IMG 20260529 WA0236

ଲଞ୍ଚ ଉଇଣ୍ଡୋଜ କମ୍ପ୍ୟୁଟର ଏଡୁକେସନ ଟ୍ରଷ୍ଟ,ଜୁନିଅର ରେଡକ୍ରସ, ସମ୍ବାଦ  ଆନୁକୁଲ୍ଯରେ ରକ୍ତଦାନ ଶିବିର

ବାରିପଦା : ରକ୍ତଦାନ ମହତ କାମ ।ଗୋଟିଏ ୟୂନିଟ୍ ରକ୍ତରେ ୩ ଜଣ ରକ୍ତ ସଙ୍କଟ ଜୀବନ ବଞ୍ଚି ଯାଏ ।ଗ୍ରୀଷ୍ମ ଋତୁ ଚାଲିଛି ।ଲୋକେ ୪୩ ଡିଗ୍ରୀ ତାପମାତ୍ରାରେ‌ଛଟପଟ ହେଉଛନ୍ତି ।ଡାକ୍ତରଖାନା ମାନଙ୍କରେ ରକ୍ତ ସଙ୍କଟ ଦେଖା ଦେଇଛି ।ରକ୍ତ ପାଇଁ ପ୍ରସୂତି ମହିଳା, ଥାଲାସେମିଆ ରୋଗୀ, ବୟସ୍କ, ଦୁର୍ଘଟଣାଗ୍ରସ୍ତ ଲୋକମାନେ  ରକ୍ତ ପାଇଁ ବହୁ  ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ।ଏହାକୁ ଲକ୍ଷ୍ୟ କରି  ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଉଇଣ୍ଡୋଜ କମ୍ପ୍ୟୁଟର ଏଜୁକେସନ […]

Read More Text.
NDU

ଜିଲ୍ଲାସ୍ତରୀୟ “ମେଧାବୀ ମୟୂରଭଞ୍ଜ” ସମ୍ବର୍ଦ୍ଧନା ସମାରୋହ -୨୦୨୬

ବାରିପଦା :  ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ ଓ ତତସହିତ ଅଧିକ ସଂଖ୍ୟାରେ A1 ଗ୍ରେଡରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତୀର୍ଣ୍ଣ କରିବାରେ ଲକ୍ଷ୍ୟ ନେଇ ୨୦୨୪-୨୫ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଛି ବର୍ତ୍ତମାନର ଜିଲ୍ଲାପାଳଙ୍କ ମାନସପ୍ରସୂ କାର୍ଯ୍ୟକ୍ରମ “ମେଧାବୀ ମୟୂରଭଞ୍ଜ” । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀଙ୍କ ନିୟମିତ ତଦାରଖ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସମୟ ଉପଯୋଗୀ ଉତ୍ସର୍ଗୀକୃତ ଶିକ୍ଷାଦାନ […]

Read More Text.
IMG 20260529 WA0216

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

 ବାରିପଦା : ୩୦ ମଇ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ ନିର୍ବାଚକଙ୍କ ଘରକୁ ଘର ପରିଦର୍ଶନ ଏବଂ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ , ୦୫ ଜୁଲାଇ ରେ ଚିଠା  ଭୋଟର ତାଲିକା ପ୍ରକାଶନ, ୦୫ ଜୁଲାଇ ରୁ ଅଗଷ୍ଟ ୦୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ, ସେପ୍ଟେମ୍ବର ୬  ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା| ଆସନ୍ତାକାଲିଠାରୁ ଜିଲ୍ଲାରେ ହେବାକୁ ଥିବା ସ୍ୱତନ୍ତ୍ର  ସଘନ ସଂଶୋଧନ (ଏସଆଇଆର)–୨୦୨୬ […]

Read More Text.
Bridge collapse

ଝଡ଼ ତୋଫାନରେ ନିର୍ମାଣାଧୀନ ପୋଲ ଭୁଶୁଡି ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଝଡ଼ ତୋଫାନ ଯୋଗୁଁ ପୋଲ ଭୁଶୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଗୁରୁବାର ଦିନ ହମିରପୁର ସମେତ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ହୋଇଥିଲା ।  ଝଡ଼ ସମୟରେ ବେତୱା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର […]

