Photo For The News Of Brukhyaropan By Keshore

ପଂଚାୟତ ଯୁବ ବିଜେଡ଼ି ସଭାପତିଙ୍କ ଦ୍ୱାରା ବୃକ୍ଷରୋପଣ

State

ଆଗରପଡ଼ା  :ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତର ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତଙ୍କ ନେତୃତ୍ୱରେ ଯୁବକ ମାନେ ବୃକ୍ଷରୋପଣ କରିଥିବା ଜଣାପଡ଼ିଛି । ୭୫ତମ ବନମହୋତ୍ସବ ଅବସରରେ ବିଭିନ୍ନ ପ୍ରକାରର ଗଛ ଲଗାଇ ପରିବେଶକୁ ସୁରକ୍ଷା କରିବା ପ୍ରୟାସ ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ।