Evm Story

ଇଭିଏମରେ ତୃଟି ଯୋଗୁଁ ବିଳମ୍ବରେ ମତଦାନ

State

ଆଗରପଡ଼ା  :ବନ୍ତ ବ୍ଲକ ଅନ୍ତର୍ଗତ ପୁରୁଷଣ୍ଢ ସ୍କୁଲରେ ହେଉଥିବା ୩୦ନଂ ମତଦାନ କେନ୍ଦ୍ରରେ ଇଭିଏମ ସେମିନରେ ତୃଟି ଦେଖା ଦେବାରୁ ପ୍ରାୟ ୧ଘଣ୍ଟା ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ଏଥିନେଇ କିଛି ସମୟ ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଭାବ ସୃଷ୍ଟି ହୋଇଥିବାର ପରିଲକ୍ଷିତ ହୋଇଥିଲା ।