Photo For The News Of 100yrs Gajanana Puja

ଶହେ ବର୍ଷରେ ଗଜାନନ ପୂଜା

Religion and Cult

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ ଅରଞ୍ଜି ଗ୍ରାମରେ ଗଜାନନଙ୍କ ପୂଜାକୁ ଶହେ ବର୍ଷ ପୂରିଲା । ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜାଙ୍କୁ ପରବର୍ତ୍ତୀ ସମୟରେ ତାଙ୍କ ପୁତ୍ର ସ୍ୱର୍ଗତ ଗଙ୍ଗାଧର ଓ ପରେ ତାଙ୍କ ପୁତ୍ର ସ୍ୱର୍ଗତ ଯଦୁନାଥ ପାଳନ କରିଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ସୁଶାନ୍ତ, ସରୋଜ,ଶ୍ରୀକାନ୍ତ,ପଙ୍କଜଙ୍କ ସମେତ ରବି ଜେନା ଓ ବିଶ୍ୱଜିତ ପ୍ରମୁଖଙ୍କ ଦ୍ୱାରା ଏହି ପୂଜା ମହାଆଡ଼ମ୍ବରରେ ପାଳିତ ହେଉଅଛି । ଏହି ପୂଜା ଏହାରେ ୫ଦିନ ଧରି ପାଳିତ ହୋଇଥାଏ । ପ୍ରତିଦିନ ଭଜନ କୀର୍ତ୍ତନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।