Bbsr Airport 750x430

ପୁଣି ବିମାନବନ୍ଦରରୁ ନିଶାଦ୍ରବ୍ୟ ଜବତ, ପ୍ରାୟ ୪ କୋଟି ଟଙ୍କା ମାରିଜୁଆନା ଜବତ କଲା କଷ୍ଟମ ବିଭାଗ

State

ଭୁବନେଶ୍ବର ୧୮।୧: ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ । ୭ କେଜିର ମାରିଜୁଆନ ନିଶାଦ୍ରବ୍ୟ ଜବତ କଲା କଷ୍ଟମ ବିଭାଗ । ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ନିଶାଦ୍ରବ୍ୟ ଆଣି ଆସୁଥିବା ଜଣେ ବ୍ୟକ୍ତି ଅଟକ । ଅଟକ ବ୍ୟକ୍ତିଙ୍କ ଘର କେରଳ ବୋଲି ସୂଚନା ମିଳିଛି । ଜବତ ମାରିଜୁଆନା ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ସୂଚନା ରହିଛି ।

୧୫ ଦିନରେ ଧରା ହେଲାଣି ୧୫ କୋଟିର ନିଶାଦ୍ରବ୍ୟ ।