IMG 20260910 WA0291

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର  ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ଆୟୋଗର ସଦସ୍ୟ ଶ୍ରୀମତୀ କସ୍ତୁରୀ ମିଶ୍ର ଶିଶୁ ଅଧିକାର ସୁରକ୍ଷା ଓ ବିଭିନ୍ନ ଶିଶୁକଲ୍ୟାଣମୂଳକ ବ୍ୟବସ୍ଥାର ସ୍ଥିତି ସମୀକ୍ଷା ନିମନ୍ତେ ୦୯.୦୯.୨୦୨୬ ରୁ ୧୨.୦୯.୨୦୨୬ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷା, ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ଯ୍ୟାତନା ଓ ଶୋଷଣରୁ ମୁକ୍ତି, ଉପଯୁକ୍ତ ଯତ୍ନ ଓ […]

Read More Text.
IMG 20260909 WA0251

ଜିଲ୍ଲାସ୍ତରୀୟ ଶକ୍ତି କ୍ଲବ୍ ତାଲିମ ଶିବିର

ଶକ୍ତି ସଂରକ୍ଷଣ ଓ ବିଦ୍ୟୁତ୍‌ର ସୁବିନିଯୋଗ ନେଇ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦକ୍ଷତାଭିତ୍ତିକ ତାଲିମ ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ସେଣ୍ଟର ଫର୍ ଏନଭାଇରନମେଣ୍ଟାଲ ଷ୍ଟଡିଜ୍‌ ର ଯୁଗ୍ମ ଆନୁକୂଲ୍ୟରେ ‘ଏନର୍ଜି କ୍ଲବ୍‌’ ଦାୟିତ୍ୱରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦୁଇଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ବାରିପଦାସ୍ଥିତ ଏମ୍‌.ପି.କେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ଶକ୍ତି […]

Read More Text.
38

୭ ବର୍ଷ ପରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ, ଶନିବାର ପିଏମ୍ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା !

ନୂଆଦିଲ୍ଲୀ : ୭ ବର୍ଷ ପରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ । ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନାର ସମ୍ଭାବନା ରହିଛି। ୧୨ ଓ ୧୩ ରେ ନୂଆଦିଲ୍ଲୀରେ ହେଉଥିବା ୧୮ତମ BRICS ଶିଖର ସମ୍ମିଳନୀ ଅବସରରେ ଦୁଇ ନେତା ପରସ୍ପରକୁ ଭେଟିବେ। ୨୦୨୦ର ଗଲୱାନ ସଂଘର୍ଷ ପରେ ଭାରତ ମାଟିରେ ଏହା ମୋଦି ଓ ଜିନପିଙ୍ଗଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ୨୦୨୦ ଜୁନ୍ ୧୫ରେ ପୂର୍ବ ଲଦାଖର […]

Read More Text.
10bbs 52 10092026 112 2026 09 10 19 32

ବିଜେପିର ୭ ମୋର୍ଚ୍ଚା ପାଇଁ ପ୍ରଭାରୀ ନିଯୁକ୍ତ; ବୈଜୟନ୍ତ ପଣ୍ଡାଙ୍କୁ ଓବିସି ମୋର୍ଚ୍ଚା ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ସଂଗଠନର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା କରିଛି। ବସ୍ତୀର ଲୋକସଭା ସାଂସଦ ହରିଶ ଦ୍ୱିବେଦୀଙ୍କୁ ଯୁବ ମୋର୍ଚ୍ଚାର ପ୍ରଭାରୀ କରାଯାଇଥିବା ବେଳେ ରାଜସ୍ଥାନର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସତୀଶ ପୁନିଆଙ୍କୁ ଅନୁସୂଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚାର ଦାୟିତ୍ୱ ଦିଆଯାଇଛି। ବିଜେପିର ନୂଆ ସଂଗଠନ ବ୍ୟବସ୍ଥାରେ ବିଭିନ୍ନ ବର୍ଗ ଓ ସମୁଦାୟ ସହ ସମନ୍ୱୟ ପାଇଁ ଏହି ନିଯୁକ୍ତି କରାଯାଇଛି। ଘୋଷିତ ତାଲିକା ଅନୁସାରେ, […]

Read More Text.
41 2026 639246427935084935

ଚୀନ୍‌ ବନ୍ଦରରେ ମାଲବାହୀ ଜାହାଜରେ ନିଆଁ: ୨୦ ମୃତ, ୫ ନିଖୋଜ

ବେଜିଂ: ଚୀନ୍‌ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳରେ ଥିବା ଏକ ପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ବେହାଇ ଜାହାଜ ନିର୍ମାଣ କମ୍ପାନିରେ ମରାମତି ପାଇଁ ଡକିଂ କରାଯାଇଥିଲା। ଟ୍ରାକିଂ ୱେବସାଇଟ୍ ଫାଇଣ୍ଡର ଅନୁଯାୟୀ, ସିନହୁଆ ସମାଚାର ଏଜେନ୍ସି ଦ୍ୱାରା ପ୍ରକାଶିତ ଏକ ଫଟୋରେ ଜାହାଜଟି ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି। […]

