Img 20240903 Wa0262

ଜାମଦାରେ ଏକ ଦିବସୀୟ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ପୁନରାବୃତ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକଠାରେ ଏକ ଦିବସୀୟ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ନେଇ ପୁନରାବୃତ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବାଶିଷ୍ ପଣ୍ଡା ଉଦ୍ଘାଟନ କରି ୱାର୍ଡ ସଭ୍ୟ ଓ ସଭ୍ୟାା ମାନଙ୍କର କେଉଁପରି କାର୍ଯ୍ୟଧାରା ରହିବ ସେ ବିଷୟରେ ପ୍ରାଞ୍ଜଳ ଭାବରେ ଅବଗତ କରାଇଥିଲେ |ଜିପିଡ଼ିଓ ଶେଖର ସ୍ବାଇଁ ସଭା ପରିଚାଳନା କରିବା ସହ ଅତିଥି ପରିଚୟ ଦେଇଥିଲେ |ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଉପସ୍ଥିତ ଥାଇ ପୁନରାବୃତ୍ତି ପ୍ରଶିକ୍ଷଣ ବିଷୟରେ କହିଥିଲେ |ପେସା ସଂଯୋଜକ ଦୀପିକାରାଣୀ ପ୍ରଧାନ ଶେଷରେ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିଥିଲେ |