୨ ଦିନର ଚେଷ୍ଟା ବିଫଳ ! ଫେଲ ମାରିଲେ ଇଂଜିନିୟର୍ସ, ଟିକେ ବି ହଲିଲେନି ମହାବୀର
ଉଜ୍ଜୟିନୀ: ଧର୍ମ ଏବଂ ଆଧ୍ୟାତ୍ମିକତାର ନଗରୀ ଉଜ୍ଜୟିନୀରେ ସିଂହସ୍ଥ ୨୦୨୮ ମସିହାର ପ୍ରସ୍ତୁତି ପାଇଁ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ ଅଭିଯାନ ମଧ୍ୟରେ ଏକ ଅନନ୍ୟ ଏବଂ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଫେଲ ମାରିଲେ ଇଂଜିନିୟର୍ସ । କାମ କଲାନି ବଡ଼ ବଡ଼ ଜେବିସି ଓ କ୍ରେନ୍ । ନିଜ ସ୍ଥାନରୁ ହଟିଲେନି ମହାବୀର । ଖଡ଼େ ହନୁମାନଙ୍କୁ ହଟାଇପାରିଲେନି କୌଣସି ବାହୁବଳ । ଉଜ୍ଜୟିନୀର ସତୀ ଗେଟ୍ ନିକଟରେ ଥିବା ୧୭୦ ବର୍ଷ ପୁରୁଣାର ପ୍ରଭୁ […]
Read More Text.