Read More Text.
Blo mm

ଭୋଟର ତାଲିକା ସଂଶୋଧନ, କାଲିଠୁ ଘରକୁ ଘର ବୁଲିବେ BLO

ଭୁବନେଶ୍ୱର : ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ। କାଲିଠୁ ଘରକୁ ଘର ବୁଲିବେ BLO । ସାମିଲ ହେବେ ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର। ଓଡ଼ିଶାର ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେବଡ଼ ଧରଣର ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଲିଠୁ ଯୋଗ୍ୟତା ଅବଧି ଭାବେ […]

Read More Text.
IMG 20260529 WA0055 750x430

କାଳବୈଶାଖୀ ତାଣ୍ଡବ: ଘର ଉପରେ ଗଛ ପଡି ମହିଳାଙ୍କ ମୃତ୍ୟୁ

ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ ଜଣେ ମହିଳାଙ୍କର ପ୍ରାଣହାନି ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ସେହି ଗାଁର ଦିନ ମଜୁରିଆ ଶୋଭାଗିନୀ ପ୍ରଧାନ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ହଠାତ କାଳବୈଶାଖୀର ପ୍ରଭାବ ବଢିଯାଇଥିଲା। ଏହି […]

Read More Text.
1200 675 26796302 918 26796302

ଶିମିଳିପାଳରୁ ୩ ଶିକାରୀ ଗିରଫ

ବାରିପଦା : ଶିମିଳିପାଳ ଅଭୟାରଣ୍ୟର ଠାକୁରମୁଣ୍ଡା ରେଞ୍ଜ ର ଚମ୍ପାଗଡା ବିଟ ହାଉସ ନିକଟରେ ଏକ ବୟସ୍କ ମାଇ ହାତୀର  ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଥିଲା l   ବନବିଭାଗ ପକ୍ଷରୁ ଉକ୍ତ ମୃତ ହାତୀର ଶବ ବ୍ୟବଛେଦ କରାଯାଇ ହାତୀଟିର ଶବ କୁ ଅନ୍ୟ ପ୍ରାଣୀଙ୍କ ଖାଦ୍ୟ ଉଦେଶ୍ୟରେ ଜଙ୍ଗଲରେ ଛାଡି ଦିଆଯାଇଥିଲା l ଗତ 13 ତାରିଖ ଦିନ କିଛି ଶିକାରୀ ଉକ୍ତ ହାତୀଟିର ମୃତଦେହରୁ କିଛି ଅଂଶ କୁ କାଟି ନେଉଥିବାର ଦୃଶ୍ୟ ଶିମିଳିପାଳ […]

Read More Text.
IMG 20260528 WA0236

 ଦୋକାନ ଭିତରେ ପଶିଗଲା ପିକଅପ୍ ଭ୍ୟାନ, ଜଣେ ମୃତ 

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ୨୨୦ ନଂ ଜାତୀୟ ରାଜପଥ ବାନାଡୁଙ୍ଗୁରି ଗ୍ରାମରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଆଜି ଭୋର  ସମୟରେ  ଭାରସାମ୍ୟ ହରାଇ ଏକ ଦୋକାନ ଘର ଭିତରକୁ ପଶିଯାଇଥିଲା ଏକ ପିକଅପ୍ ଭ୍ୟାନ। ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ଦୋକାନ ମାଲିକ ଛବିରାଣି ଦତ୍ତ। ଘଟଣା ସ୍ଥଳରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ […]

Read More Text.
IMG 20260528 WA0241

ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ, ବାଳିକା ବିଭାଗରେ ସାତକୋଶିଆ ଦଳ ଚମ୍ପିୟାନ 

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ ର ୪ର୍ଥ ଦିନରେ  ଅତିଥି ଭାବେ ଯୋଗଦେଇ ଆର ଆଇ ଅଫ ପୋଲିସ ଆଲୋକ କୁମାର ସ୍ୱାଇଁ, ସାଇଣ୍ଟିଫିକ ଅଫିସର ଜୟନ୍ତ କୁମାର ମୁର୍ମୁ, ପୂର୍ବତନ ଜିଲ୍ଲା କ୍ରୀଡା […]

Read More Text.
IMG 20260528 WA0233

ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ପ୍ରତିଯୋଗିତା–୨୦୨୬ 

ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ କବାଡି ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡି ଚାମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବାଳକ ବିଭାଗରେ ୧୦ଟି ଓ ବାଳିକା ବିଭାଗରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ I ବାଳକ ବିଭାଗରେ ମା ଅମ୍ବିକା […]

Read More Text.