Read More Text.
Child wing e1789051239874 300x165

ଉଦ୍ଧାର ହେଲେ ୧୦୧ ନିଖୋଜ ଶିଶୁ, ୭ ଦିନ ଧରି ଚାଲିଥିଲା ସ୍ବତନ୍ତ୍ର ଅପରେସନ

ଭୁବନେଶ୍ୱର : ମା’ କୋଳକୁ ଫେରିଲେ ନିଖୋଜ ଶିଶୁ ।  ଦୀର୍ଘ ଦିନ ପରେ ଘରକୁ ଫେରିଲେ ୧୦୧ ନିଖୋଜ ଶିଶୁ ।  ଏଥିପାଇଁ ସାତ ଦିନ ଧରି ଚାଲିଥିଲା ସ୍ବତନ୍ତ୍ର ଅପରେସନ। ମହିଳା ଓ ଶିଶୁ ଅପରାଧା ଶାଖା ପକ୍ଷରୁ ଜାରି ରହିଥିଲା ଅପରେସନ। ବିଭିନ୍ନ ରେଞ୍ଜରେ ଦୁଇଟି ଲେଖାଏଁ ଟିମ୍ ଗଠନ କରି ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍। ଉଦ୍ଧାର ଶିଶୁଙ୍କ ମଧ୍ୟରେ ଅଛନ୍ତି ୫୨ଜଣ ଝିଅ ଓ ୪୯ଜଣ […]

Read More Text.
Screenshot 2026 09 10

UAE ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୧୧ରେ ଓଡ଼ିଶା ନିବେଶ ସମ୍ମିଳନୀ

ଭୁବନେଶ୍ୱର : ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନସିଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଇନଭେଷ୍ଟମେଣ୍ଟସ୍ ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ଅର୍ଥନୈତିକ ଓ ନିବେଶ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ […]

Read More Text.
Puri badadanda1

ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି

ଭୁବନେଶ୍ବର : କେବଳ ଓଡ଼ିଶା କିମ୍ବା ଅନ୍ୟ ରାଜ୍ୟରେ ନୁହେଁ, ପାକିସ୍ତାନରେ ମଧ୍ୟ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି। ପାକିସ୍ତାନର ସିନ୍ଧପ୍ରଦେଶରେ ମହାପ୍ରଭୁଙ୍କ ଜମି ରହିଛି। ଏସବୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ନାମରେ ପ୍ରାୟ ୩୮ ହଜାର ଏକର ଜମି ଥିବା ନେଇ ଆମ ପାଖରେ ରେକର୍ଡ ଅଛି। ଏଥିରୁ ଅଧିକାଂଶ ଓଡ଼ିଶା ମଧ୍ୟରେ ରହିଛି। ଆଉ […]

Read More Text.
IMG 20260909 WA0240

ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ବଡ଼ଦାଣ୍ଡରେ ‘ପଥପ୍ରାନ୍ତ ନାଟକ’ ମାଧ୍ୟମରେ ସାକ୍ଷରତାର ବାର୍ତ୍ତା

’ଭୁଲ୍ କାହାର’ ଓ ‘ଆଈ ବୁଢ଼ୀର କାହାଣୀ’ ନାଟକରେ ଶିକ୍ଷା ଓ ଜୀବନବ୍ୟାପୀ ସାକ୍ଷରତାର ଗୁରୁତ୍ୱ ପ୍ରତିପାଦିତ ବାରିପଦା: ଆନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବାରିପଦା ବଡ଼ଦାଣ୍ଡରେ ସାକ୍ଷରତା ଓ ଶିକ୍ଷାର ଗୁରୁତ୍ୱ ନେଇ ଏକ ସଚେତନତାମୂଳକ ‘ପଥପ୍ରାନ୍ତ ନାଟକ’ ଆୟୋଜିତ ହୋଇଛି । ଏହି ଅବସରରେ ପିଏମ୍‌ଶ୍ରୀ ଏମ୍‌.କେ.ସି. ଉଚ୍ଚ ବିଦ୍ୟାଳୟ ଓ ଲେଡି ହାମିଲଟନ୍ ଉଚ୍ଚ ବିଦ୍ୟାଳୟ, ବାରିପଦାର ଛାତ୍ରଛାତ୍ରୀମାନେ ଯଥାକ୍ରମେ ‘ଭୁଲ୍ କାହାର’ ଓ […]

Read More Text.
IMG 20260909 WA0238

ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭିନ୍ନକ୍ଷମ ଅଧିକାର ନିୟମ-୨୦୧୬ ସଚେତନତା ଶିବିର ଓ କୁଇଜ୍ ପ୍ରତିଯୋଗିତା

କୁଇଜ୍ ପ୍ରତିଯୋଗିତାରେ କୁନ୍ତଳା କୁମାରୀ ମହିଳା ମହାବିଦ୍ୟାଳୟ, ବାଲେଶ୍ୱର ଦଳ ବିଜୟୀ ବାରିପଦା : ସ୍ଥାନୀୟ ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଞ୍ଚଳିକସ୍ତରୀୟ ଭିନ୍ନକ୍ଷମ ଅଧିକାର ନିୟମ-୨୦୧୬ ସଚେତନତା ଶିବିର ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର, ସୁରକ୍ଷା, ସାମାଜିକ ନିରାପତ୍ତା ଏବଂ ସରକାରୀ ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା । ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ […]

Read More Text.