Ewr

ଦେବକୀ ଯଶୋଦା ସାରସ୍ୱତ ସମ୍ମାନରେ ସମ୍ମାନୀତ ହେଲେ ମନୋରଞ୍ଜନ

State

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ଗ୍ରାମର ସମାଜସେବୀ ଓ ଲେଖକ ମନୋରଞ୍ଜନ ମହାନ୍ତିଙୁ ସାହିତ୍ୟ ସ୍ରଷ୍ଟା ସ୍ୱୀକୃତି ପୂର୍ବକ ଦେବକୀ ଯଶୋଦା ସାରସ୍ୱତ ସମ୍ମାନରେ ସମ୍ମାନୀତ କରାଯାଇଛି । କୈବଲ୍ୟ ସାହିତ୍ୟ ସଂସଦ କଟକଙ୍କ ଆନୁକୁଲ୍ୟରେ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତଙ୍କ ତତ୍ତ୍ୱାବଧାନରେ ଅୟୋଜିତ ସାହିତ୍ୟ ସମ୍ମିଳନୀରେ ଡ଼ାକ୍ତର ଦୀନବନ୍ଧୁ ମହାରଣା,କବି ନାରାୟଣ ଚନ୍ଦ୍ର ମୁଦୁଲି,ପ୍ରଧ୍ୟାପିକା ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର,କବି ତୋଫାନ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।