Onn 3

ହରନାରାୟଣ ମିଶ୍ର ଙ୍କ କବିତା ପୁସ୍ତକ “ ଶୁଭ୍ରକାନ୍ତ” ଉନ୍ନୋଚିତ

Religion and Cult State

ବାରିପଦା: ବରିଷ୍ଠ ସାରସ୍ୱତ ସାଧକ ହରନାରାୟଣ ମିଶ୍ର ଙ୍କ ଲିଖିତ କବିତା ପୁସ୍ତକ “ଶୁଭ୍ରକାନ୍ତ” ଉନ୍ନୋଚିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ମୋହିତ କୁମାର ଷଡଙ୍ଗୀ, ପ୍ରଫେସର ଡ. ସରୋଜ କୁମାର ନାୟକ, ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ ପୁସ୍ତକଟିକୁ ଉନ୍ନୋଚନ କରିବା ସହ କବିଙ୍କ ମହନୀୟ ଉଦ୍ୟମ ପ୍ରଶଂସା କରିଥିଲେ । କିଶୋର ସାହିତ୍ୟ ଭିତ୍ତିକ ଉକ୍ତ ପୁସ୍ତକରେ ୨୭ ଟି କବିତା ସ୍ତାନିତ ହୋଇଛି ।

ଅଦ୍ୟାବଧ୍ କବି ହରନାରାୟଣ ମିଶ୍ରଙ୍କର ୩୮ ଟି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ଲେଖନୀର ପଦଯାତ୍ରା ସଂକଳନର ଏହା ୨୮ ତମ ସସ୍ମରଣ ତ୍ପର୍ବ ପୁସ୍ତକଭଳି ଏହି ପୁସ୍ତକଟି ନିମିତ ଭାବରେ ପାଠକୀୟ ସୀକୃତି ଲାଭ କରିବା ବୋଲି ମତପ୍ରକାଶ ପାଇଛି । ଇଂ ସୌରଭ ତ୍ରପାଠୀ ପରିଚାଳନା କରିଥିଲେ ।