ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା
କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା । ଲୋକଭବନକୁ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ସଚିବଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର । ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ପ୍ରେସ୍ କନଫରେନ୍ସ କରି ସମ୍ବୋଧିତ କରୁଛନ୍ତି । ରାଜ୍ୟପାଳ ସନ୍ଧ୍ୟାରେ ବେଙ୍ଗାଲୁରୁରୁ ଫେରିବା ପରେ ଇସ୍ତଫାପତ୍ର ଗ୍ରହଣ କରିବେ । ଇସ୍ତଫା ଦେବା ପରେ ସିଦ୍ଧରମୈୟା କହିଛନ୍ତି, ଶିବକୁମାରଙ୍କୁ ସବୁବେଳେ ସମର୍ଥନ ରହିବ । ମୋ ପାଇଁ ରାଜ୍ୟର […]
Read More Text.