Ec Elections Vb 52

ଇଭିଏମରେ ସିଲ୍ ୧୩ପ୍ରାର୍ଥୀଙ୍କ ଭାଗ୍ୟ

State

ଆଗରପଡ଼ା : ଚଳିତ ସାଧାରଣ ନିର୍ବାଚନରେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ପିସିସି ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ(କଂଗ୍ରେସ),ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ(ବିଜେଡ଼ି),ପ୍ରାକ୍ତନ ପ୍ରାଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଡ଼ଃ ସୁଧାଂଶୁ ଶେଖର ନାୟକ(ବିଜେପି),ଦେବାଶିଷ ପାଣିଗ୍ରାହୀ(ଆମ ଆଦମୀ),ମନୋଜ ଜେନା(ବିଏସପି),ଦିଗମ୍ବର ସ୍ୱାଇଁ (ଏସୟୁସିଆଇ),ନରହରି ସାହୁ(ଏନଏସପି),ନିରୁପମା ଦାସ(କୃପା ପାର୍ଟି),ବିଜୟ ମଲ୍ଲିକ(ଓଜେପି),ଉତ୍କଳ କେଶରୀ ବିଶ୍ୱାଳ,ପ୍ରଶାନ୍ତ ବେହେରା,ସତ୍ୟରଂଜନ ଯେନା ଓ ସନ୍ତୋଷ ପଲାଇ ପ୍ରମୁଖ ସ୍ୱାଧୀନ ପ୍ରର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମୋଟ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତ୍ତିର୍ଣ୍ଣ ହୋଇଛନ୍ତି । ଶନିବାର ମତଦାନ ସରିବା ପରେ ସେମାନଙ୍କ ଭାଗ୍ୟ ଇଭିଏମ ମେସିନ୍‌ରେ ସିଲ୍ ହୋଇ ରହିଛି । ଆସନ୍ତା ୪ ତାରିଖରେ କାହାର ଭାଗ୍ୟ ସୀଥି ଦେଉଛି ତାହା ଦେଖିବାକୁ ଭୋଟରମାନେ ଅପେକ୍ଷା କରିଛନ୍ତି ।