍ରୁତିର ସମ୍ପାଦକ ଭାଗବତ ପଣ୍ଡା କବିତା ଲିଖନର ଶୈଳୀ ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ କହିଥିଲେ – କବିତା କବି ହୃଦୟର […]

Read More Text.
Onn 3

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍: ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ । ଆଜି […]

Read More Text.
Onn 3

ଆନନ୍ଦ ଶଙ୍କର ଦାସଙ୍କ ନାଟକ “କପଟପାଶା” ମଞ୍ଚସ୍ଥ

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ଆନନ୍ଦ ଶଙ୍କର ଦାସଙ୍କ ରଚିତ ନାଟକ କପଟ ପାଶା ମଞ୍ଚସ୍ଥ ହୋଇଯାଇଛି I 1961 ମସିହାରେ ରଚିତ ଏକ ଭିନ୍ନ ସ୍ୱାଦର ଏହି ନାଟକ ଟିକୁ ଦେଖିବାପାଇଁ ଦର୍ଶକଙ୍କ ଭିଡ ଜମିଥିଲା I ଡ଼ଃ କୁମର ମଣି ନାୟକଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଜ୍ଞାନରଞ୍ଜନ ପଣ୍ଡା, ପ୍ରସନ୍ନ କୁମାର ମହାନ୍ତି, କୁନ୍ଦନ ଲାଲ ଭଞ୍ଜ, ସିଦ୍ଧେଶ୍ୱର ବେହେରା, […]

Read More Text.
Onn 3

ହରନରାୟଣ ମିଶ୍ରଙ୍କ ପୁସ୍ତକ “ଶୁଭ୍ରା” ଉନ୍ମୋଚିତ

ବାରିପଦା: କବି ହରନାରାୟଣ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “ଶୁଭ୍ରା” ଉନ୍ମୋଚିତ ହୋଇଯାଇଛି । ଅତିଥିଭାବେ ବାରିପଦା ସରକାରୀ ମହିଳା ମହା ବିଦ୍ୟାଳୟର ସହକାରୀ ପ୍ରଫେସର ଡ.ସରୋଜ ନାୟକ, ଏମ.କେ.ସି. ହାଇସ୍କୁଲର ପ୍ରଧାନ ଶିକ୍ଷକ ବାସନ୍ତି ଟୁଡୁ, ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅମିତାଭ ମିଶ୍ର, ଶିକ୍ଷୟତ୍ରୀ ତଥା କବି କୁଞ୍ଜବାଳା ମହାନ୍ତ ପ୍ରମୁଖ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିବା ସହ କବିଙ୍କର ମହନୀୟ ଉଦ୍ୟମକୁ ପ୍ରଶଂସା କରିଥିଲେ । କବି ହରନାରାୟଣ ମିଶ୍ରଙ୍କର ଲିଖିତ […]

Read More Text.
Onn 3

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏକକ ଲୋକନୃତ୍ୟ ପ୍ରତିଯୋଗିତା

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ନିଶ୍ଚିନ୍ତକୋଇଲି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ ସହିତ ବୈଦ୍ଧିକ ବିକାଶ ପାଇଁ ବିଭିନ୍ନ ପାରିପାଶ୍ୱିର୍କ ଶିକ୍ଷା ପ୍ରଦାନ କରାଯାଉଛି । ଏପରିକି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ଅନ୍ତନିର୍ହିତ ଗୁଣର ବିକାଶପାଇଁ ବିଭିନ୍ତ ସହ ପାଠ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଏହି ଅବସରରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟକୁ ଉଜ୍ଜିବିତ କରିବା ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ଏକକ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । […]

Read More Text.